Odia Poem Dashabhujanku Nibedana (ଦଶଭୂଜାଙ୍କୁ ନିବେଦନ) by Krishna Biswanath

ଦଶଭୂଜାଙ୍କୁ ନିବେଦନ

ଅହଂକାରର ଅବଧି ସରି ସରି ଆସୁ, ପ୍ରତି କୋଣେ ଅନୁକୋଣେ ଶାନ୍ତି ପୁଷ୍ପ ବର୍ଷୁ ।୧ ହିଂସା, ଦ୍ୱେଷ, ଈର୍ଷା ମନୁ ହେଉ ଦୂର, ସବୁ ହୃଦେ ବିରାଜିତ ପ୍ରେମ ଭରପୂର ।୨ ଧରା ଧାମେ ସବୁଜିମା ଢେଉ ଖେଳି ଯାଉ, ସବୁରି ଓଠରେ ଚିର ଶ୍ୟାମ ହସ ଥାଉ ।୩ କେହି ବି ନ ଶୋଇ ଦେଇ ପେଟେ ଓଦା କନା, ସବୁ ଜୀବେ ପ୍ରାପ୍ତ ହେଉ ଦୁଇ ଓଳି ଦାନା ।୪ ପରାଜିତ ହେଇଯାନ୍ତୁ…

ଅଧିକ ପଢ଼ନ୍ତୁ
Odia Poem Tume Asile (ତୁମେ ଆସିଲେ) by Pushpanjali Panda

ତୁମେ ଆସିଲେ

ମା’ ତୁମେ ଦୁର୍ଗତିନାଶିନୀ ତୁମେ ଆସିଲେ, ଅନ୍ଧାକାର ସରିବ ଆଲୋକ ଫିଟିବ ଦୁର୍ଗମ ଦୁର୍ଗତି ଦୂରେଇଯିବ । ନିର୍ଯାତିତର ପ୍ରତିଟି ନିର୍ଯାତନାର ତୁମେ ହିସାବ କରିବ । ତୁମକୁ କେମିତି ଆବାହନ କରିବୁ ମା’ କି ଉପହାର ଦେବୁ ! ତୁମେ ତ କାଶଫୁଲର, ସଫେଦ ଆକାଶର କମନୀୟ ଉପଲବ୍ଧି, ଶିଶିରଭିଜା ସକାଳର ଶ୍ରେଷ୍ଠ ପୂଣ୍ୟର, ସତ୍ୟର ଶକ୍ତି । ଏ ସୃଷ୍ଟିରେ, ଜଡ଼ ଜୀବରେ ତୁମେତ ଅଫୁରନ୍ତ ପ୍ରାଣବନ୍ତ ଚେତନାର ଛଳଛଳ ଭାବ । ଉର୍ଦ୍ଧ୍ୱଗାମୀ…

ଅଧିକ ପଢ଼ନ୍ତୁ
Odia Poem Maa ra Parba (ମା'ର ପର୍ବ) by Sushree Sangita Sethy

ମା’ର ପର୍ବ

ଧବଳ ଆକାଶ ଶ୍ୱେତ କାଶତଣ୍ଡୀ ସ୍ୱଚ୍ଛ ନିର୍ମଳ ଶରତେ, ଦୁର୍ଗତିନାଶିନୀ, ମହିଷାମର୍ଦ୍ଦିନୀ ମା’ ଧରାକୁ ପାଦ ଥାପେ ! କାଶତଣ୍ଡୀ ସଜାଇ ତା’ ବାଟ ଗାଏ ଆସ ମାଏ ଆସ ବେଗେ, ଏ ଧରା, ଗଗନ ପ୍ରକମ୍ପିତ ହେଉ ତୁମ ଜୟକାର ନାଦେ ! ଶଙ୍ଖ, ଘଣ୍ଟ ଧ୍ୱନି, ଅଗୁର, କର୍ପୂରେ ଶୁଦ୍ଧ ହେଉ ଏ ସଂସାର, ନାଶ ହେଉ ସବୁ ନକାରାତ୍ମକ ଶକ୍ତି ଭରିଯାଉ ଆଶିଷେ ଅଗଣା, ଘର ! ମୁଖରିତ ହେଉ ଗାଁ ଦାଣ୍ଡ…

ଅଧିକ ପଢ଼ନ୍ତୁ
Utkalare Durganka Mrunmayee Pratima (ଉତ୍କଳରେ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା)

ଉତ୍କଳରେ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା

ଭାରତୀୟ ସଂସ୍କୃତିରେ ଦୁର୍ଗାପୂଜାର ଇତିହାସ ଅତି ପ୍ରାଚୀନ । ମାର୍କଣ୍ଡେୟ ପୁରାଣ ଅନୁସାରେ ଚେଦି ରାଜବଂଶର ରାଜା ସୁରଥ ପ୍ରଥମେ ଦୁର୍ଗାପୂଜା ପରମ୍ପରା ଆରମ୍ଭ କରିଥିଲେ । ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତକରେ ‘ମାର୍କଣ୍ଡେୟ ପୁରାଣ’ ଅନୁସାରେ ରାଜା ସୁରଥ ପ୍ରଥମେ ଉତ୍କଳରେ ଦୁର୍ଗାପୂଜା ଆରମ୍ଭ କରିଥିଲେ । ରାଜା ସୁରଥ ହେଉଛନ୍ତି ଚେଦିବଂଶର ମହାମେଘବାହନ ଐରଖାରବେଳଙ୍କ ବଂଶଧର । ଖାରବେଳ ଏହି ପୁରାଣ ପ୍ରସିଦ୍ଧ ସୁରଥ ରାଜାଙ୍କର ପଞ୍ଚମ ସୋପାନ ବା ପଞ୍ଚମ ବଂଶାନୁକ୍ରମେ ସମୁଚୀନ ମନେହୁଏ…

ଅଧିକ ପଢ଼ନ୍ତୁ
Odia Sonet Ravana Dahan (ସନେଟ ରାବଣ ଦହନ) by Madhumita Mishra

ସନେଟ ରାବଣ ଦହନ

ରାଗ କ୍ରୋଧ ମୋହ ଫାସର ପସରା… ରହିଛି ଜୀବନ ସାରା…! ରାସ୍ତା ଅଙ୍କାବଙ୍କା ଧରି ଆଗେଇଛି… ରାତିଦିନ ଧରି ଧରା…!! ବଡ଼ସାନ କିଛି ନ ମାନଇ ଆଜି… ବର୍ଷା କିମ୍ବା ଖରା ଶୀତେ…! ବଦଗୁଣ ଯେତେକ ଆବୋରି ବସିଛି… ବରବାଦ କରି ସବୁ ସତେ…!! ଗଣନା ନଜାଣି ଗୁଣନ ନଜାଣି… ଜଣ ଜଣ କରି ଗଣି…! ମରଣ ମୁଖକୁ ବରଣ କରୁଛି… ସଂକ୍ରମଣ ପରି ପୁଣି…!! ରାଜୀବଲୋଚନ ଆଗେଇ ଆସ ହେ ରାବଣ କର ଦହନ…! ରାବଣ…

ଅଧିକ ପଢ଼ନ୍ତୁ