ଆଶୁତୋଷ ମେହେର

ଆଶୁତୋଷ ମେହେର ଜଣେ ଅବସର ପ୍ରାପ୍ତ ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଧିକାରୀ । ସେ ଓଡ଼ିଆ ଭାଷା ସମେତେ ସମ୍ବଲପୁରୀ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିନ୍ତି । ତାଙ୍କର ନିଜସ୍ୱ କେତୋଟି କବିତା ସଂକଳନ ପ୍ରକାଶିତ ହୋଇଛି ।

prema-bandi

ପ୍ରେମ ବନ୍ଦୀ

ମୋ ହୃଦୟ ଭିତରର ନିବୁଜ କୋର୍ଟ କଚେରୀରେ ତୁମେ ଏକ ଆସାମୀ ପ୍ରେମ ବ୍ୟାପାର ନେଇ ॥ ମନ ଅଧିକାରୀ ବିଚାର ସାରି ଆଦେଶ ଦେଲେ ଆଜୀବନ କାରାଦଣ୍ଡରେ ବନ୍ଦୀ କରିବାକୁ ରୁଦ୍ଧ ଏକ କୋଠରୀରେ ନିଜ ଛାତି ପଞ୍ଜିରା ଭିତରେ ॥ – ଆଶୁତୋଷ ମେହେର ଆଶୁତୋଷ ମେହେରଆଶୁତୋଷ ମେହେର ଜଣେ ଅବସର ପ୍ରାପ୍ତ ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଧିକାରୀ । ସେ ଓଡ଼ିଆ ଭାଷା ସମେତେ ସମ୍ବଲପୁରୀ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା…

ଅଧିକ ପଢ଼ନ୍ତୁ
sarabjani-maa

ସରବ୍ ଜାନି ମାଁ

ଧଏନ୍ ଗେ ମାଁ ସରବ୍ ଜାନି ଇ ସଂସାର୍ ତୋର ଲିଲା ଖେଲା ସକାଲୁଁ ଓଦେଁ ଧର୍ମ୍ ଦେବତା ଡୁବି ଯାଉଛେ ସଂଜର୍ ବେଲା । ସଭଁକେ ସାହା ଭରସା ଦେସୁ ଦୁଃଖେ କହେସୁ ରହିଥଁ ଭଲେ ପତନ୍ ତଲେ ରଖସୁଁ ଢାଁକି ଭରସା ତୋର୍ ବାହା ର’ ତଲେ । ସମିଆଁ ଦେଖି ଶକତ୍ ହେସୁ ଇ ସଂସାର କେ ଘାଟୁଁ ନ୍ ଥିସୁ ଭଲ୍ ଲୁକକେ ରଖସୁ ଭଲେ ଦମନ୍ ଦୁଷ୍ଟ୍ ଲବାର୍ ନାସୁ…

ଅଧିକ ପଢ଼ନ୍ତୁ
samaya-bada-balaban

ସମୟ ବଡ଼ ବଳବାନ

ସମୟକୁ ଦିନେ ମଣିଷଟେ ପଚାରିଲା କହ କାହିଁକି ମୁଁ ବେଳେ ବେଳେ ହାରିଯାଏ ଜୀବନ ଖେଳରେ ? ହସିକି ସମୟ କହିଲା ମୋତେ ଦେଖ ଦିନ ହେଉ କି ରାତି ବର୍ଷା ହେଉ କି ଶୀତ ଖରା ହେଉ କି ଛାଇ ଭଲ ହେଉ କି ମନ୍ଦ ମୁଁ ସବୁବେଳେ ଆଗକୁ ଦଉଡ଼ୁ ଥାଏ ତୁ ମୋ ସହିତ ଚାଲି ଦେଖ ସଫଳତା ତୋ ପଛରେ ଧାଉଁଥିବ । – ଆଶୁତୋଷ ମେହେର ଆଶୁତୋଷ ମେହେରଆଶୁତୋଷ ମେହେର…

ଅଧିକ ପଢ଼ନ୍ତୁ