ବସନ୍ତର ଆଗମନ
ନବ ବସନ୍ତର ପହିଲି ପରସେ ନାନା ପୁଷ୍ପେ ଦ୍ରୁମ ଭରା । ଶୀତୁଆ କାକର ହୋଇଯାଏ ଦୂର ପୁଲକିତ ହୁଏ ଧରା । ନବ ପଲ୍ଲବୀତ ଆମ୍ର ତରୁ ଅଙ୍ଗେ ବଉଳ ପାଉଛି ଶୋଭା ରଙ୍ଗ ବେରଙ୍ଗର କୁସୁମ ସଜାନ୍ତି ବସୁଧା ମାଆର ଗଭା । ଗହଳିଆ ବନ ତରୁ ବୃନ୍ତ ଡାଳେ କୋକିଳର ମିଠା ତାନ ପ୍ରେମର ଜୁଆରେ ହୃଦ ବିଦାରିତ ଉଲ୍ଲସିତ ତନୁ ମନ । ପ୍ରୀତି ମହକର ମଳୟ ପବନେ ପ୍ରେମ ପ୍ରଣୟର…