ପୂର୍ଣ୍ଣଚନ୍ଦ୍ର ରଣା

ପୂର୍ଣ୍ଣଚନ୍ଦ୍ର ରଣା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Maa Durga

ମାଆ ଦୁର୍ଗା

ରମ୍ଭାସୁର ଦୃଢ଼ ତପସ୍ୟା ବଳରେ ପ୍ରସନ୍ନ କରିଲେ ଅଗ୍ନି ଦେବଙ୍କୁ କି ବର ମାଗୁଛ ମାଗ ତୁମେ ରମ୍ଭା ପୂରଣ କରିବି ତୁମ ଇଚ୍ଛାକୁ । ଆମ କୋଳେ ଗୋଟେ ପୁତ୍ର ଜନ୍ମ ଦିଅ ଦୟାର ସାଗର ଅଗ୍ନି ଦେବତା ରମ୍ଭା ପତ୍ନୀ ଗର୍ଭେ ପୁତ୍ର ଜାତ କଲେ ତଥାସ୍ତୁ କହିଲେ ଦୟାର ଦାତା । ରମ୍ଭା ପତ୍ନୀ କୋଳୁ ଜାତ ହେଲା ପୁତ୍ର ନାମ ଥିଲା ତା’ର ମହିଷାସୁର ତପସ୍ୟାର ବର ବ୍ରହ୍ମା ଦେଲେ ତାଙ୍କୁ ଖୁସିରେ ବିଭୋର…

ଅଧିକ ପଢ଼ନ୍ତୁ
ପାହାନ୍ତି ସପନ

ପାହାନ୍ତି ସପନ

ନିସ୍ତବ୍ଧ ନିରଳା ବିଜନ ରଜନୀ ଅକୁହା ସପନ ଅଭୁଲା କାହାଣୀ । ଗଗନେ ନକ୍ଷତ୍ର ଚଳନ୍ତି ଚନ୍ଦ୍ରମା ସପନେ ଆସନ୍ତି ସୁନ୍ଦରୀ ପ୍ରତିମା । ଶରୀରେ ଶୋଭୁଛି ଅକୁହା ଅଳସୀ ସୁନ୍ଦର ଲାଗୁଛି କାଖରେ କଳସୀ । ଶୀତୁଆ ଲହରୀ ଖେଳୁଛି ଜଗତେ ସପନ ଧାଉଁଛି କୁହୁଡ଼ି ସଙ୍ଗତେ । ଅମାପ ସପନ ଆସୁଛି ନୟନେ ଆନନ୍ଦ ଭରୁଛି ସପନେ ଶୟନେ । ପାହାନ୍ତି ପ୍ରଭାତ ଆସିଲା ଦଉଡ଼ି ସପନ ମୋହର ଗଲାରେ ବିଗିଡ଼ି । ପୂର୍ଣ୍ଣଚନ୍ଦ୍ର ରଣାପୂର୍ଣ୍ଣଚନ୍ଦ୍ର ରଣା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର…

ଅଧିକ ପଢ଼ନ୍ତୁ
ଜହ୍ନତାତି

ଜହ୍ନରାତି

ଜଙ୍ଗଲି ଜହ୍ନଟି ଶୀତଳ ଶୀତଳ ଗାଁ ଜହ୍ନ ତାତି ମିଠା ସହର ଜହ୍ନର ତାତି ତ ପ୍ରଖର ନାହିଁ ସେଠି ମଧୁରତା । ଜଙ୍ଗଲର ସେହି ଶୀତଳ ଜ‌ହ୍ନଟି ଲାଗୁଛି ଭାରି ସରଳ, ଗାଆଁ ଜହ୍ନ ଆଜି ଦେହ ଜଳଉଛି ସତେ ତା’ ତାତି ପ୍ରବଳ । ସହରି ଜ‌ହ୍ନର ତାତି ତ ପ୍ରବଳ ସତେ ସୁରୁଜ ସମାନ ସେହି ତାତି ଆଜି ଲଗାଉଛି ନିଆଁ ଫିକା ଲାଗେ ତା’ ମନ । ନିଜ କିରଣରେ ଜଙ୍ଗଲି ଜ‌ହ୍ନଟି କରେ ସତେ…

ଅଧିକ ପଢ଼ନ୍ତୁ