ଆଶୁତୋଷ ମେହେର

ଆଶୁତୋଷ ମେହେର ଜଣେ ଅବସର ପ୍ରାପ୍ତ ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଧିକାରୀ । ସେ ଓଡ଼ିଆ ଭାଷା ସମେତେ ସମ୍ବଲପୁରୀ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିନ୍ତି । ତାଙ୍କର ନିଜସ୍ୱ କେତୋଟି କବିତା ସଂକଳନ ପ୍ରକାଶିତ ହୋଇଛି ।

Odia Poem Ratna Bedi Darsana (ରତ୍ନବେଦୀ ଦର୍ଶନ) by Ashutosh Meher

ରତ୍ନବେଦୀ ଦର୍ଶନ

ତୁଳସୀରେ ମନ ଅବଢ଼ାରେ ମନ ମନ ରତ୍ନ ସିଂହାସନେ ବାଇଶୀ ପାହାଚ ବଡଦାଣ୍ଡେ ଭରା ଧୂଳି ମୁଠେ ଧନ ଧନେ ॥୦॥ ସତରେ କାଳିଆ କେତେ ଦିନ ହେଲା ଦେଖି ନାହିଁ ତୋ’ର ମୁହଁ ଥୟ ଧରି ଥିବି ଆଉ କେତେ ଦିନ ମନ ଖୋଲି ତୁହି କହ ପରାଣ ଧନରେ ବଞ୍ଚିବି କେମିତି ଆଶଙ୍କା ଭରୁଛି ମନ ॥୧॥ ଦେଖୁଛି ତୋ’ ବାନା ଫର ଫର ଉଡ଼େ ହସୁଛି ସେ ନୀଳ ଚକ୍ର ସତେ କାହିଁ…

ଅଧିକ ପଢ଼ନ୍ତୁ
Odia Poem Prema Upahara (ପ୍ରେମ ଉପହାର) by Ashutosh Meher

ପ୍ରେମ ଉପହାର

ଫୁଲ ଉପହାର ଦେଲ ସିନା ସଖୀ କଣ୍ଟା ଫୋଡ଼ିଗଲା ହାତେ, ଫୁଲ ଝାଉଁଳିଲା ରଙ୍ଗ ଉଡ଼ିଗଲା ଦାଗ ରହିଗଲା ସତେ ॥ କଣ୍ଟା ଫୁଲେ ଥିଲା ତୁମ ଦୋଷ କ’ଣ ତା’ରି ରଙ୍ଗେ ମନ ତୋଷ ସେଇ କଥା ଏକା ହୃଦୟରେ ଭରେ ରହି ହୁଏ ଅବଶୋଷ ॥ ସେ ଫୁଲ ପାଖୁଡ଼ା ପରଶେ ଲାଗଇ ସତେ କିବା ହୃଦ ତୁମ ସୁଗନ୍ଧରେ ଭରା ଭୁରୁ ଭୁରୁ ବାସ ମହକେ ପ୍ରେମିକା ନାମ ॥ ଦାଗ ଲଭିବାରେ…

ଅଧିକ ପଢ଼ନ୍ତୁ
Odia Poem Prema Panta Tale (ପ୍ରେମ ପଣତ ତଳେ) by Ashutosh Meher

ପ୍ରେମ ପଣତ ତଳେ

କହିବି କହିବି ଓଠେ ରହିଗଲା ହୃଦୟ ତଳର ଆଶା, ଶୁଣିବି ଶୁଣିବି କାନେ ଅଟକିଲା ପ୍ରେମ ସୁମଧୁର ଭାଷା । ଚାହିଁ ଚାହିଁ ଚାହିଁ ଆଖିରେ ମରିଲା ଲହୁ ହୁଏ ଲୁହ ଧାର, ଏକାକୀ ଏକାକୀ ଚାତକ ପରାଣେ ଠିଆ ସମୟର ଭାର । ଏମିତି ଏମିତି ସରିଯାଉ ଦିନ ଆଶାର ସମାଧି କୋଳେ, ବାସନା ବାସନା ପ୍ରେମ ମହକରେ ତୁମରି ପଣତ ତଳେ । – ଆଶୁତୋଷ ମେହେର ଆଶୁତୋଷ ମେହେରଆଶୁତୋଷ ମେହେର ଜଣେ ଅବସର…

ଅଧିକ ପଢ଼ନ୍ତୁ
Odia Poem Smrutibhaba (ସ୍ମୃତି ଭାବ) by Ashutosh Meher

ସ୍ମୃତି ଭାବ

କିଛି ଆପାଶୋରା କିଛି ମନେ ଭରା ମିଠା ମିଠା ସ୍ମୃତି ଭାବ ମନ ପରଦାରେ ଛାପି ହୋଇ ରହେ ପୂଣ୍ୟ-ପ୍ରେମେ ମନ ତବ । ସେ ଲେଖା ଅଲିଭା ସବୁ ଦିନ ପାଇଁ ଜଳୁଥାଏ ଏକାନ୍ତରେ ପୃଷ୍ଠା ଲେଉଟିଲେ ରଙ୍ଗ ଭିନ୍ନ ଲାଗେ ଏକ ସେଇ ଭାବନାରେ । ଜୀବନ ଏକାଠି ଦରଦରେ ଭରା ଏକ ପଥ, ଏକ ରାହା ହୃଦୟ ପୁସ୍ତିକା ଗହନ ଭାବରେ ଲେଖା ହୋଇଥାଏ ଯାହା । – ଆଶୁତୋଷ ମେହେର ଆଶୁତୋଷ…

ଅଧିକ ପଢ଼ନ୍ତୁ
Raha

ରାହା

ଜନମୁଁ ଜୀବନ ଘଡ଼ି ଘଡ଼ି ବଢ଼େ ଯାତ୍ରା ପଥ ଅସରନ୍ତି ଏକା କେବେ ଅବା ସାଙ୍ଗସାଥୀ ମେଳେ ନ ଭରି ଭିତି କି ଭ୍ରାନ୍ତି । ଜୀବନ ଯମୁନା ଆଗେ ବଢ଼ିଚାଲେ ନିତିଦିନ ଗୀତ ସିଏ ଘସି ମାଜି ଦେଇ ବଞ୍ଚିବାର କଳା ସିଏ ତ ଶିଖାଇ ଦିଏ । ସବୁ ଦିଗେ ଭରା ପ୍ରଭୂଙ୍କ ମହିମା ଆଶୀଷ ର ସୁଧା ଧାରା କିଏ କେଉଁ ମତେ ସରଳ ଜଟିଳ ଉଚ୍ଚା ନିଚ୍ଚା ପଥ ପରା ।…

ଅଧିକ ପଢ଼ନ୍ତୁ