ଅଶୋକ ମିଶ୍ର

ଅଶୋକ ମିଶ୍ର ପେଶାରେ ଜଣେ ସଫ୍ଟଓୟାର୍ ଇଞ୍ଜିନିୟର୍ । ସେ ତାଙ୍କର ଫାଙ୍କା ସମୟରେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରିଥାନ୍ତି । ତାଙ୍କ ରଚିତ କିଛି ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।

Odia Story Bideshi Bandhu (ବିଦେଶୀ ବନ୍ଧୁ) by Santanu Kumar Rout

ବିଦେଶୀ ବନ୍ଧୁ

ଅମିତ, ବିଗତ ଦୁଇ ବର୍ଷ ହେଲା ଭୁବନେଶ୍ୱର ସ୍ଥିତ ଏକ IT କମ୍ପାନୀରେ ଚାକିରୀ କରନ୍ତି । ନିଜ ଘର କହିଲେ ସମ୍ବଲପୁର ବୁର୍ଲା ସହର ନିକଟସ୍ଥ ଏକ ଗାଁ । ବୁର୍ଲା ସହରରେ ପାଠପଢ଼ା ସମାପ୍ତ କରି ଏଇ କିଛି ବର୍ଷ ହେଲା ଭୁବନେଶ୍ୱରରେ ରୁହନ୍ତି । କେଉଁ ଶନି/ରବିବାର ଛୁଟି ହେଲେ ଗାଆଁକୁ ଯା’ନ୍ତି, ଆଉ କେବେ କେବେ ଭୁବନେଶ୍ୱରରେ ରହିଯାନ୍ତି ଓ ଦର୍ଶନୀୟସ୍ଥାନ ବୁଲିବାକୁ ଯାଆନ୍ତି ବା ବେଳେବେଳେ ଏକା ହିଁ ମାର୍କେଟିଙ୍ଗକୁ…

ଅଧିକ ପଢ଼ନ୍ତୁ
Anira Rosei Ghara - Book Review

ପୁସ୍ତକ ସମୀକ୍ଷା: ଆନିର ରୋଷେଇଘର

ନିଉଟନଙ୍କ ପ୍ରଥମ ନିୟମ କହେ ଯେ, “ଯେଉଁ ପର୍ଯ୍ୟନ୍ତ କୌଣସି ବାହ୍ୟ ଶକ୍ତିର ପ୍ରଭାବ ନ ପଡ଼ିଛି ସେ ଯାଏଁ ସ୍ଥିର ବସ୍ତୁ ସ୍ଥିର ରହେ ଓ ଗତିଶୀଳ ବସ୍ତୁ ଗତିଶୀଳ । ଆନିର ରୋଷେଇଘର ଉପନ୍ୟାସ ବି କିଛି ସେହିଭଳି ହେଇଛି । ଥରେ ପଢ଼ିବା ଆରମ୍ଭ କଲେ ଆପଣ ଗୋଟେ ପରେ ଗୋଟେ ପୃଷ୍ଠା ପଢ଼ି ଚାଲିବେ, ଭାବୁଥିବେ ଏଇଠି ରଖିଦେଇ ନିଜର କିଛି କାମ କରିଦେବି କିନ୍ତୁ ପାରୁନଥିବେ । ମୋର ଅବସ୍ଥା…

ଅଧିକ ପଢ଼ନ୍ତୁ
Kemiti-Achhu

କେମତି ଅଛୁ?

– କେମିତି ଅଛୁ? – ଭଲ ଅଛି…! – ଆରେ କେମିତି ଅଛୁ ? – ହଁ ଭଲ ଅଛି…! – ସତ କହ, କେମିତି ଅଛୁ, ସତରେ ଭଲ ଅଛୁ…? – ……………….(ନିରୁତ୍ତର) ସତରେ କ’ଣ ସମସ୍ତେ ଭଲରେ ଥା’ନ୍ତି??? ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର (WHO) ତଥ୍ୟ ଅନୁସାରେ ଭାରତ ଦେଶରେ ପ୍ରତି ୨୦ ଜଣ ଲୋକରେ ଜଣେ ଡିପ୍ରେସନ ମାନେ ମାନସିକ ଅବସାଦରେ ପିଡ଼ୀତ । ଆଉ ଆତ୍ମହତ୍ୟା କରୁଥିବା ଲୋକଙ୍କ ମଧ୍ୟରେ ୧୫ରୁ…

ଅଧିକ ପଢ଼ନ୍ତୁ
ପୁରୁଣା କଥା

ପୁରୁଣା କଥା

ଅଫିସରୁ ଫେରି, ନିଜ ସୋଫାରେ ଆରାମ କରି, ଆକାଶ ନିଜ ଫେସବୁକରେ ଦୁନିଆଁଟାକୁ ଘାଣ୍ଟୁ ଘାଣ୍ଟୁ ତା’ ନଜର ପଡ଼ିଗଲା ଗୋଟେ ଫୋଟୋ ଉପରେ । ତା’ ପିଲାବେଳର ସାଙ୍ଗ ଗୋଟେ ନୂଆ ଫୋଟୋ ଉପଲୋଡ଼୍ କରିଛି ପ୍ରୋଫାଇଲ ଫଟୋରେ । ଅବଶ୍ୟ ଫୋଟୋଟି ଭଲ ଦିଶୁନାହିଁ, କିନ୍ତୁ ଲୋକାଚାର ଆଉ ସମାଜ ପ୍ରଚଳନ ହିସାବରେ ତାକୁ ମଧ୍ୟ ଲାଇକ ଆଉ କମେଣ୍ଟ କରିବାକୁ ପଡ଼ିବ । ନିଜ ସାମାଜିକ କର୍ତ୍ତବ୍ୟ ଭାବି ସେ ଗୋଟେ ବଡ଼…

ଅଧିକ ପଢ଼ନ୍ତୁ
ଗୋଟିଏ ରାତି

ଗୋଟିଏ ରାତି

ଆଦିତ୍ୟ ସେଦିନ ଅଫିସରୁ ଫେରି ମେସରେ ରୋଷେଇ ଆରମ୍ଭ କରୁଥିଲା । ସମୟ ପ୍ରାୟ ରାତି ଆଠଟା, ହଠାତ ମୋବାଇଲ ବାଜିଉଠିଲା । ଦେଖିଲାବେଳକୁ ଭିଣେଇ କଲ୍ କରୁଛନ୍ତି । ଆଦିତ୍ୟ ଭାବିଲା ଏବେ ସେ କାହିଁକି କଲ କଲେ ! କିଛି ସମୟ ପୂର୍ବରୁ ବାବା ଫୋନ କରିଥିଲେ, ମୋ ବଡ଼ଭଉଣୀର ଝିଅ ହେଲା ବୋଲି ଖବର ଦେବାପାଇଁ । ଭିଣେଇ ବି ବୋଧେ ସେଇଥିପାଇଁ କଲ୍ କରିଥିବେ, ଏପରି ଚିନ୍ତା କରି ଆଦି ଫୋନ…

ଅଧିକ ପଢ଼ନ୍ତୁ