Read more about the article ଆମ ନେତା
Odia Poem Ama Neta (ଆମ ନେତା) by Binay Kumar Das

ଆମ ନେତା

କାନେକାନେ କହିଥିଲ ମୋତେ ସବୁ ସୁଖ ଦେଇ ଦେବି ତୋତେ ସୁଖ କାହିଁ ….ଦୁଃଖ ମୋର ଦ୍ୱିଗୁଣିତ ହେଲା ଦାନା କନା ମିଳୁନାହିଁ ମୋତେ ତୁମର ତ ବଢ଼ୁଛି ମହଲା ଏତେଦିନ ପରେ ଆଜି ସବୁ ମୁଁ ପାରିଛି ବୁଝି କଥା…

Continue Readingଆମ ନେତା
Read more about the article କଏଦୀ
Odia Poem Kaedi (କଏଦୀ) by Binay Kumar Das

କଏଦୀ

ଜେଲର୍‌କୁ କହିଲା କଏଦୀ କାହିଁକି ଚାଲୁନି ମୋ ଏ.ସି କାହିଁ ମୋ ମିନେରାଲ ୱାଟର? କାହିଁ...କାହିଁ ମୋ ଚିକେନ୍ ରୋଷ୍ଟ୍..? କେତେଥର କହିବି ମୁଁ ତୋତେ ମନ୍ତ୍ରୀ ତ ମୁଁ ହେବି ଦିନେ… ଆଉ ସେତେବେଳେ ଚିହ୍ନିବୁ ତୁ ମୋତେ ॥…

Continue Readingକଏଦୀ
Read more about the article ଆମ ପରିବେଶ
Odia Poem Ama Paribesha (ଆମ ପରିବେଶ) by Binay Kumar Das

ଆମ ପରିବେଶ

ଗଛ ସବୁ ହୋଇଗଲା ହଣା ଜଙ୍ଗଲଟେ ଥିଲା ବୋଲି ଏବେ ଆଉ ପଡ଼ୁନାହିଁ ଜଣା ଏବେ ତାହା ସାଜିଛି ପଡ଼ିଆ ସେଠି ଚାଲିଅଛି ସଭା ଲାଗୁଚି ବଢ଼ିଆ ଆଜି ବି ହେଉଚି ସଭା ପରିବେଶ ସୁରକ୍ଷାର ଦିନ ଆସିଛନ୍ତି ନେତା, ମନ୍ତ୍ରୀ…

Continue Readingଆମ ପରିବେଶ
Read more about the article କେତେ ଜନମର ତପ
କେତେ ଜନମର ତପ

କେତେ ଜନମର ତପ

ଦୁନିଆ ଜାଣିଛି ଦୁନିଆ ମାନିଛି ପ୍ରେମ ଯାଏ ନାହିଁ ମରି ତେବେ କୁହ କିଆଁ ମିଛଟାରେ ଆମେ ଦୁନିଆକୁ ଯିବା ଡରି ତୁମେ ଖାଲି ଭାବ ଭଲପାଇବାଟା ଆମ ପାଇଁ ମହାପାପ ମୁଁ କିନ୍ତୁ ଭାବୁଛି ମନ ଦିଆନିଆ କେତେ ଜନମର…

Continue Readingକେତେ ଜନମର ତପ
Read more about the article ସଫାଇ
ସଫାଇ

ସଫାଇ

ସେଦିନ ଜରୁରୀ ବୈଠକରେ ଆଲୋଚନା ହେଲା ଯେ ଆମ ଶାସନ ବ୍ୟବସ୍ଥାରେ ଉପରୁ ତଳଯାଏ ଆବର୍ଜନାରେ ଭରପୁର ହୋଇଗଲାଣି । ତେଣୁ ସଫାଇ ହେବା ଏକାନ୍ତ ଆବଶ୍ୟକ । ଏ ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇ ସିଦ୍ଧାନ୍ତ ନିଆଗଲା ଯେ…

Continue Readingସଫାଇ