Editorial Page of Shubhapallaba 13th Edition

✍ ତ୍ରୟୋଦଶ ସମ୍ପାଦକୀୟ

ଖାଁ ଖାଁ ଚାରିଆଡ଼ । ଏକ ଅଦୃଶ୍ୟ ଆତଙ୍କର ବହଳିଆ ପରଦାଟିଏ ସତେ ଯେପରି ଢାଙ୍କି ଦେଇଛି ସାରା ବିଶ୍ୱକୁ ! ଦ୍ଵିତୀୟ ବିଶ୍ୱଯୁଦ୍ଧରେ ପରମାଣୁ ବୋମାର ଭୟାବହତା ଦେଖିଥିବା ମାନବ ସମାଜ ତା’ ପରବର୍ତ୍ତୀ ସମୟରେ ଏତେ ଭୟଭୀତ ହେବା ବୋଧେ ଏଇ ପ୍ରଥମ ଘଟଣା । ନିକଟ ଅତୀତରେ ଅନେକ ଭୂତାଣୁ ଜନିତ ମହାମାରୀର ସମ୍ମୁଖୀନ ହୋଇଛି ବିଶ୍ୱ; କିନ୍ତୁ ଏପରି ଭାବରେ ଅସହାୟ ବୋଧହୁଏ କେବେ ହେଇନଥିଲା । ସମଗ୍ର ବିଶ୍ୱକୁ ହାତମୁଠାରେ…

ଅଧିକ ପଢ଼ନ୍ତୁ
switzerland-diary

କିଛି ଅନୁଭୂତି ସୁଇଜରଲାଣ୍ଡରୁ

ଏହା ଭିତରେ ସୁଇଜରଲାଣ୍ଡ ଆସିବା ପ୍ରାୟ ଏକ ବର୍ଷରୁ ଅଧିକ ସମୟ ହୋଇ ଗଲାଣି । ବ୍ୟସ୍ତ ବହୁଳ ଜୀବନରୁ ଯେବେବି ସମୟ ମିଳେ ପ୍ରାୟ ଆମେ ପରିବାର ସହ କୌଣସି ନା କୌଣସି ଜାଗାକୁ ବୁଲିବାକୁ ଚାଲିଯାଉ । ମନ ଟିକେ ହାଲକା ଲାଗେ ଓ ପରିବାର ସହ ସମୟ କାଟିବାର ଅବସର ବି ମିଳିଯାଏ । କିନ୍ତୁ ଏ ବର୍ଷ ମାର୍ଚ୍ଚ ମାସରୁ ବହୁତ କିଛି ବଦଳି ଯାଇଥିଲା । ଏହି ବର୍ଷ ଫେବୃଆରୀ…

ଅଧିକ ପଢ଼ନ୍ତୁ
Adiguru-Shankaracharya

ଆଦିଗୁରୁ ଶଙ୍କରାଚାର୍ଯ୍ୟ

ଯେତେବେଳେ ସମଗ୍ର ଭାରତ ବର୍ଷରେ ଆଦି ଧର୍ମ ସନାତନ ଧର୍ମର ପତନ ହେବାକୁ ଲାଗିଥିଲା, ସେତେବେଳେ ଜନ୍ମଗ୍ରହଣ କରିଥିଲେ ଜଣେ ଯୁଗପୁରୁଷ, ଯିଏକି ମାତ୍ର ଅଳ୍ପ ବର୍ଷର ଜୀବନକାଳ ମଧ୍ୟରେ ସନାତନ ଧର୍ମ ବା ହିନ୍ଦୁ ଧର୍ମର ପୁନଃ ସ୍ଥାପନା କରିବାରେ ସକ୍ଷମ ହୋଇଥିଲେ । ଦାକ୍ଷିଣାତ୍ୟ ଅନ୍ତର୍ଗତ କେରଳ ଦେଶର କାଖଲ ଗ୍ରାମରେ ପାଖାପାଖି ଖ୍ରୀଷ୍ଟପୂର୍ବ ୫୦୭ରେ (କେତେକ ସ୍ଥାନରେ ୭୮୮ ଖ୍ରୀଷ୍ଟାବ୍ଦରେ ବୋଲି ବର୍ଣ୍ଣନା କରାଯାଇଛି) ପୁନର୍ବଶୁ ନକ୍ଷତ୍ରରେ ବୈଶାଖ ଶୁକ୍ଳ ପଞ୍ଚମୀ ତିଥିରେ…

ଅଧିକ ପଢ଼ନ୍ତୁ
କୋରୋନାର କରୁଣା

କରୋନାର କରୁଣା

ଆଜି କରୋନାକୁ ନେଇ ଆମେ ସମସ୍ତେ ବ୍ୟତିବ୍ୟସ୍ତ । କାରଣ, ଏ ନୋଭେଲ କରୋନାର ଭୂତାଣୁ ଏକଦମ୍ ନୂଆ । ଆଉ ପୁରୁଣା କରୋନାଠୁ ବହୁଗୁଣରେ ବଳଶାଳୀ ବି । ଯାହାକୁ ନେଇ ସାରା ବିଶ୍ୱର ଅନେକ ମୁଖିଆ ରାଷ୍ଟ୍ରମାନଙ୍କରେ ତାଟି-କବାଟ ପଡ଼ିଗଲାଣି । ଆଉ ଆମ ଦେଶ ବି ଇଟାଲି, ଆମେରିକା ଓ ସ୍ପେନ ଭଳି ଦେଶର ସ୍ଥିତି ଦେଖି ଶିଖିଛନ୍ତି, ସଂକ୍ରମଣ ଉପରୁ ନିୟନ୍ତ୍ରଣ ହରାଇବା ପୂର୍ବରୁ ଆଗୁଆ ପଦକ୍ଷେପ ସ୍ୱରୂପ ସମ୍ପୂର୍ଣ୍ଣ ଲକ୍‌ଡାଉନ୍…

ଅଧିକ ପଢ଼ନ୍ତୁ
Kancha-Amba-Khata

କଞ୍ଚାଆମ୍ବ ଖଟା

ଆମ୍ବ ପ୍ରାୟ ସଭିଙ୍କର ପ୍ରିୟ ହୋଇଥାଏ । ଏବେ ତ ଆମ୍ଭର ଋତୁ ଆରମ୍ଭ ହେଇଗଲାଣି ଆଉ ବଜାରରେ ମଧ୍ୟ ପାଚିଲା ଆମ୍ବର ଦୋକାନ ସହ ବିଭିନ୍ନ ପ୍ରକାରର ଆମ୍ବରସ ବିକ୍ରି ଆରମ୍ଭ ହୋଇଗଲାଣି । ଆମ୍ବ କଷିହେବାଠାରୁ ଲୋକେ ଏହାକୁ ଭିନ୍ନ ଭିନ୍ନ ପ୍ରକାରେ ଖାଇବା ଆରମ୍ଭ କରିଦେଇଥାନ୍ତି । କେହି କେହି କଷି ଆମ୍ବର ରସକୁ ପଖାଳରେ ମିଶେଇ ଖାଆନ୍ତି ତ କେହି ଆମ୍ବକୁ ଭଜା ବଡ଼ି ସହିତ ଛେଚି ଖାଇଥାନ୍ତି । ଆମ୍ବ…

ଅଧିକ ପଢ଼ନ୍ତୁ