Puruna Chasama

ପୁରୁଣା ଚଷମା

ଅଫିସରୁ କାମ ଶେଷ କରି ଶୀଘ୍ର ବସଷ୍ଟାଣ୍ଡ ଆସିଯାଇଥିଲି, ବସଟେ ମିଳିଗଲେ ସମୟ ପୂର୍ବରୁ ଘରେ ପହଞ୍ଚିଯିବି । ସମୟ ରାତି ୯ଟା, ଅନ୍ଧାର ରାତି ଯୋଗୁଁ ରାସ୍ତାଘାଟ କିଛି ଦିଶୁନଥାଏ । ଏପଟେ ବର୍ଷା ମଧ୍ୟ ଏମିତି ହଉଛି, କମିବାର ନାଁ ହିଁ ଧରୁନି । ବସକୁ ଅପେକ୍ଷା କରୁକରୁ ଅଧ ଘଣ୍ଟା ବିତିସାରିଥାଏ । ମନ ଭିତରେ ଗୋଟେ ଭାବନା ଆସୁଥାଏ କି ଓଡ଼ିଶାର ପବ୍ଲିକ ଟ୍ରାନ୍ସପୋର୍ଟ କେବେ ଠିକ ହେବ । ଏଇ ଭାବନା ଏଇଥିପାଇଁ ଆସିଲା କି ଛଅ…

ଅଧିକ ପଢ଼ନ୍ତୁ
Matha Gatha

ମଠଗାଥା

ଅନୁରାଗ ଡା. ରୋଶନୀଙ୍କୁ ତୁରନ୍ତ ଉଡ଼ିଆସିବାକୁ ହେଲା ଜର୍ମାନୀରୁ । ଆମ୍ରିରେ ଶେଷସମୟ ଠାକୁରମାଆଙ୍କର । ଗୋଟାକିଆ ପକାଉଛନ୍ତି କହିଲେ ଚଳେ । ବିମାନବନ୍ଦରରୁ ତରବରହୋଇଯାଇ ହାସପାତାଳ କେବିନରେ ପାଦଦେଉଦେଉ ଡାକିଦେଲେ, “ଠାକୁ’ମା’!” ସେପଟୁ ଶୁଭିଲା, “ଆ’ଲୋ ଚଣ୍ଡୀ ।” ବାସ୍ ଆଖିଦୁଇଟି ସେତିକିରେ ଚିର ସ୍ଥିରହୋଇଗଲା । ପ୍ରେରଣା ଡା. ମାନସଙ୍କର ନିଶାହେଉଛି ସଙ୍ଗୀତ । ବେଶ କିଛି ଅର୍ଥ, ବହୁଶ୍ରମ ଓ କଷ୍ଟ ସ୍ୱୀକାର କରି ମାତୃଭାଷାର ଏକ ନିରୁତା ଗୀତ ତିଆରି କଲେ । ୟୁଟ୍ୟୁବ୍‌ରେ ନାନାଦି ମତାମତ । ସାମ୍ପ୍ରତିକ ସମାଜ ଗ୍ରହଣ…

ଅଧିକ ପଢ଼ନ୍ତୁ
Prapanch - Odia Poem by Srinibas Samal

ପ୍ରପଞ୍ଚ

ମଣିଷ ଶବକୁ ଛୁଇଁଦେଲେ ନର ହୋଇଯାଏ ଅପବିତ୍ର । ଅନ୍ୟ ଶବ ମାଂସ ରାନ୍ଧି ଖାଇଥାଏ ଏ ବିଧାନ ବଡ଼ ବିଚିତ୍ର ॥ ମଣିଷ ମରିଲେ ଶବ ହେଲା ବୋଲି ଘରୁ କରନ୍ତି ବାହାର । ପଶୁ ପକ୍ଷୀ ଶବ ନିଜ ଘରେ ଆଣି ରାନ୍ଧି କରନ୍ତି ଆହାର ॥ ଶୁଖୁଆ ମାଛଟି କେବେ ମରିଥାଏ କେହି କହି ନପାରନ୍ତି । ବଡ଼ ଶରଧାରେ ତା’କୁ କିଣି ଆଣି ଘରେ ରୋଷେଇ କରନ୍ତି ॥ ଶରୀର ନଥାଏ, ଜୀବନ ନଥାଏ ତାହାକୁ…

ଅଧିକ ପଢ଼ନ୍ତୁ
Hrudaya Kandhuchhi

ହ୍ଠଦୟ କାନ୍ଦୁଛି

ଏକା ଏକା ଲାଗେ ମୋ ହ୍ଠଦୟଟା ତୁମେ ଛାଡ଼ି ଗଲା ଦିନୁ ତୁମରି ସେଇ ଆଭିମାନକୁ ଗୋ ଭୁଲି ପାରୁ ନି ଏ ମନୁ, କି ଭୁଲ କିରିଥିଲି ପ୍ରିୟା ଗୋ ମୁହିଁ ଛାଡ଼ି ଚାଲି ଗଲ ମତେ ତୁମରି ପ୍ରେମ, ରାଗ ଆଭିମାନ ଗୋ ମନେ ପଡ଼େ ଆଜି ସତେ, ଅଭୁଲା ମୁହୁର୍ତ୍ତକୁ ଭୁଲି ପାରୁ ନାହିଁ ମୁଁ କେମିତି ଭୁଲିବି ଗୋ କୁହ ସେ ଦିନର ସମୟ କେତେ ଯେ ଆନନ୍ଦ କେମିତି ଗୋ…

ଅଧିକ ପଢ଼ନ୍ତୁ
Suramya Subarnarekha

ସୁରମ୍ୟ ସୁବର୍ଣ୍ଣରେଖା

ହେଲା ଯେବେ ତୁମ ସହ ଦେଖା ପରେ ଦେଖା, ତୁମ ସୁଧାମୁଖ ପ୍ରସାରଣ କରିଲେ ସୁରେଖା, କେମିତି ବ୍ୟାଖ୍ୟାନ କରିବି ତୁମ ରୂପରେଖା, ଆକର୍ଷକ ତୁମ ଲାବଣ୍ୟ ଲୋଚନରେ କଜ୍ଜ୍ୱଳରେଖା |୧| ଲେଖୁଛି ତୁମ ପାଇଁ ଏହି ପ୍ରେମଲେଖା, ଯାହା ମୋ ମନୋଗତିର ମଦନଲେଖା, ଭାନୂଦୟ ବେଳର ଭାନୁରେଖା, ଚନ୍ଦ୍ରୋଦୟ କାଳର ଚନ୍ଦ୍ରରେଖା |୨| ଲେଖି ଚାଲିବି ଏହି ପ୍ରଥମ ପ୍ରେମପତ୍ର , ତୁମ ଅନୁରାଗ ହେଲା ମୋର ପ୍ରିୟମିତ୍ର, କର ମୋତେ ନିଜର ପ୍ରଣୟସଖା ପ୍ରୀତିପତ୍ର,…

ଅଧିକ ପଢ଼ନ୍ତୁ