Tume Gala Pare

ତୁ ଗଲା ପରେ

ତୁ ଗଲା ପରେ… ମୁଁ କାନ୍ଦେ ଶୂନଶାନ୍ ରାତ୍ରିରେ ସମସ୍ତେ ଶୋଇଗଲା ପରେ । ତୁ ଗଲା ପରେ… ମୁଁ ଜଳେ ମୋ ଅନ୍ତର ଭିତରେ ତୋ ଅଭୁଲା ସ୍ମୃତିରେ । ତୁ ଗଲା ପରେ… ତତେ ପାଏ ମୋ ମନର କୋହରେ ଆଉ ଆଖିର ଲୁହରେ । – ସନ୍ତୋଷ କୁମାର ସାହୁ ସନ୍ତୋଷ କୁମାର ସାହୁସନ୍ତୋଷ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି ।…

ଅଧିକ ପଢ଼ନ୍ତୁ
Antahswara

ଅନ୍ତଃସ୍ୱର

ମେଘ ମହ୍ଲାରର ପ୍ରତ୍ୟେକଟି ରାଗରେ ପ୍ରେମର ସ୍ଥାୟୀତ୍ୱ ଖୋଜୁଥିବା, ଜୀବନ ନାଟକର ଏକ କଳଙ୍କିତ ନାୟକ ମୁଁ । ଗୋଧୂଳି ଆକାଶର ପୂର୍ଣ୍ଣମୀ ଜହ୍ନରେ ପ୍ରେମିକାର ମୁହଁ ଖୋଜୁଥିବା ସ୍ୱପ୍ନର ସୌଦାଗର ମୁଁ । ପାଉଁଶ ତଳ ନିଆଁରେ କୁହୁଳି କୁହୁଳି ଜଳୁଥିବା ପ୍ରେମିକାର ହାତଲେଖା ଚିଠିରୁ କିଛି ଶବ୍ଦ ଖୋଜୁଥିବା ଲେଖକ ମୁଁ । ଆଉ ସମୁଦ୍ରର ଚୋରାବାଲିରୁ ଜୀବନର ମୁକ୍ତା ସାଉଁଟୁ ଥିବା ଏକ ଯାଯାବର ମୁଁ । – ସମ୍ବିତ ପଣ୍ଡା ସମ୍ବିତ…

ଅଧିକ ପଢ଼ନ୍ତୁ
E Jibana

ଏ ଜୀବନ

ଏହି ଜୀବନର ଦୁଇଟି ଫର୍ଦ୍ଦ । ଏକ ଯୌବନ ଏକ ବାର୍ଦ୍ଧକ୍ୟ ।।୧।। ଯୌବନ ଅଟେ ରବର ପତ୍ରର କ୍ଷୁଦ୍ର ସ୍ୱରୂପ । ପାଚିଲା ଆମ୍ବ ଅଟେ ବାର୍ଦ୍ଧକ୍ୟର ଛୋଟିଆ ରୂପ ।।୨।। ରେଳ ଗାଡ଼ି ପରି ଅଟେ ଜୀବନ । ଆନନ୍ଦ ଦେଇ ଅନ୍ୟକୁ ପାଇବଟି ଧନ ।।୩।। ଜୀବନ ଅଟେ ପାଣି ଫୋଟକା । ଆଖି ଖୋଲିଦେଲେ ଭାଙ୍ଗେ ଆଟିକା ।।୪।। ଭଲ କାମ କଲେ ପାଇବ ସମ୍ମାନ । ରଖିବ ଦେଶ ଜାତିର…

ଅଧିକ ପଢ଼ନ୍ତୁ
Coronara Karasadi

କୋରନାର କାରସାଦି

ସନ୍ଧ୍ୟାର ଗୋଲାପୀ ଆଭାରେ, ଆଜି କାଲି, ଏକ ପ୍ରକାର ଶୂନ୍ୟତା, ଚଉଁରା ଭରିବାକୁ ଲାଗିଛି ଯେମିତି ! ମହମହ ବାସୁଥିବା ଝୁଣା ଧୂପ, ଆଉ ସ୍ଥିର ଜଳୁଥିବା ଉଷ୍ମ ସଞ୍ଜବତୀ, ଆଉ ପିମ୍ପୁଡ଼ି ପ୍ରସାଦରେ, ଜାଗୃତ ହେଉଥିବା ଚଉଁରା, ମୂକ କିନ୍ତୁ ଆଜି, ସ୍ପର୍ଶ ବିନା ନୂଆ ବୋଉର ! ସତରେ କ’ଣ ଚଉଁରା ମୂଳ, ଆଉ କେବେ ତୋଳିବନି, କାଚ ଚୁଡ଼ିର ଝଙ୍କାର? ସତରେ କ’ଣ, ଦୂର ଦୂରାନ୍ତରେ ଜନ୍ମିଥିବା, ଅଦୃଶ୍ୟ କଣିକାଟିଏ, ଲୋପ କରି…

ଅଧିକ ପଢ଼ନ୍ତୁ
Aja Aai nka Bazar Bula

ଅଜା ଓ ଆଈର ବଜାର ବୁଲା

ଅଜା ଆଈ ଗଲେ ବଜାର ବୁଲି ସାଥିରେ ନେଲେ ନାତିକୁ, ରିକ୍ସା ଚଢ଼ିଲେ ଆନନ୍ଦରେ ଗଲେ କିଣିବେ ବଜାରଟାକୁ । ଆଈ ପିନ୍ଧିଥିଲା ପାଟ ଶାଢ଼ୀଟିଏ ପାଟିରେ ଲଗାଇ ନାଲି, କଳା ଚଷମାରେ ପାକୁଆ ପାଟିରୁ ପାନ ଛେପ ଯାଏ ଗଳି ।୦୧। ପାଦରେ ତାହାର ଅଳତାର ଗାର ମୁଣ୍ଡରେ ସିନ୍ଦୂର ଟୋପା, ଧଳା କଳା ଚୁଟି ବଗ ମଧ୍ୟେ କାକ ଦିଶୁଥିଲା ପୂରା ତୋଫା । ଅଜା ପିନ୍ଧି ଥିଲେ ଧୋତି ଓ ପଞ୍ଜାବୀ ଉପରେ…

ଅଧିକ ପଢ଼ନ୍ତୁ