Bichari

ବିଚାରୀ

ଗତିଶୀଳ ସମୟର ସାମ୍ନା କରିବା ଯେ କେତେ କଷ୍ଟ, ତାହା ହିଁ ସେଇ କହିପାରିବ । ଅଧା ଖରା ଅଧା ଛାଇ ବଗିଚାର ଫୁଲ ଉପରେ ପଡ଼ିଥାଏ, ବସନ୍ତର ମୃଦୁ ମଳୟ ମନକୁ ଆହ୍ଲାଦିତ କରୁଥାଏ, ଆଉ ଆଖିରେ ଭରି ଦିଏ ଆଖିଏ ସ୍ୱପ୍ନ… ହଠାତ୍ ଫୋନ୍ ଆସିଲା ଧାଇଁଯାଇ ଫୋନ୍ ରିସିଭ୍ କରିବା ଆଗରୁ କଟି ଯାଇଥିଲା, କାହିଁକି କେଜାଣି ମନକୁ ଦୁଃଖ କରି ନୀରବରେ ବସିପଡ଼ିଲା, କିଛିବି ବୁଝି ହେଲାନି କି ତାକୁ ପଚାରିବାରେ…

ଅଧିକ ପଢ଼ନ୍ତୁ
Niara Prema

ନିଆରା ପ୍ରେମ

୨୦୧୨ ମସିହା ଶୀତ ଦିନରେ କଲେଜରେ ପରୀକ୍ଷା ଚାଲୁଥାଏ । ଡିଷ୍ଟାନ୍ସ କୋର୍ସ ହେଇଥିବାରୁ କ୍ଲାସ ହୁଏନି, ତେଣୁ ବେଶୀ ସାଙ୍ଗସାଥି ବି ନଥାନ୍ତି । ସେଇଠି ତାଙ୍କ ସହ ପ୍ରଥମେ ଦେଖା ହେଇଥିଲା । ପରୀକ୍ଷା ଆଗରୁ ଦେଖା ହଉଥିଲା ଆଉ ଦିଜଣ ଦିଜଣଙ୍କୁ GOOD LUCK କହୁଥିଲୁ ଆଉ ପରୀକ୍ଷା ପରେ ଦେଖାରେ, “କେମିତି ହେଲା?” ବାସ ଏତିକି କଥାରୁ ଏତେ ଲମ୍ବା ଗପର ଆରମ୍ଭ । “Love at first sight” ବାକ୍ୟଟା…

ଅଧିକ ପଢ଼ନ୍ତୁ
Mun Sighra Pheribi

ମୁଁ ଶୀଘ୍ର ଫେରିବି

ଅମର ସେଇ ସମୟରେ ଡ୍ୟୁଟିରେ ଥିଲା । ଯେତେବେଳେ ତାକୁ ଜଣାପଡ଼ିଲା କି ସେ ବାପା ହେବାକୁ ଯାଉଛି । ପତ୍ନୀ ତନୁ ସହିତ କଥା ହଉହଉ ଅମରର ମନ ଖୁସିରେ ନାଚିଉଠିଲା । ସେ ଫୋନରେ ହିଁ ଢେର ସାରା ସତର୍କବାଣୀ ଶୁଣାଉଥିଲା, ଏମିତି କରିବନି, ସେମିତି କରିବନି, ଦେଖିକି ଚାଲିବ, ବାଥରୁମ ସମ୍ଭାଳି କି ଯିବ ! କାଶ୍ମୀରର ଅତିସମ୍ବେଦନଶୀଳ ଇଲାକାରେ ନିଯୁକ୍ତ ସି.ଆର.ପି.ଏଫ କମାଣ୍ଡୋ ମେଜର ଅମର ଯିଏ ପ୍ରତେକ ମୁହୁର୍ତ୍ତ ମୃତ୍ୟୁର…

ଅଧିକ ପଢ଼ନ୍ତୁ
Startup

ଷ୍ଟାର୍ଟଅପ୍

ସେଦିନ ସନ୍ଧ୍ୟାରେ ରିଜୋର୍ଟ ଲେକ୍-ଭିଉରେ ସାଙ୍ଗମାନଙ୍କର ଗେଟଟୁଗେଦର ଥାଏ । ଭୁବନେଶ୍ୱରରୁ ଚିଲିକା ଗାଡ଼଼ି ଚଲେଇ ଆସିଛନ୍ତି । ଏତେ ଦିନକେ ଆଜି ମିଶିଛନ୍ତି ସବୁ ସାଙ୍ଗ । ଆଜି ନହେଲେ ଛୁଟିରେ ପ୍ଲାନ ହୁଏ ହେଲେ କେବେ ସେମାନେ ଭେଟି ପାରନ୍ତି ନାହିଁ । କେବେ କାହାକୁ ଛୁଟି ମିଳେନି ତ କେବେ କୋଉ ସମ୍ପର୍କୀୟଙ୍କ ବାହାଘର । ଯେତେ ଚେଷ୍ଟା କଲେ ବି ଏମିତି ସନ୍ଧ୍ୟାଟିଏ ନିଜ ପାଇଁ ସେମାନେ ଖୋଜି ପରି ନଥିଲେ…

ଅଧିକ ପଢ଼ନ୍ତୁ
Prakruta Dharma

ପ୍ରକୃତ ଧର୍ମ

ଓଃ କି ଖରା । ମାନିର ମୁଣ୍ଡ କ’ଣ ହେଇଯାଉଛି । ତାକୁ ଜଲଦି ଜଲଦି ଘରକୁ ଯିବାକୁ ପଡ଼ିବ । ଝିଅର ଖୁସି ପାଇଁ ଏ ଖରାଟାରେ ଡ୍ରେସ କିଣିବାକୁ ଆସିଲା । କାଲି ତା’ ଝିଅର ଜନ୍ମଦିନ । କାମ ଭିତରେ ସେ କେମିତି ଭୁଲିଗଲା ଏକଥା? ଆଜି ଯଦି ସେ ନ କିଣିଥାନ୍ତା ତେବେ ଜନ୍ମଦିନଟାରେ ତା’ ଗେହ୍ଲି ଝିଅ ଲିତୁନ୍ ପୁରୁଣା ଡ୍ରେସ ପିନ୍ଧିବାକୁ ବାଧ୍ୟ ହେଇଥାନ୍ତା । ମାଆ ହେଇ…

ଅଧିକ ପଢ଼ନ୍ତୁ