ଚନ୍ଦ୍ରକାନ୍ତି ପ୍ରଧାନ

ଚନ୍ଦ୍ରକାନ୍ତି ପ୍ରଧାନ ଜଣେ ନର୍ସିଂ ଛାତ୍ରୀ । ସେ ଓଡ଼ିଆରେ ପ୍ରେମ ଭିତ୍ତିକ ଗଳ୍ପ, କବିତା ଏବଂ ଛୋଟଛୋଟ ରଚନାମାନ କରିଥାନ୍ତି ।

Mun Tanka Upare Rage

ମୁଁ ତାଙ୍କ ଉପରେ ରାଗେ !

ମୋର କଥା କଥାକେ ରାଗିଯିବା, ଆଉ ସେ ମତେ କଳେଇନେଇ ବୁଝେଇବା… ମତେ ଭଲଲାଗେ । ଏବେ ପଚାରିବନି କାହିଁକି ରାଗେ । ସେ ଲଗାମଛଡ଼ା ହୋଇ ଗାଡ଼ି ଚଲେଇଲେ, ମୁଁ ତାଙ୍କ ଉପରେ ରାଗେ ! ବାରମ୍ବାର ତାଗିତ୍ କରି କହେ, “ହେଇ ! ଗାଡ଼ି ଧୀରେ ଚଲେଇବ ।” କିନ୍ତୁ ନା ରାସ୍ତାଟା ତାଙ୍କ ପାଇଁ ଆକାଶ ଆଉ ଗାଡ଼ିଟା ଗୋଟେ ଚଢ଼େଇ କ୍ଷୀପ୍ର ଗତିରେ ଉଡ଼ିବ ହିଁ ଉଡ଼ିବ । ସେ କ’ଣ…

ଅଧିକ ପଢ଼ନ୍ତୁ
ଲାଲ୍ ପରୀ

ଲାଲ୍ ପରୀ

ସଞ୍ଜ ନଉଁନଉଁ ଆଈମା କୋଳରେ ବସି କାହାଣୀ ଶୁଣିବାକୁ ଭାରି ଭଲଲାଗେ । ଆଈ ସବୁବେଳେ କାହାଣୀରେ ବୁଢ଼ୀ ଅସୁରୁଣି କଥା ଓ ମଣ୍ଡାଖିଆ ଅସୁର କଥା କହେ । କିନ୍ତୁ ଥରେ ମୋ ଜିଦି ରଖିବାକୁ ଯାଇ ଆଈ ଲାଲ୍ ପରୀର କାହାଣୀ ଶୁଣେଇଲେ । ଆଈ କହୁଥିଲେ ଲାଲ୍ ପରୀ କୁଆଡ଼େ ଭାରି ସୁନ୍ଦରୀ ଥିଲା, ମନଖୋଲି ହସୁଥିଲା ଗାଉଥିଲା, ନାଚୁଥିଲା ଆଉ ଯେତେ ଇଛା ମନଭରି ଆକାଶରେ ଏ ରାଜ୍ୟରୁ ସେ ରାଜ୍ୟ…

ଅଧିକ ପଢ଼ନ୍ତୁ
Ganjam Danda Jatra

ଦଣ୍ଡ ଯାତ୍ରା

“ବାର ମାସରେ ତେର ପର୍ବ” କଥାଟି ରହିଆସିଛି ଆମ ପୂର୍ବପୁରୁଷଙ୍କ ଅମଳରୁ । ଓଡ଼ିଆମାନଙ୍କର ବାରମାସରେ ତେର ପର୍ବ । ସେଇ ପର୍ବମାନଙ୍କୁ ନେଇ ତ ଜଣେ ଓଡ଼ିଆ ଗର୍ବ କରେ । ଓଡି଼ଶା ଭିତରେ ହେଉ କି ଓଡି଼ଶା ବାହାରେ ଓଡି଼ଆ ପୁଅ କେବେ ତା’ର ପରମ୍ପରାକୁ ଭୁଲିଯାଏନି । ରଜ ପର୍ବଠାରୁ ଆରମ୍ଭ କରି ମହାପ୍ରଭୁ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା, ଶୀତଳ ଷଷ୍ଠିରେ ପ୍ରଭୁ ଚନ୍ଦ୍ରଶେଖରଙ୍କ ବିବାହ ଉତ୍ସବ ଆଦି ।…

ଅଧିକ ପଢ଼ନ୍ତୁ
sangharsha

ସଂଘର୍ଷ

“ଦିଲ୍ କିଆ କରେଁ ଜବ କିସିସେ, କିସିକୋ ପ୍ୟାର ହୋ ଯାୟେ । ଜାନେ କାହାଁ କବ କିସିକୋ, କିସିସେ ପ୍ୟାର ହୋ ଯାୟେ ।” ମୋ ଫୋନର ଆଲାରାମ୍ ବାଜୁଥିଲା । “ପ୍ୟାର ପ୍ୟାର କହି କହି ସୁଖ ନିଦଟାକୁ ଭାଙ୍ଗିଦଉଛି ଏ ଫୋନ । କାଲିଠୁ ଆଲାରାମ ଆଉ ଦେବି ଯେ ସେ ବାଜିବ । ଏତେ ସକାଳୁ କିଏ ଉଠିବ ଯେ ! ଛାତ୍ର ଜୀବନର ସବୁଠୁ ବଡ଼କଷ୍ଟ ହେଉଛି ରାତି ୪ଟାରୁ…

ଅଧିକ ପଢ଼ନ୍ତୁ
abhishapta-golapa

ଅଭିଶପ୍ତ ଗୋଲାପ

ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଉଭୟ ଛାତ୍ରଛାତ୍ରୀଙ୍କ ମନରେ ଆଗାମୀ ଭବିଷ୍ୟତ ପାଇଁ ସହସ୍ର ଉତ୍କଣ୍ଠା ଜାଗ୍ରତ ହୋଇଥାଏ । କ’ଣ ପଢ଼ିବେ, କେଉଁଠି ପାଠ ପଢ଼ିବେ, କେଉଁ ପାଠ ପଢ଼ିଲେ ଭଲ ଚାକିରି ମିଳିବ ଇତ୍ୟାଦି କଥା ପିଲାମାନଙ୍କର ଅବିଭାବକମାନେ ନିଷ୍ପତ୍ତି ନେଇଥାନ୍ତି । ଚଳିତ ବର୍ଷ ପରୀକ୍ଷାରେ କୈଳାସ ବାବୁଙ୍କ ଝିଅ ଅଲିଭା ଭଲ ନମ୍ବର ରଖି ପାସ କରିଛି । ଖାଲି ପାସ କାହିଁକି, କଲେଜର ଟପ୍ପର ହୋଇଛି…

ଅଧିକ ପଢ଼ନ୍ତୁ