ମାନସ ରଞ୍ଜନ ଦାଶ

ମାନସ ରଞ୍ଜନ ଦାଶ ପେଶାରେ ଜଣେ ସଫ୍ଟୱେର୍ ଇଞ୍ଜିନିୟର୍ ଏବଂ ନିଶା ତାଙ୍କର ସଙ୍ଗୀତରେ । ସେ ଏକାଧାରରେ ଜଣେ ଗୀତିକାର, ସଙ୍ଗୀତକାର ଏବଂ ଗାୟକ । ନବପଲ୍ଲବ ତଥା ଶୁଭପଲ୍ଲବର ଥିମ୍ ଗୀତ ମଧ୍ୟ ସେ ପ୍ରସ୍ତୁତ କରିଛନ୍ତି ।

Odia Poem Tote Bhala Paichhi (ତୋତେ ଭଲ ପାଇଛି) by Manas Ranjan Dash

ତୋତେ ଭଲ ପାଇଛି

ଲେଖିଥିଲି ଅନେକ ଚିଠି ଦେଇ ପାରି ନାହିଁ ଓଠ ଯାଏ ଆସିଥିଲା ନାଆଁ କହି ପାରି ନାହିଁ ଛାତି ତଳେ କେଉଁଠି ଲୁହର ନଈଟେ ଏ ଯାଏଁ ସାଇତା ବହି ପାରି ନାହିଁ ତୋ’ ପାପୁଲିର ଅତି ପାଖକୁ ଯାଇଛି ପାପୁଲି ଛୁଇଁ ପାରି ନାହିଁ ଦାଗ ପ୍ରତାରଣାର ଖୁବ୍ ପକ୍କା ଥିଲା ବୋଧେ କେତେ ଶ୍ରାବଣ ଆସିଲା, ଗଲା ଧୋଇ ପାରି ନାହିଁ ତତେ ଭଲ ପାଇବା ପରେ ବି ମୁଁ ଆହୁରି ଭଲ ପାଇଛି…

ଅଧିକ ପଢ଼ନ୍ତୁ
Odia Poem Sishirara Chhuan Tu (ଶିଶିରର ଛୁଆଁ ତୁ) by Manas Ranjan Dash

ଶିଶିରର ଛୁଆଁ ତୁ

ଭୋର୍ ଶିଶିରର ଛୁଆଁ ତୁ ଅସ୍ତରାଗର ରଙ୍ଗ ତୋ’ ଢଙ୍ଗରେ ଢଳିଛି ମୋ ଜିଇଁବାର ଢଙ୍ଗ ତୁ ପାଖେ ଥା’ କି ନ ଥା’ ସାଥେ ଅଛୁ ମୋ’ରି ଯୋଜନ ଯୋଜନ ବାଟ ନିମିଷକେ ପାରି- -କରି ଆସେ ତୋ’ର ସ୍ମୃତି ଆସି ଛୁଏଁ ମୋର ଅଙ୍ଗ ଭୋର୍ ଶିଶିରର ଛୁଆଁ ତୁ ଅସ୍ତରାଗର ରଙ୍ଗ !!! – ମାନସ ରଞ୍ଜନ ଦାଶ ମାନସ ରଞ୍ଜନ ଦାଶମାନସ ରଞ୍ଜନ ଦାଶ ପେଶାରେ ଜଣେ ସଫ୍ଟୱେର୍ ଇଞ୍ଜିନିୟର୍ ଏବଂ…

ଅଧିକ ପଢ଼ନ୍ତୁ
Odia Poem Antahina Apeksha (ଅନ୍ତହୀନ ଅପେକ୍ଷା) by Manas Ranjan Dash

ଅନ୍ତହୀନ ଅପେକ୍ଷା

ତୁମକୁ ପାଇବାର ଇଚ୍ଛା ଅନେକ ଦାୟିତ୍ଵର ବୋଝ ତଳେ ଦବିଯାଏ ଗାଆଁର ସରଳ ଲୋକଟେ ସହରର ଭିଡ଼ରେ ଯେମିତି ହଜିଯାଏ ନିଜ ପରିଚୟ ଗଢ଼ିବାରେ ସରିଯାଏ ଯୌବନ ଅବଧି ବୁକୁପରେ ନିଜ ହାତେ ଗଢ଼ିବାକୁ ହୁଏ କେତେ ଯେ ପ୍ରେମର ସମାଧି ଭଲ ମୁଁ ପାଉଥିଲି କେବେ, ଆଉ ପାଏନା ଅପେକ୍ଷା ଅନ୍ତହୀନ ହେଲେ ଅପେକ୍ଷା ରହେନା !!! – ମାନସ ରଞ୍ଜନ ଦାଶ ମାନସ ରଞ୍ଜନ ଦାଶମାନସ ରଞ୍ଜନ ଦାଶ ପେଶାରେ ଜଣେ ସଫ୍ଟୱେର୍ ଇଞ୍ଜିନିୟର୍…

ଅଧିକ ପଢ଼ନ୍ତୁ
Odia Story Pratidhwani Katha tume (ପ୍ରତିଧ୍ୱନି କହେ ତୁମେ) by Manas Ranjan Dash

ପ୍ରତିଧ୍ୱନି କହେ ତୁମେ

ମୁଁ ବ୍ୟୋମକେଶ, ବ୍ୟୋମକେଶ ରଥ । ବଣ୍ଡ, ଜେମ୍ସ ବଣ୍ଡ ଭଳିଆ ପଢ଼ିବେ । ଏଇଟା ମୁଁ ଲେଖୁଥିବା ପ୍ରଥମ ଲେଖା- ଗପ, ସତ ନା ଗପ ହେଲେ ବି ସତ, ସେଇଟା ପଢ଼ୁଥିବା ଲୋକ ଉପରେ ଛାଡ଼ିଲି, ମାନେ ତୁମ ଉପରେ । ଏତେ ବ୍ୟସ୍ତ ହୁଅନି, ମୁଁ ବ୍ୟୋମକେଶ ରଥ, ବକ୍ସି ନୁହେଁ ଯେ ପଢ଼ିସାରି ତୁମକୁ ଅନୁମାନ ଲଗେଇବାକୁ ହେବ ଅପରାଧୀ କିଏ ବା ହତ୍ୟା କିଏ କରିଛି… ସାଧାରଣ କଥାଟିଏ, ତୁମର…

ଅଧିକ ପଢ଼ନ୍ତୁ
Swikarokti

ସ୍ୱୀକାରୋକ୍ତି

କିଛି ଖରା ଯାହା ତୋ ଅଗଣାରେ ବିଞ୍ଚି ଦେଲା ପରେ, ବଳକା ଅଇଁଠା ଆଲୁଅ ଯେତେ ମୋ ଝରକା ମୁଣ୍ଡରେ ସୁରୁଜ ଛାଡ଼ିଦେଇଯାଏ ତାକୁ ହି ତୋ ସ୍ପର୍ଶ ଭାବି ଦେହସାରା ମୁଁ ବୋଳି ହେଇଯାଏ ! କିଛି କୁହୁ ଯାହା ତୋ ଗୀତର ତାଳେ ତାଳେ କୋଇଲିଟି ହଜେଇ ଦେଇ ଆସି ମୋ ଅଗଣା ଆମ୍ବ ଡାଳରେ ସକେଇ ହେଇଯାଏ ତାକୁ ହି ତୋ ସ୍ୱର ଭାବି ତୋ ଅନୁପସ୍ଥିତିକୁ ମୁଁ ଭୁଲିଯାଏ ! କିଛି…

ଅଧିକ ପଢ଼ନ୍ତୁ