ଜୟ ଶିବ ଶଙ୍କର
ଜୟ ଶିବ ଶଙ୍କର ହେ ଜୟ ଉମାପତି ତୁମ ପାଦ ସ୍ମରଣରେ ଯାଉ ଦିନବିତି । ଜୟ ଜଟାଧାରି ପ୍ରଭୁ ଜଗତ ତାରଣ ଭକତ ଜନଙ୍କ ଦୁଃଖ ନିବାର ବହନ । ଜୟ ମହାଦେବ ନାଥ ଅନଳ ନୟନ ଶ୍ମଶାନ ବିହାରି ଶିବଶମ୍ଭୁ ତ୍ରିଲୋଚନ । ଜୟ ଭୁତନାଥ ଦେବ ଅନଳ ନୟନ ଏ ସାରା ବିଶ୍ଵକୁ ପ୍ରଭୁ କରିଛ ନିର୍ମାଣ । ଜୟ ପଞ୍ଚାନନ ନାଥ ଜୟ ଦିଗାମ୍ବର ପରମ ପୂରୁଷ ଅଟ ଯୋଗି ଯୋଗେଶ୍ୱର…