କଳ୍ପନା ଦାସ

Bapa

ବାପା

ଜୀବନର ଅନ୍ୟନାମ ଯେ ଯନ୍ତ୍ରଣା ଏ କଥା ବୋଉ ଯିବାପରେ ଅନୁଭବ କଲି । ଆତ୍ମୀୟ ସ୍ୱଜନଙ୍କ ମୃତ୍ୟୁ ତ ଯନ୍ତ୍ରଣାଦାୟକ, କିନ୍ତୁ ମାଆର ମୃତ୍ୟୁ ଯେ ପିଲା ପାଇଁ କେତେ ବେଦନାଦାୟକ ସେ କଥା ଅନୁଭବୀ ହିଁ ଜାଣେ । ଚାହୁଁ ଚାହୁଁ ବୋଉ ଯିବାର ତେରଦିନ କଟିଗଲା । ପ୍ରଥମ ଦିନରୁ ନଅ ଦିନ ଯାଏ ଆତ୍ମୀୟ ସ୍ୱଜନଙ୍କର ଆତଯାତ, ଦଶଦିନରେ ଘାଟକାମ, ଏଗାର ଦିନରେ ବ୍ରାହ୍ମଣ ଭୋଜନ, ବାରଦିନରେ ବାରଭାତ, ପୁଣି ତେର…

ଅଧିକ ପଢ଼ନ୍ତୁ
Rama-Rajya Marinahi

ରାମରାଜ୍ୟ ମରିନାହିଁ

“ଝାଡ଼ୁ ନବ ମା’ ଝାଡ଼ୁ“– ଏମିତି ଡାକି ଡାକି ଡିସେମ୍ବର ମାସର ଏକ ଶୀତୁଆ ସକାଳରେ ସେ ଗେଟ୍ ଖୋଲି ପଶିଆସିଥିଲା । ମୁଁ ପଚାରିଥିଲି “ମୋ ପାଖରେ କିଛି ନଡ଼ିଆ ଖଡିକା ଅଛି, ତୁମେ ଝାଡୁ ବାନ୍ଧି ଦେଇପାରିବ?” ସେ ଅତି ସହଜରେ ରାଜି ହୋଇ ଆମ ଘର ବାରଣ୍ଡାରେ ଜାଗାଟିଏ ଖୋଜି ବସିପଡ଼ିଲା । ଦୁଇଟା ଝାଡ଼ୁ ବାନ୍ଧିବା ପରେ ମୋତେ ପାଣି ଗ୍ଲାସଟିଏ ମାଗିଲା । ଆଉ ମୁଁ ଗ୍ଲାସଟି ତା’ ହାତକୁ…

ଅଧିକ ପଢ଼ନ୍ତୁ