ଦେବସ୍ନାନ
ଏଇ ବରଷ ଦେବସ୍ନାନ ପୂର୍ଣ୍ଣିମା ଦିନ ଆମ ଗାଁ ଗୋସେଇଁ ବହାରିଥାନ୍ତି ତିନି-ଚାରି କୋଷରେ ହେଉଥିବା ଦେବସ୍ନାନ ପର୍ବ ଦେଖିବାକୁ । କୋରନା କଟକଣା ଯୋଗୁଁ ପୁରୀ ଯାଇପାରିଲେ ନାହିଁ । ଯୋଗକୁ ବର୍ଷାଟା ବି ହେଉନାହିଁ । ଦୁଇଦିନ ତଳେ ଭୁବନେଶ୍ୱର ଭାସୁଥିଲା, ଆଜି ଖରା ଟାଣ ! ଗୋସେଇଁଙ୍କ ଉପବାସକୁ ଛତା ଜୋତା ଓ ସୂକ୍ଷ୍ମ ପୋଷାକ ପରିଧାନ ଶରୀରଟି ଟିକେ ମଳିନ ପଡ଼ିଯାଇଥାଏ । ଗାଁ’ର କିଛି ଲୋକ ଗୋସେଇଁଙ୍କୁ ଥଟ୍ଟା ତାମସା କରୁଥିଲେ, କିନ୍ତୁ ସେ ଥିଲେ ପ୍ରଭୁଙ୍କ…

