ଅତୀତ ଅଭୁଲା ସ୍ମୃତି

Odia Poem Atita Abhula Smruti (ଅତୀତ ଅଭୁଲା ସ୍ମୃତି) by Sasmita Prdhan

ଜହ୍ନ ବି ଜାଣିଛି
କଇଁ ମନକଥା
ଜହ୍ନ କଥା ଜାଣେ କଇଁ
ଆସୁ ପଛେ ଝଡ଼
ସୁନାମୀ ଜୁଆର
ଅଲଗା ହୋଇବେ ନାହିଁ ॥

ବଦଳି ଯାଇନି କିଛି
ସମୟଟା ଯାହା
ଅଣଲେଉଟାଣି
ଅତୀତ ଅଭୁଲା ସ୍ମୃତି ॥

– ସସ୍ମିତା ପ୍ରଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...