ପର୍ଶୁରାମ ସାହୁ

ପର୍ଶୁରାମ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

ଆହେ ଜଗନ୍ନାଥ

ହେ ବିଶ୍ଵ ନିୟନ୍ତା ଜଗତ କରତା ଆହେ ପ୍ରଭୁ ଜଗନ୍ନାଥ ତୁମ ଇସାରାରେ ଚାଲେ ଏ ସଂସାର ତୁମେ ପରା ସର୍ବବ୍ୟାପ୍ତ । (୧) ତୁମେ ନାରାୟଣ କରୁଣା ସାଗର ତୁମେ ଅଟ ଅନ୍ତର୍ଯ୍ୟାମୀ ଅନନ୍ତ ଅସୀମ ଅନୁପମ ତୁମେ ଆହେ ଜଗନ୍ନାଥ ସ୍ୱାମୀ । (୨) ନୀଳାଚଳ ଧାମେ ରତନବେଦିରେ ପ୍ରଭୁ ତୁମେ ବସିଅଛ ଦୁନିଆରେ ଯେବେ ଯାହା ଘଟୁଅଛି ସବୁ ତୁମେ ଦେଖୁଅଛ । (୩) ଲୀଳାମୟ ପ୍ରଭୁ ଦୟାର ଠାକୁର ଏତିକି କରୁଛି…

ଅଧିକ ପଢ଼ନ୍ତୁ
corona-purana

କରୋନା ପୁରାଣ

କହୁଛି କରୋନା ପୁରାଣ ସଭିଏଁ ମନ ଦେଇ ଶୁଣ ॥ (୧) ଅଜବ ରୋଗ ଏ କରୋନା ଉତ୍ପତ୍ତି ସ୍ଥଳ ତା’ ଚାଇନା ॥ (୨) ସାରା ବିଶ୍ୱକୁ ଗ୍ରାସ କରି ଲୋକଙ୍କୁ ଦେଉଅଛି ମାରି ॥ (୩) ମିଳୁନି ତାହାର ଔଷଧ ଉପାୟ ଏକା ପ୍ରତିରୋଧ ॥ (୪) ମାସ୍କ ଯେ ପିନ୍ଧିବ ମୁହଁରେ ହାତକୁ ଧୁଅ ସାବୁନରେ ॥ (୫) ସତର୍କ ସଦା ଯେ ରହିବ ଦୂରତା ବଜାଇ ରଖିବ ॥ (୬) ସରକାରଙ୍କ…

ଅଧିକ ପଢ଼ନ୍ତୁ
ରଜ ଛୁଟି

ରଜ ଛୁଟି

ଗତବର୍ଷ ରଜ ସମୟର କଥା, ରଜକୁ ଆଉ ମାତ୍ର ଦୁଇଚାରି ଦିନ ବାକି ଥାଏ । ଆମ କମ୍ପାନୀର ସବୁ ଓଡ଼ିଆ ପିଲା କଥା ହେଲୁ କି ଏଥର ସମସ୍ତେ ମିଳିମିଶି ଆମ କମ୍ପାନୀ ମାଲିକଙ୍କୁ କହି କିଛି ଦିନ ଛୁଟି ନେଇ ଯାଇ ଗାଆଁରେ ରଜ ପାଳିବୁ । ତା’ପରେ ସମସ୍ତେ ମିଶି ମାଲିକଙ୍କ ପାଖକୁ ଯାଇ ଏଥର ରଜ ପାଇଁ ନିଜ ଇଛା ମୁତାବକ (ଦିନେ ବା ଦୁଇ ଦିନ) ଛୁଟି ପାଇଁ କହିଲୁ…

ଅଧିକ ପଢ଼ନ୍ତୁ
ନାରୀ

ନାରୀ

ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଜଣେ ନାରୀ ଆଉ ଜଣେ ପୁରୁଷ । (୧) ସରଳ ନିରୀହ ନାରୀର ମନ କଥାରେ ତା’ ବହେ ମଳୟ ପବନ । (୨) ଜନନୀ, ଜାୟା, ଭଗିନୀ ନାରୀ ହେବନାହିଁ ତାହାର କେ ସରି । (୩) ଅପୂର୍ବ ସୃଷ୍ଟି ସେ ଈଶ୍ୱରଙ୍କର ତୁଳନା ନାହିଁ କେହି ତାହାର । (୪) ରୂପ ସୌନ୍ଦର୍ଯ୍ୟ ଗୁଣରେ ତା’ର ବିମୋହିତ ହୁଏ ସାରା ସଂସାର । (୫) ନାରୀ ନୁହେଁ ଅବଳା,…

ଅଧିକ ପଢ଼ନ୍ତୁ