ମା’
“ମା” ଗାଡ଼ିଆ କି ପୋଖରୀ ନୁହେଁ ନଈ ଆଉ ସମୁଦ୍ରଠାରୁ ବି ଆହୁରି ବିସ୍ତୃତ ତା’ ପଣତର ଉପତ୍ୟକା ଏତେ ଲମ୍ବା ଯାହା ଢାଙ୍କି ଦେଇପାରେ ଏ ବିଶାଳ ଜଗତ ସେ ପଣତରେ ମଥା ରଖି ଶୋଇଗଲେ ଏ ନଭଶ୍ଚୁମ୍ଭି ଗଗନ ବି ଲାଗେ ସତେ ଛୋଟ । ତା’ ଆଖିର ମମତା ଆକାଶର ପୂର୍ଣ୍ଣ ବାଦଲ ଠାରୁ ଆହୁରି ଘନ ଆଉ ଆଚ୍ଛାଦିତ ଯେତେ ବର୍ଷିଲେ ବି ନା କେବେ ଥକେ ନା କେବେ ସରିବାର…