Odia Poem Asha (ଆଶା) by Samar Bhallav Bhoi

ଆଶା

ପରିବାର ଏକ ସମ୍ପର୍କର ସହର ପିତାମାତା ସନ୍ତାନ ସନ୍ତତି ଅବା ବନ୍ଧୁ ବାନ୍ଧବୀ ଆଉ ସହୋଦର ସଭିଏଁ ବନ୍ଧନ ସ୍ନେହ ମମତାର ଭଲ ମଣିଷଟିଏ ହେଉ ସନ୍ତାନଟି ଦେଶ ମାତୃକାର ମସ୍ତକରେ ବିଜୟର ଟୀକା ଭରିଦେଉ ଆଶା ଥାଏ ସବୁ ପିତାମାତାଙ୍କର ଭିନ୍ନ ଭିନ୍ନ ଆଶାରେ ପାରି ହୁଅନ୍ତି ଏ ଜୀବନ ସଂସାର ପାରାବାର ॥ ଭ୍ରମରଟି ଘୂରିବୁଲେ ବଗିଚାରେ ଆଶା ରଖି ଫୁଲରୁ ମଧୁ ସଂଗ୍ରହର ପଞ୍ଚମ ସ୍ୱରରେ ଗୀତଟିଏ ଗାଇବାକୁ କୋଇଲିଟି ଆଶା ରଖି…

ଅଧିକ ପଢ଼ନ୍ତୁ
Odia Bhajan/Poem Karuna Heu Ahe Mahabahu (କରୁଣା ହେଉ ଆହେ ମହାବାହୁ) by Manas Das

କରୁଣା ହେଉ ଆହେ ମହାବାହୁ

ଆହେ କାକ ପକ୍ଷୀ ଅଦିନରେ ଆସି ଦେଲୁ ତୁ କି ଡାକି, ଆଉ ମୋର ଅଛି କିଛି ସୁଝିବାକୁ ବାକି । ଆହେ ମହାବାହୁ ତୁମେ କରିଦିଅ କ୍ଷମା, ଶେଷ ନିଶ୍ଵାସ ଥିବାଯାଏ ମୁଁ ଭୁଲି ପାରିବିନି ଜମା । କିଛି ସମୟ ମାଗୁଛି ପ୍ରଭୁ ଦେଇଦିଅ ତୁମେ, କିଛି ପ୍ରତିଶ୍ରୁତି ଅଛି ପୂରା କରିଦେବି ଏହି ଜନ୍ମେ । ଭୁଲ୍ ଯାହାବି କରିଛି ମତେ କରିଦେବେ କ୍ଷମା, ମୁଁ ହସ୍ତାନ୍ତର କରିଦେଇଛି ତୁମେ ଦେଇଥିବା ଜିମା…

ଅଧିକ ପଢ଼ନ୍ତୁ
Odia short story Apeksha (ଅପେକ୍ଷା) by Samapika Pati

ଅପେକ୍ଷା

ଚୈତ୍ର ମାସରେ ଦିନଧରା ହେଇଥିଲା ତାଙ୍କର ବାହାଘର ପାଇଁ, ମାତ୍ର ଦଶହରା ଯାଇ ଦୀପାବଳୀ ମଧ୍ୟ ଯାଇସାରିଲାଣି । ସୁମିତ୍ରା ଆଉ କେତେବାଟ ଚାହିଁବ । ଜେଜେମା ଭୋରୁ ଉଠିକି ଚଉରା ପୂଜାପରେ କାର୍ତ୍ତିକ ମାହାତ୍ମ୍ୟ ପଢ଼ିଲାବେଳେ ସୁମିତ୍ରା ସେଇଠି ପାଖରେ ବସି ଅନ୍ୟମନସ୍କ ହେଇଯାଏ । ଶରତ ଗତବର୍ଷ ଦଶହରାକୁ ଗାଆଁକୁ ଆସିଥିଲା । ସେମାନେ ଦୁଇଜଣ ପିଲାବେଳୁ ଏକାଠି ପଢ଼ିଛନ୍ତି ଓ ବଢ଼ିଛନ୍ତି । ସ୍କୁଲ୍‌ରେ ପଢ଼ିଲାବେଳୁ ପରସ୍ପାରକୁ ଭଲପା’ନ୍ତି ଓ ଏକାଠି ଜୀବନ…

ଅଧିକ ପଢ଼ନ୍ତୁ
Odia Story Chicken Kasa (ଚିକେନ୍ କସା) by Priyadarsini Panda

ଚିକେନ୍ କସା

ସମୟ ଆଉ ପରିସ୍ଥିତିର ଷଡ଼ଯନ୍ତ୍ରରେ ପିଲାବେଳୁ ରାଉରକେଲାରେ ଅଷ୍ଟମ ଶ୍ରେଣୀଯାଏଁ ରହିବାକୁ ପଡ଼ିଲା । ଦୀର୍ଘ ପାଞ୍ଚ ବର୍ଷ ପରେ ମୁଁ ନିଜ ସହରକୁ ଫେରିଲି । ସେତେବେଳେ ମୋର ଏଠି କେହି ସାଙ୍ଗ ସାଥି ନଥାନ୍ତି । ମୁଁ ପ୍ରାୟ ସମୟ ଟିଭି ଆଉ ମୋବାଇଲରେ ବିତେଇ ଦିଏ । କିଛିଦିନ ଗଲା ପରେ ବାପା ମୋର ପାଖ ମହିଳା ଉଚ୍ଚ ବିଦ୍ୟାଳୟରେ ଆଡ଼୍‌ମିସନ କରିଦେଲେ । ଧୀରେ ଧୀରେ ସାଙ୍ଗ ସାଥି ବି ହେଲେ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 5th Edition

ସମ୍ପଦବେଳେ ସର୍ବେସଖା

ନାରାୟଣ ବାବୁ ଜଣେ ଜମିଦାର ଘରର ଥିଲେ । ଗାଁରେ ସବୁ କଥା ବୁଝାବୁଝି କରନ୍ତି । ଯେତେ ମାଲିମକଦ୍ଦମା ଯେତେ ଯାହା କଳିଝଗଡ଼ା ଗାଆଁରେ ସବୁ ନାରାୟଣ ବାବୁ ବୁଝନ୍ତି । ଗାଁ ଲୋକ ମଧ୍ୟ ତାଙ୍କ କଥା ମାନନ୍ତି । ନାରାୟଣ ବାବୁ ଲୋକମାନଙ୍କୁ ବହୁତ ସାହାଯ୍ୟ କରନ୍ତି । କିନ୍ତୁ ନାରାୟଣ ବାବୁଙ୍କର ଗୋଟିଏ ଖରାପ ଅଭ୍ୟାସ ଥିଲା; ପ୍ରତିଦିନ ମଦ ପିଅନ୍ତି ସେ । ମଦ ନ ପିଇଲେ ଦିନେ ସେ…

ଅଧିକ ପଢ଼ନ୍ତୁ