He Purusa Jati (ହେ ପୁରୁଷ ଜାତି) Odia Poem by Kalyani Hota

ହେ ପୁରୁଷ ଜାତି

ଯୁଗେ ଯୁଗେ ଚିର ନମସ୍ୟ ତୁମେ, ହେ ପୁରୁଷ ଜାତି ଅସୀମ ପୈାରୁଷ ଯୁକ୍ତା ତୁମ ଅନ୍ତର ଯୁବ ଶକତି ବୈଷୟିକ ଜ୍ଞାନବିଜ୍ଞାନ କୈାଶଳେ ଭରା ତୁମ ମନ ଆଗେ ବଢ଼ିଚାଲ ତୁଟାଇ ସବୁ ସଂସାର ମାୟା ବନ୍ଧନ କ୍ଷଣ ଭଙ୍ଗୁର ପ୍ରତାରଣା, ମୋହର ଶିକାର ନ ହୋଇ ବୀର ଯୋଦ୍ଧା ତୁମେ ଉଠ, ଶତପୈାରୁଷ ଜାଗ୍ରତ କରି ବେଶ୍ୟାବୃତ୍ତିର ମାଦକତାରେ ନ ହୋଇ ପ୍ରପୀଡ଼ିତ ତୁମ ପାଖେ ଥିବା ଜ୍ଞାନମଞ୍ଜରୀକୁ କର ବାରେ ପ୍ରସ୍ଫୁଟିତ ନିଶାଦ୍ରବ୍ୟ…

ଅଧିକ ପଢ଼ନ୍ତୁ
Manabasa Gurubara (ମାଣବସା ଗୁରୁବାର) Odia short story by Dr. Monalisa Mishra

ମାଣବସା ଗୁରୁବାର

ରିତୁ ଆଜି ଶୀଘ୍ର ଅଫିସ୍‌ରୁ ଫେରୁଥିଲା । ମନେ ମନେ ଭାବୁଥିଲା କାଲି ମାର୍ଗଶିର ମାସ ଗୁରୁବାର । କେତେ କାମ ଅଛି ତା’ର । ମାଣ ବସେଇବ ଲକ୍ଷ୍ମୀପୂଜା ଧୁମଧାମ୍‌ରେ କରିବ । ନିଜକୁ ଖାଣ୍ଟି ଓଡ଼ିଆଣୀ ଭାବରେ ସଜେଇ ଇନ୍‌ଷ୍ଟାଗ୍ରାମ୍‌ରେ ରିଲ୍ ଭିଡ଼ିଓ କରି ବାହାବା ନେବ । ପଡ଼ୋଶୀ ଲିନା ଭଳି ପ୍ରତିଦ୍ୱନ୍ଦିକୁ ସାମ୍ନା କରିବାକୁ ଏହାହିଁ ତ ଠିକ୍ ମାଧ୍ୟମ ଯିଏ କି ନିଜର ରିଲ୍ ଆଉ ସର୍ଟସ୍ ଭିଡ଼ିଓ ପାଇଁ…

ଅଧିକ ପଢ଼ନ୍ତୁ
Indulekha (ଇନ୍ଦୁଲେଖା) Odia Poem by Raj Shekhar Sri Chima

ଇନ୍ଦୁଲେଖା

ତୁମେ ଯେ ହେଲ ପୁନେଇ ରାତିର ଇନ୍ଦୁଲେଖା, ତୁମ ଇନ୍ଦୁବଦନ ପ୍ରସାର କରୁଛି ଚାରୁ ଚନ୍ଦ୍ରରେଖା, ସେହି ଶୀତଳ କିରଣ ଦେଖି ଭୁଲିଗଲି ଦୀପଶିଖା, ମୋହିତ ମାନସ କହିଲା ଲେଖିବାକୁ ପ୍ରେମଲେଖା ॥୧॥ ମକରନ୍ଦ ଅନ୍ୱେଷଣରେ ନିମଗ୍ନ ଥାଏ ଯେ ମିଳିନ୍ଦ, ପ୍ରସ୍ଫୁଟିବା ହେତୁ ଅତ୍ୟନ୍ତ ଆଚ୍ଛନ୍ନ ଥାଏ ଅରବିନ୍ଦ, କବିରାଜ ମଗ୍ନ ଥାଏ ସୃଷ୍ଟି କରିବାକୁ ଚାରୁ ଛନ୍ଦ-ବୃନ୍ଦ, ତୁମ ନିରଳସ ସ୍ତୁତି କରି ପାଇଲି ମୁଁ ଅନୁପମ ଆନନ୍ଦ ॥୨॥ ତୁମ ପ୍ରୀତିକର ସୌନ୍ଦର୍ଯ୍ୟ…

ଅଧିକ ପଢ଼ନ୍ତୁ
Abatari Purusha (ଅବତାରୀ ପୁରୁଷ) Odia poem by Ipsita Priyadarsini Parida

ଅବତାରୀ ପୁରୁଷ

ଧରା ଧାମେ ଯେବେ ବଢ଼ିବ ଅନ୍ୟାୟ ତୁମେ ଯେ ନିଅ ଅବତାର, ଅବତାରୀ ପୁରୁଷ ଆହେ ଯୋଗେଶ୍ୱର ତୁମଠାରୁ ମୋତେ ନକରିବ ଅନ୍ତର ॥ ତୁମ ଚରଣରେ କରୁଛି ପ୍ରାର୍ଥନା ଦିଅ ଆର୍ଶୀବାଦ ତୁମେ ଅଜାଡ଼ି, ଅନ୍ତଃସ୍ଥ ରିପୁ ବିନାଶ କର ହେ ଜୀବନ ସଙ୍ଗୀତ ହେଉ ସଜାଡ଼ି ॥ ଜଞ୍ଜାଳ ପୂରିତ ଜୀବନ ସଂଗ୍ରାମେ ତୁମ ବିନୁ କେ ଉଦ୍ଧାରିବ ଭଲା, ତୁମ’ଠାରେ ଲୟ ତୁମଠି ବିଲୟ ତୁମେ ମୋର ଜପାମାଳା ॥ ସମୟ ଡୋରିରେ…

ଅଧିକ ପଢ଼ନ୍ତୁ
Banabhoji Pain Jojana (ବଣଭୋଜି ପାଇଁ ଯୋଜନା) by Ramesh Chandra Behera

ବଣଭୋଜି ପାଇଁ ଯୋଜନା

ଆସି ଯାଇଛି ବଣଭୋଜିର ଋତୁ ଆସ ଆମେ ବଣଭୋଜି ପାଇଁ ଯୋଜନା କରିବା ନୂତନ ବର୍ଷର ଆଗମନ ଚଳଚଞ୍ଚଳ ଗାଆଁଠୁ ସହର ପରିବେଶର ସୌନ୍ଦର୍ଯ୍ୟ, ସବୁଜିମାରେ ରଙ୍ଗେଇ ହୋଇ ଖୁସିକୁ ଦ୍ୱିଗୁଣିତ କରୁଛି । ଶୀତର ଲହରୀ ମନକୁ ଅଥୟ କରୁଛି ନା ଅଛି ସୂର୍ଯ୍ୟର ପରାକ୍ରମ ନା ଅଛି ବାଦଲ ଚତୁର୍ଦ୍ଦିଗ କୁହୁଡ଼ିର ଚାଦର ବିଛେଇ ହୋଇଯାଇଛି ଘାସ ପତ୍ରରେ କାକର ବିନ୍ଦୁର ସୁନ୍ଦରତା ମନକୁ ଆକୃଷ୍ଟ କରୁଛି ପ୍ରକୃତିରାଣୀ ଅଭିନନ୍ଦନ କରିବା ପାଇଁ ନିଜକୁ…

ଅଧିକ ପଢ଼ନ୍ତୁ