Odia Story Laxmi Ubacha (ଲକ୍ଷ୍ମୀ ଉବାଚ) by Madhumita Mishra

ଲକ୍ଷ୍ମୀ ଉବାଚ

ମା’ ମାଲୋ ଲକ୍ଷ୍ମୀ ମା’ ତୋତେ କୋଟି କୋଟି ପ୍ରଣାମ । ମା’ ମୁଁ ଲକ୍ଷ୍ମୀ । ମାନେ ମୋ’ ନାଁ ଲକ୍ଷ୍ମୀ । ତୁ ତ ନିଶ୍ଚୟ ଜାଣିଥିବୁ । ତୁ ସବୁ ଜାଣିଛୁ । ତୋଠୁ କେଉଁ କଥା ଅଛପା ଅଛି କହିଲୁ?ହେଲେ ମୋର ମଧ୍ୟ ପୁରୁଣା ଅଭ୍ୟାସ ଅଛି ନା । ତେଣୁ ନିଜ ପରିଚୟଟା ଟିକେ ଦେଇଦେଲି । ପରିଚୟ ମାନେ । ମୁଁ ବାପଘରେ ଅନ୍ୟ ଗୋତ୍ରରେ ପରିଚିତ ଥିଲି…

ଅଧିକ ପଢ଼ନ୍ତୁ
Odia Poem Sakala Pheriba Jaen (ସକାଳ ଫେରିବା ଯାଏଁ) by Nirlipta Sethy

ସକାଳ ଫେରିବା ଯାଏଁ

ଏମିତି ହୁଅନ୍ତାନି ! ତୋ’ ସହର ନିଘୋଡ଼ ନିଦରେ ଶୋଇଗଲାପରେ, ତୋ’ ପ୍ରିୟ ସହରରେ ଖୁବ୍ ବୁଲନ୍ତେ ଆଉ “ଆମେ”କୁ ଭୋଗନ୍ତେ । କୋଉ ବାଇକ୍ କି କାର୍‌ରେ ନୁହଁ ମ ! ବାସ୍ ତୋ’ ହାତରେ ହାତ ଛନ୍ଦି ଆଉ ପାଦରେ ପାଦ ମିଶେଇ ଖୁବ୍ ଚାଲନ୍ତେ , ଟିକେ ଦୂରକୁ ହୁଏତ ଭୁବନେଶ୍ୱରର ଶେଷ ସୀମା ଯାଏଁ , ତୋ ସହରଟା ଅଳସ ଭାଙ୍ଗିବା ଯାଏ ! ଏମିତି ହୁଅନ୍ତାନି ଢେର୍ ଦୂରଯାଏଁ ଆମେ…

ଅଧିକ ପଢ଼ନ୍ତୁ
Odia Poem Sishu Sie (ଶିଶୁ ସିଏ) by Sunita Patel

ଶିଶୁ ସିଏ

କାଠଖଣ୍ଡକୁ କଣ୍ଢେଇ କରି ଦୁଃଖକୁ ଭୁଲାଇ ହସି ପାରେ ଯିଏ, ଶିଶୁ ସିଏ । କେବଳ ନିଜ ଖୁସିରେ ଖୁସି ନିଜ ଦୁଃଖରେ ଦୁଃଖୀ ହୁଏ ଯିଏ ଶିଶୁ ସିଏ । ନା ଅତୀତ, ନା ଭବିଷ୍ୟତ ବୁଝେ ସିଏ ନିଜ ବର୍ତ୍ତମାନରେ ଖୁସି ରହିପାରେ ଯିଏ ଶିଶୁ ସିଏ । ନା ପଥରକୁ ଇଶ୍ୱର ନା ଇଶ୍ୱରକୁ ପଥର ମାନେ ଯିଏ ଶିଶୁ ସିଏ । କିଛି ନୂଆ ଶିଖିବାପାଇଁ ବାର୍ ବାର୍ ହାରିବାକୁ ଡରେନି…

ଅଧିକ ପଢ଼ନ୍ତୁ
Odia Poem Laxmi Narayani (ଲକ୍ଷ୍ମୀ ନାରାୟଣୀ) by Mamata Sahu

ଲକ୍ଷ୍ମୀ ନାରାୟଣୀ

ସାଗର ଦୁହିତା ଦେବୀ ଲକ୍ଷ୍ମୀ ନାରାୟଣୀ ଧନଦାତ୍ରୀ କମଳିନୀ ବିଷ୍ଣୁଙ୍କ ଘରଣୀ ॥ ବର୍ଷ ମଧ୍ୟେ ଶ୍ରେଷ୍ଠ ମାସ ଅଟେ ମାର୍ଗଶିର ସେ ମାସର ଗୁରୁବାର ଅତି ପ୍ରିୟ ତୋ’ର ॥ ସେଦିନ ଉଷାରୁ ଉଠି କରି ଶୁଚି ମନ ଘରର ଘରଣୀ ମାନ କରନ୍ତି ପୂଜନ ॥ ଦୁବ ଚନ୍ଦନ ସିନ୍ଦୁରଗେଣ୍ଡୁ ପଦ୍ମଫୁଲ ଜାଳି ଦ୍ୟନ୍ତି ଧୂପଦୀପ ଆଳତୀ କର୍ପୂର ॥ ବଢ଼ା ହୁଏ ଭୋଗ ପାଇଁ ନାନାଦି ବ୍ୟଞ୍ଜନ ଫଳମୂଳ ଖିରି ପିଠା ଭାତ…

ଅଧିକ ପଢ଼ନ୍ତୁ
Odia Story Chumban (ଚୁମ୍ବନ) by Saroj Kumar Sahoo

ଚୁମ୍ବନ

ଛାତ ଉପରୁ ଶୁଖାଇ ଥିବା ଲୁଗା ଆଣି ଫେରିଲା ଭିତରେ ବର୍ଷା ଯୋଗୁଁ ଅଧାରୁ ଅଧିକ ଓଦା ହୋଇ ଯାଇଥିଲା ମୀରା । କଅଁଳ ତୂଳାପରି ଗୋରା ତକତକ ଦେହଟା ତା’ର ଗୋଟାପଣେ ଥରିବାକୁ ଲାଗିଲା । ହାତେ ଲମ୍ବାର ବହଳ ବେଣୀ ଏକରକମ ଭିଜିଗଲା ଝିପିଝିପି ବର୍ଷାରେ । ସେ ଲୁଗାତକ ଖଟ ଉପରେ ସେମିତି ଫିଙ୍ଗିଦେଇ କବାଟକୁ ଆଉଜେଇ ଦେଲା ଭିତରପଟୁ । ଛାତି ଉପରୁ ଲୁଗା କାଢ଼ି ବଦଳିବାକୁ ଯାଇଛି ତ କାହାର…

ଅଧିକ ପଢ଼ନ୍ତୁ