ସଂଗ୍ରାମ କେଶରୀ ସେନାପତି

ସଂଗ୍ରାମ କେଶରୀ ସେନାପତି, ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ସେ ଓଡ଼ିଆରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କରନ୍ତି ଏବଂ ଓଡ଼ିଆ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ପ୍ରାୟତଃ କାର୍ଯ୍ୟ କରନ୍ତି ।

Anubhabare Jagannath (ଅନୁଭବରେ ଜଗନ୍ନାଥ) by Sangram Keshari Senapati

ଅନୁଭବରେ ଜଗନ୍ନାଥ

ମୋ ଜୀବନର ପ୍ରଥମଥର ଯେବେ ମୁଁ ପୁରୀ ଯାଇଥିଲି, ସେତେବେଳେ ବୋଧେ ମୋତେ ୨/୩ ବର୍ଷ ବୟସ ହୋଇଥିଲା । କେବଳ ଗୋଟିଏ ଫଟୋ ବ୍ୟତୀତ ମୋର ଆଉ କିଛି ମନେ ନାହିଁ । ତା’ପରେ କେଇଥର ଯାଇଛୁ, କିନ୍ତୁ ରଥଯାତ୍ରା ସମୟରେ କେବେ ଯିବାର ସୁଯୋଗ ମିଳିନଥିଲା । ସମସ୍ତେ କୁହନ୍ତି ମହାପ୍ରଭୁ ଅଣସର ଘରେ ଥିଲାବେଳେ ଅଲାରନାଥଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳେ ବୋଲି । ସେଇଥିପାଇଁ ଥରେ ଅଲାରନାଥ ଦର୍ଶନରେ ଯାଇ ଫାଙ୍କା ଫାଙ୍କାରେ ପୁରୀ ମନ୍ଦିର…

ଅଧିକ ପଢ଼ନ୍ତୁ
ଲିପ୍‌ଷ୍ଟିକ୍ - ସଂଗ୍ରାମ କେଶରୀ ସେନାପତିଙ୍କ ପୁସ୍ତକ ସମୀକ୍ଷା (Lipstick Book Review)

ପୁସ୍ତକ ସମୀକ୍ଷା: ଲିପ୍‌ଷ୍ଟିକ୍

“ଲିପ୍‌ଷ୍ଟିକ୍” ଆଜିକା ଦୁନିଆର ଏମିତି ଏକ ଜିନିଷ ଯାହା ବିନା ବୋଧେ ସାଧାରଣରୁ ସାଧାରଣ ମେକଅପ୍ ବିଷୟରେ ଭାବିବା ଅସମ୍ଭବ । ସେଇଥିପାଇଁ ବୋଧେ ଲିପ୍‌ଷ୍ଟିକ୍ ସବୁବେଳେ ଥାଏ ଚର୍ଚ୍ଚରେ ଆଉ ଦର ବି ତା’ର ଆକାଶରେ । ଥରେ ମୁଁ ମୋର ଜଣେ ମହିଳା ବନ୍ଧୁଙ୍କୁ ଏମିତି ପଚାରିଦେଇଥିଲି, “ଆରେ ଲିପ୍‌ଷ୍ଟିକ୍ କିଣିଲାବେଳେ ତମେ କ’ଣ ଦେଖିକି କିଣ?” ସେ ଉତ୍ତର ଦେଇଥିଲେ, “ଖାଲି ରଙ୍ଗ, ଆଉ ଗାଢ଼ ଗୋଲାପୀ ମୋର ପସନ୍ଦ । ତେଣିକି ସେ ଯେତେ ବି…

ଅଧିକ ପଢ଼ନ୍ତୁ
Interview with Padmini Rout

ପଦ୍ମିନୀ ରାଉତଙ୍କ ସହ ଆଳାପ

ଉଭୟ ଇଣ୍ଟରନେସନାଲ ମାଷ୍ଟର ଓ ମହିଳା ଗ୍ରାଣ୍ଡମାଷ୍ଟର ଉପାଧୀ ହାସଲ କରିଛନ୍ତି ସେ । ୨୦୧୪ରୁ ୧୭ ପର୍ଯ୍ୟନ୍ତ ୪ ବର୍ଷ ଧରି ସେ ଭାରତୀୟ ମହିଳା ପ୍ରିମିୟର ଚାମ୍ପିୟନ ଓ ୨୦୧୮ରେ ଏସୀୟ ମହିଳା ଚାମ୍ପିୟନ ଥିଲେ ସେ । ୨୦୦୭ ମସିହାରେ ବିଜୁ ପଟ୍ଟନାୟକ ଖେଳ ସମ୍ମାନ ଓ ୨୦୦୯ରେ ଏକଲବ୍ୟ ପୁରସ୍କାର ହାସଲ କରି ଓଡ଼ିଶାକୁ ସବୁ ସ୍ଥାନରେ ଗର୍ବ ଅନୁଭବ କରାଇଛନ୍ତି ସେ । ତେବେ ଆସନ୍ତୁ ଜାଣିବା ଓଡ଼ିଶାର ସେହି ଗର୍ବ ଓ ଗୌରବ…

ଅଧିକ ପଢ଼ନ୍ତୁ
Interview with Sidharth Shankar Dash

ସିଦ୍ଧାର୍ଥଙ୍କ ସହ ଆଳାପ

ଏ ସମାଜ ଆମକୁ ସବୁକିଛି ଦେଇଛି, ହେଲେ କାହାକୁ କାହାକୁ ଟିକିଏ କମ୍ ମିଳିଥାଏ; ସେହିଭଳି ଅଭାବୀ ମାନବଙ୍କର ସେବା କରିବାକୁ ମାଧବ ସେବା ସହ ଆମ ସଂସ୍କୃତିରେ ତୁଳନା କରାଯାଇଛି । ଏମିତି ସମାଜସେବା କରିବାକୁ ଯାଜପୁର ଅହିୟାଶରେ ଜନ୍ମିତ ଓଡ଼ିଆ ପୁଅ ସିଦ୍ଧାର୍ଥ ଶଙ୍କର ଦାଶ ଗଠନ କରିଛନ୍ତି ସିଦ୍ଧାର୍ଥ ଫାଉଣ୍ଡେସନ୍ ନାମକ ଏକ ସେବା ସଂସ୍ଥା, ଯାହାକି ମାନବ କଲ୍ୟାଣ ଦିଗରେ କାର୍ଯ୍ୟ କରିଆସୁଅଛି । ତେବେ ଆସନ୍ତୁ କଥା ହେବା ସିଦ୍ଧାର୍ଥଙ୍କ ସହ ଏବଂ…

ଅଧିକ ପଢ଼ନ୍ତୁ
Famous Artist Bijay Biswaal

ସୁପ୍ରସିଦ୍ଧ ଚିତ୍ରଶିଳ୍ପୀ ବିଜୟ ବିଶ୍ୱାଳ

ଜଣେ ଶିଳ୍ପୀ ଗୋଟିଏ ମୂଲ୍ୟହୀନ ପଥରକୁ ସଜେଇ ଦିଏ ହୀରାଟିଏ କରି । ଚିତ୍ରଶିଳ୍ପୀଟିଏ କେଉଁ ଏକ ଅଲୋଡ଼ା କାଗଜକୁ ଦେଇପାରେ ଦୁନିଆର ସର୍ବୋଚ୍ଚ ସମ୍ମାନ । ପ୍ରତ୍ୟେକ ଚିତ୍ର ପଛରେ କିଛି ନା କିଛି କାହାଣୀ ଥାଏ ଆଉ ସେ କାହାଣୀମାନଙ୍କ ଜନକଙ୍କ ମଧ୍ୟରୁ ଜଣଙ୍କ ବିଷୟରେ ଆଜି ଜାଣିବା । ଭାରତୀୟ ରେଳ ବିଭାଗରେ କାର୍ଯ୍ୟରତ ଥିବାବେଳେ ଚିତ୍ର ଆଙ୍କିବା ନିଶାରେ ଚାକିରୀ ଛାଡ଼ିବାକୁ ପଛାଇ ନଥିଲେ ସେ । ଚିତ୍ର ଆଙ୍କିବା ପ୍ରତି ତାଙ୍କର ଏମିତି ଦୁର୍ବଳତା ଥିଲା…

ଅଧିକ ପଢ଼ନ୍ତୁ