ଗଇଁଠା ପିଠା
ଆମେ ଓଡ଼ିଆ ୧୨ ମାସରେ ୧୩ ଯାତ ପାଳନ କରିଥାଉ… ଆମର ପର୍ବପର୍ବାଣୀ ସହ ଆମର ଖାଦ୍ୟ ପେୟ ଆଉ ପିଠାପଣାର ସମ୍ବନ୍ଧ ଭାରି ନିବିଡ଼ । ଯେମିତି ପ୍ରଥମାଷ୍ଟମୀ ଆସିଲେ ଆମେ ଏଣ୍ଡୁରୀପିଠା କରିବାକୁ ଭୁଲିନଥାଏ, ରଜ ଆସିଲେ ପୋଡ଼ପିଠା, ସେମିତି ଦୀପାବଳି ସମୟରେ ବଡ଼ବଡ଼ିଆଙ୍କୁ ପଇଁଆ କାଠି ଜାଳି ଡାକିବା ସମୟରେ କେତେକ ସ୍ଥାନରେ ଗଇଁଠା ପିଠାର ମଧ୍ୟ ପ୍ରସ୍ତୁତ କରାଯାଏ । ତେବେ ଆସନ୍ତୁ ଦେଖିବେ, ଶିଖିବା ଆମେ କେମିତି ଆମ ଘରେ ଗଇଁଠା ପିଠା…

