ଅସମ୍ମୋହିତା
ଖୁବ୍ ନିକଟରୁ ଶବ୍ଦପୁଙ୍ଗୀରେ କକର୍ଶ କଣ୍ଠରେ ଆରମ୍ଭ କରାଯାଇଥିବା ନିରନ୍ତର ଭକ୍ତିନାଦର କୀର୍ତ୍ତନି ଧ୍ୱନି ଗହଳ ଅନ୍ଧାର ବାୟୁମଣ୍ଡଳରେ ଧୀରେ ଧୀରେ ମିଳେଇ ଯାଉଥିବା ବେଳେ ତା’ ଭିତରୁ ମୁଣ୍ଡରେ ଗାମୁଛା ଭିଡ଼ା ବହଳିଆ ରୁକ୍ଷ ଚର୍ମର ଗାଲରେ ଦାଢ଼ୀ ରଖିଥିବା ଗୋଟିଏ ଚେହେରା ବଡ଼ ବଡ଼ ଆଖି ସହ ଦାନ୍ତ ଦୁଇଧାଡ଼ି ଆଗକୁ ଆଣି ପଚାରୁଥିଲା– “ହେ, ହେ ଆପଣ ଏ ଘର କେବେ ଛାଡ଼ିବେ?” ପ୍ରଶ୍ନ କରିଥିବା ଲୋକର ମୁହଁ ଉପରେ ହିଁ କଳା…