✍ ସପ୍ତତ୍ରିଂଶ ସମ୍ପାଦକୀୟ
ଯେବେ ନୂଆ ବର୍ଷଟିଏ ଆସେ, ତତ୍ ସମ୍ବନ୍ଧୀୟ ପାଞ୍ଜି ବା କ୍ୟାଲେଣ୍ଡର ବଦଳେ । ଯଦିଓ ଆମେ ସମସ୍ତେ ନିଜର କର୍ମମୟ ଜୀବନ ଭିତରେ ଗ୍ରେଗୋରି ପାଞ୍ଜିକୁ ଆପଣେଇ ନେଇଛେ, ତଥାପି ନିଜ ନିଜର ସଂସ୍କୃତି ଅନୁସାରେ ବର୍ଷରେ ଭିନ୍ନ ଭିନ୍ନ ସମୟରେ ନବବର୍ଷ ପାଳନ କରୁଛେ । ଯଦି ଖାଲି ଭାରତ ବର୍ଷ କଥା ଦେଖିବା, ତେବେ ଅଲଗା ଅଲଗା ରାଜ୍ୟର ଲୋକମାନେ ଭିନ୍ନ ଭିନ୍ନ ଦିନରେ କେମିତି ନୂଆ ବର୍ଷ ପାଳନ କରୁଛନ୍ତି ତାହା…