Read more about the article ବର୍ଷାରୁ ବୈଶାଖ
Odia Poem Barsaru Baisakha (ବର୍ଷାରୁ ବୈଶାଖ) by Himanshu Bhusan Sahoo

ବର୍ଷାରୁ ବୈଶାଖ

ଏ ତ ବସନ୍ତର ଆସ୍ତେ ଛୁଆଁ ଜାଣ ବର୍ଷାକୁ । ଶେଫାଳି ସୁଗନ୍ଧ ସ୍ନେହ କିମ୍ବା ପ୍ରେମିକା ଗୋଲାପୀ ଓଠର ବର୍ଷାଛିଟା ପ୍ରେମ ବିନ୍ଦୁ, ଶୁଣ କାନପାତି ! କୁହୁକ ଡାକ ମନ ଦିଆନିଆର, ଏ ତ ବସନ୍ତ ! ବର୍ଷାର…

Continue Readingବର୍ଷାରୁ ବୈଶାଖ
Read more about the article ଜାତି
Odia Story Jati (ଜାତି) by Hrimanshu Bhusan Sahoo

ଜାତି

ମୁଁ ପୁଣି ତା' ଚେହେରା ଦେଖି ଚମକିପଡ଼ିଲି । ଏଇ ଅଧା ବାଟରେ ତା' ସହ ମୋର ତୃତୀୟ ଥର ଦେଖା । ଅନେକ ଭିଡ଼ରେ ସେ କଦର୍ଯ୍ୟ ଚେହେରାର ଫାଉଡ଼ା ଦାନ୍ତ ମୋତେ ଖେଦି ଗୋଡ଼ାଏ । ଏ କ'ଣ…

Continue Readingଜାତି
Read more about the article ଅସହାୟ ମହାବଳ
ଅସହାୟ ମହାବଳ

ଅସହାୟ ମହାବଳ

ନିଶ୍ଚନ୍ତାର ପାଦଦେଶେ ହେଉ କିମ୍ବା ଆମ ଗାଁ ମଶାଣୀର ଦୂରେ ଥିବା ସେ ଗାଇଦାଣ୍ଡି କଇଁଆଧାଡ଼ି । ସେ ଯେବେ ତା' ନିଶ ଫୁଲେଇ ବପୁ ଫୁତ୍କାରି, ରଢ଼ ନିଆଁ ଭଳି ଆଖି ଦୁଇଟିର ଡୋଳା ବାହାର କରି ଦୁମ୍ ଦୁମ୍…

Continue Readingଅସହାୟ ମହାବଳ
Read more about the article ଦେବସ୍ନାନ
ଦେବସ୍ନାନ

ଦେବସ୍ନାନ

ଏଇ ବରଷ ଦେବସ୍ନାନ ପୂର୍ଣ୍ଣିମା ଦିନ ଆମ ଗାଁ ଗୋସେଇଁ ବହାରିଥାନ୍ତି ତିନି-ଚାରି କୋଷରେ ହେଉଥିବା ଦେବସ୍ନାନ ପର୍ବ ଦେଖିବାକୁ । କୋରନା କଟକଣା ଯୋଗୁଁ ପୁରୀ ଯାଇପାରିଲେ ନାହିଁ । ଯୋଗକୁ ବର୍ଷାଟା ବି ହେଉନାହିଁ । ଦୁଇଦିନ ତଳେ…

Continue Readingଦେବସ୍ନାନ
Read more about the article ବନ୍ଧୁ
ବନ୍ଧୁ

ବନ୍ଧୁ

ଡିନର ଆରମ୍ଭ ବେଳେ ଭାଇ କହିଲେ, "ବାପା, ସମୁ ଅଙ୍କଲ ତାଙ୍କ ସାନଝିଅ ବାହାଘର ପାଇଁ ରାସ୍ତା ପାଖ ଦୁଇ ଏକର ଜମି ବିକ୍ରି କରୁଛନ୍ତି ବୋଲି ଶୁଣିଲି, ତାଙ୍କ ସହ କଥା ବି ହୋଇସାରିଛି, ଭଲ ରେଟ୍‌ରେ ମିଳିବ, କିଣିବୁ…

Continue Readingବନ୍ଧୁ