କୃଷ୍ଣଚନ୍ଦ୍ର ଟିପିରିଆ

କୃଷ୍ଣଚନ୍ଦ୍ର ଟିପିରିଆ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିଥାନ୍ତି । ତାଙ୍କ ରଚିତ କବିତା ଅନେକ ପତ୍ରପତ୍ରିକାରେ ସ୍ଥାନ ପାଇଛି ।

ଚେତନା ଓ ଜଡ଼

ଚେତନା ଓ ଜଡ଼

ଚେତନ ସ୍ବଭାବ ଶରୀର ସ୍ବଭାବ ଅଟଇ ତ ଭିନ୍ନ ଭିନ୍ନ । ଚେତନତା ସହ ଏଇ ଶରୀରର ହୋଇ ନ ପାରେ ମିଳନ । ଚେତନା ସହିତ ଜଡ଼ ମିଶେଇବା କୈଣସି ଉପାୟ ନାହିଁ । ଦୃଶ୍ୟ ଆଉ ଦ୍ରଷ୍ଟା ଭିନ୍ନ ଭିନ୍ନ ହୋଇ ସର୍ବଦା ହିଁ ଥିବେ ରହି । ଚେତନ ତତ୍ତ୍ୱକୁ ଜଡ଼ ସହ ଯୋଡ଼ିଲେ କି ସେ ହୋଇବ ଜଡ଼ । ଚେତନକୁ ପରମାତ୍ମା ଠାରୁ ଭିନ୍ନ କଲେ କି ସେ ହେବ…

ଅଧିକ ପଢ଼ନ୍ତୁ
ଧନ

ଧନ

ମୁଢ଼ ମନ କହେ ଏ ଧରାରେ ଶ୍ରେଷ୍ଠ ଅଟେ ପାସେ ଥିଲେ ଧନ । ଧନ ଯେ ଅଟନ୍ତି ମୋହ ଶୋକ ଦୁଃଖ ଅଟେ ଅନିଷ୍ଟ କାରଣ । ବନ୍ୟା ପ୍ଳାବିତ ସ୍ରୋତସ୍ୱିନୀ ସଦା ତରଙ୍ଗ ପ୍ରସବ କରେ । ଧନ ଥିଲେ ମଧ୍ୟ ଚିନ୍ତା ସ୍ୱରୂପିଣୀ କନ୍ୟାକୁ ଯାତ କରାଏ । ଧନ ପୁଣି ନିଜ ପଦ ପ୍ରବାହରେ ସଦା ଚଞ୍ଚଳ ହୁଏ । ଦୁଗ୍ଧ ଯେସନେ ସର୍ପର ମସ୍ତକେ ବିଷ ବୃଦ୍ଧି କରି ଥାଏ…

ଅଧିକ ପଢ଼ନ୍ତୁ
He Jagannath

ହେ ଜଗନ୍ନାଥ

ଫୁଲ ମାଳରେ ମୁଁ ଗୁନ୍ଥିଲି ପତର ସ୍ଥାନ ଦେବ ତୁମ ହୃଦୟରେ । ନାଥ ବୋଲି ଧରିଲି ମୁଁ ତୁମ ପାଦ କରିବନି କେବେ ମୋତେ ପର ॥ ଝରଣାଟି ପରି ଝରିଯିବି ମୁଁ ଯେ ସାଗର ପରି କି ତୋଳି ନେବ । ଏ ଜୀବନ ସତ୍ତା ରହୁ କି ନ ରହୁ ଅନନ୍ତ ସତ୍ତାରେ ମିଶିଯିବି ॥ ଫୁଲର ବିଛଣା ଲୋଡ଼ା ନାହିଁ ପ୍ରଭୁ ଅନନ୍ତ ଶେଯର ପାଶେ ଥିଲେ । ଯଶ ଧନ…

ଅଧିକ ପଢ଼ନ୍ତୁ
Sanja Naingala Pare

ସଞ୍ଜ ନଇଁଗଲା ପରେ

ରୂପା ଜହ୍ନ ଆଲୁଅରେ ଆଖି ଇସାରା କରୁଛ ଥାଇ ଦୂରେ । ସେ ଆଖି ଇସାରେ ମନ ମୋ କଲ ଚୋରି ନିତିଦିନ ତୁମ ଛବି ମନ ମୋ ଝୁରେ । ସଞ୍ଜ ନଇଁ ଗଲା ପରେ … କୁରଙ୍ଗି ନୟନର ମଧୁ ଝରା କଟାକ୍ଷରେ ବୋହେ ମଳୟ ସମୀର ହୃଦୟେ ଧିରେ । ସଞ୍ଜ ନଇଁ ଗଲା ପରେ… ତେଜ ଦୀପ୍ତ ଅଙ୍ଗ ଦେଖି ନୟନ ଯାଏ ଝଲସି କିଏ ଗୋ ରୂପସୀ ତୁମେ ସାଜ…

ଅଧିକ ପଢ଼ନ୍ତୁ