Odia Poem Maa (ମାଆ- ଏକ ଦେବୀରୂପୀ ଚଳନ୍ତି ପ୍ରତିମା) by Dr. Rajkumari Behera

ମାଆ- ଏକ ଦେବୀରୂପୀ ଚଳନ୍ତି ପ୍ରତିମା

ହେ ଆଧୁନିକତାର ବଶବର୍ତ୍ତୀ ମଣିଷଗଣ ତୁମେ କେବେ ପରଖି ଦେଖିଛ କି??? ମାତୃ ହୃଦୟର ବ୍ୟଥାବେଦନାକୁ ଯିଏ ଦଶମାସ ଦଶଦିନ ଗର୍ଭରେ ଧରି ପ୍ରସବର ଅହେତୁକ ଯନ୍ତ୍ରଣା ସହି ତୁମକୁ ଏ ଦୁନିଆର ଆଲୋକ ଦେଖାଏ !? ଯିଏ ନିଜର ଛାତି ଚିରି ତୁମକୁ ଅମୃତ ପାନ କରାଏ ଯିଏ ତା’ର ପଣତ କାନିରେ ତୁମ ଲୁହକୁ ପୋଛେ ନିଃସ୍ୱାର୍ଥପରଭାବେ ତୁମର ସେବା କରେ କିନ୍ତୁ ପ୍ରତିବଦଳରେ ତାକୁ କ’ଣ ମିଳେ ଜାଣିଛ କି?? ବୟସର ଅପରାହ୍ନରେ ଯେବେ…

ଅଧିକ ପଢ଼ନ୍ତୁ
Odia Story Sandhya - A Pure Love Story (ସନ୍ଧ୍ୟା, ଏକ ନିସ୍ତବ୍ଧ ପ୍ରେମ କାହାଣୀ) by Deepankar Panda

ସନ୍ଧ୍ୟା, ଏକ ନିସ୍ତବ୍ଧ ପ୍ରେମ କାହାଣୀ

ଆମ୍ବ ସହିତ ବସନ୍ତ ଋତୁର ନିବିଡ଼ ସମ୍ପର୍କ, ନୁହେଁ କି? ଏମିତିରେ ଫଗୁଣରୁ ଆମ୍ବର ଆଭାସ ଆସିଯାଏ ଯେବେ ବଉଳ ଆସେ । ବଉଳର ସେ ମୃଦୁ ମୃଦୁ ମହକ ଅତି ମନମୁଗ୍ଧକର । ଯେବେ ବସନ୍ତରେ ମଳୟ ପବନ ବହେ, ଆମ୍ବ ଗଛର ଆନନ୍ଦ କହିଲେ ନସରେ ! ଭିନ୍ନ ଭିନ୍ନ ପ୍ରକାରର ବିହଙ୍ଗମାନେ ଯେବେ ତୋଟାରୁ ତୋଟା, ଗଛରୁ ଗଛ ଉଡ଼ି ବୁଲନ୍ତି, ତା’ ମଧ୍ୟରୁ ମନେ ପଡ଼େ ହଳଦୀବସନ୍ତମାନଙ୍କ କଥା… ଆଃ ! କି ପରମ ଆନନ୍ଦର ଅନୁଭୂତି !!…

ଅଧିକ ପଢ଼ନ୍ତୁ
Odia Poem Bhasa Priti (ଭାଷା ପ୍ରୀତି) by Basanta Pradhan

ଭାଷା ପ୍ରୀତି

କାହା ସ୍ୱାର୍ଥରେ ଗଢ଼ିଉଠେ ଏତେ ସାହିତ୍ୟ ଅନୁଷ୍ଠାନ? ଭାଷାର ସମୃଦ୍ଧି ବଦଳରେ ଆଜି ହେଉଛି ଅଧଃପତନ ।୧। ଭାଷା ବଞ୍ଚିଲେ ଜାତିଟିଏ ବଞ୍ଚେ ସେହି ତା’ର ସ୍ୱାଭିମାନ, ଭାଷାକୁ ନେଇ ଗର୍ବ ଯେ କରଇ ସେ ଜାତି ଅଟେ ମହାନ ।୨। ମାତୃଭାଷାର ଉନ୍ନତି ନିମନ୍ତେ ହେଉ ସମସ୍ତ ଉଦ୍ୟମ ଭାଷା ଉନ୍ନତିରେ ଦେଶର ପ୍ରଗତି ହେଉ ଯେ ହୃଦୟଙ୍ଗମ ।୩। ଆମ ପୂର୍ବସୂରୀ କେତେ ସାଧ୍ୟ କରି ରଖିଲେ ଭାରତୀ ଟେକ, କଲମ ମୁନରେ ଗଢ଼ି ଯାଇଛନ୍ତି କେତେ କଳା…

ଅଧିକ ପଢ଼ନ୍ତୁ
Odia Poem Bhaktanku Mana (ଭକ୍ତକୁ ମନା) by Biswa Ranjan Tripathy

ଭକ୍ତକୁ ମନା

ଭକତକୁ ଆଜି ଶିରିକ୍ଷେତ୍ର ମନା ମନା ପୁଣି ତୋର ବଡ଼ ଦାଣ୍ଡେ କ’ଣ ତୁହି କଲୁ, କି ମାୟା ରଚିଲୁ, ଭକ୍ତ କାନ୍ଦୁଥାନ୍ତି, ହାତ ରଖିଦେଇ ମୁଣ୍ଡେ ॥ ଗରୁଡ଼ ଆଗରେ ବେନି ଭୁଜ ଟେକି ସପନ ହୋଇଲା ତୋ’ର ଦର୍ଶନ କ’ଣ ତୁହି କଲୁ, କି ମାୟା ରଚିଲୁ ଦେଖିବାକୁ ଥରେ ବିକଳ ହୁଏ ଏ ମନ ॥ ଆନନ୍ଦ ବଜାରେ ଆନନ୍ଦ ସାଉଁଟା ଆଜି ତ ସଭିଙ୍କୁ ହୋଇଛି ମନା ହେ ପ୍ରଭୁ ତୁମ…

ଅଧିକ ପଢ଼ନ୍ତୁ
Odia Story Sakala (ସକାଳ) by Manas Ranjan Nayak

ସକାଳ

ଦୂର ଦିଗବଳୟରେ ନୂତନତ୍ୱର ଏକ ଉଦ୍ଭାସିତ ଅଭିସ୍ଫୁରଣ । ପ୍ରାରବ୍ଧରୁ ଜନମାନସରେ ଏକ ତାତ୍ତ୍ୱିକ ଏବଂ ବୈଜ୍ଞାନିକ ପ୍ରେରଣାର ଉତ୍ସ । ଆବର୍ତ୍ତନର ଚରକା ଦୋଳିରେ ମନ୍ଦ ପରେ ଭଲ, ଦୁଃଖ ପରେ ସୁଖ, ବିଶାଦ ପରେ ଉନ୍ମାଦନା ପରି ଅନ୍ଧାର ପରେ ଆଲୋକର ସଂଭାର ନେଇ ଆସେ ଏହି ସକାଳ । ବିସ୍ମୟକର ସୃଷ୍ଟିରେ ଜୀବ ଓ ଉଦ୍ଭିଦ ଜଗତର ପ୍ରାଣର ଉତ୍ସ ହୁଏ ସକାଳର ଏହି ଅମୃତମୟ ଆଲୋକ । ପକ୍ଷୀଙ୍କର କାକଳି, କାରଖାନା ସାଇରନର ଶଂଖ ଧ୍ୱଂନି ସହିତ…

ଅଧିକ ପଢ଼ନ୍ତୁ