ଶୂନ୍ୟସ୍ଥାନ
ମେଘକୁ ମାଗିଲି ଶ୍ରାବଣ ହେଲେ, ସେ ଲୁହ ଦେଇଗଲା ଫୁଲକୁ ମାଗିଲି ଫଗୁଣ ହେଲେ, ସେ କଣ୍ଟା ଦେଇଗଲା । ପାଣିକୁ ମାଗିଲି ଶୋଷ ଟିକେ ସେ ବିଷ ହେଇଗଲା ହୃଦୟରେ ଖୋଜିଲି ହସଟିକେ ସେ ରାଗି ଚାଲିଗଲା । ରାତିକୁ ମାଗିଲି ତାତି ସେ ଶୀତ ଆଣିଦେଲା ପୁନେଇଁ ଚାହିଁଲି ଜହ୍ନଠୁଁ ତାକୁ ମେଘ ଢାଙ୍କିଦେଲା । ତୂଳୀରୁ ତୋଳିଲି ରଙ୍ଗ ଧେତ୍ ! ସେ ଫିକା ପଡ଼ିଗଲା ପ୍ରିୟାକୁ ମାଗିଲି ପ୍ରେମ ସେ ଧୋକା…