Odia Story Manaba Dharma (ମାନବଧର୍ମ) by Sushama Parija

ମାନବଧର୍ମ

ଦିଲ୍ଲୀର ସୈଫି ହସ୍ପିଟାଲରେ ଦୀର୍ଘ ଦୁଇ ମାସ ପନ୍ଦର ଦିନ ହେଲା ନିଜର ସ୍ୱାମୀ ହରିବଂଶକୁ ଜଗି ବସିଛି ରତ୍ନା । ଘରେ ଛାଡ଼ି ଆସିଛି ତିନି ତିନିଟା ପିଲାଙ୍କୁ ପଡ଼ୋଶିନୀ ରୀମାର ହେପାଜତ୍‌ରେ । ଶାଶୁଘରେ ଶାଶୁ ଶଶୁର ତ ଅନେକ ଦିନ ଆଗରୁ ସ୍ୱର୍ଗବାସୀ ହୋଇ ସାରିଛନ୍ତି, ନିଜର ବୋଲି କହିବାକୁ ଆଉ କେହି ନାହାଁନ୍ତି । କୁଟୁମ୍ୱର ଯେଉଁମାନେ ବି ଅଛନ୍ତି, ହରିବଂଶର ଅଭାବୀ ସଂସାରକୁ ସାହାଯ୍ୟ କରିବାର ମନୋବୃତ୍ତି କାହାର ନାହିଁ…

ଅଧିକ ପଢ଼ନ୍ତୁ
Odia Poem Alandhu (ଅଳନ୍ଧୁ) by Binay Mohapatra

ଅଳନ୍ଧୁ

ଭାବିଥିଲି, ସବୁଜାକ ଅଳନ୍ଧୁ ଝାଡ଼ିଦେଲା ପରେ, ଘର ମୋର ପରିଷ୍କାର ହୋଇଯିବ, ହେଲେ ଏ କ’ଣ ହେଲା? ଅଳନ୍ଧୁ ସବୁ ଝାଡ଼ିଦେଲା ପରେ ମୋର ଘର ହିଁ ନଥିଲା । ସତେ କ’ଣ ଘର ମୋର କେବଳ ଅଳନ୍ଧୁର ଥିଲା? ସେଇଟା ମୋର ଘର ଥିଲା ଅବା ପଶମର କମ୍ବଳ? ବାଳ ବାଛୁ ବାଛୁ କିଛି ବାକି ରହିଲାନି ଶେଷରେ କମ୍ବଳ ନିର୍ବାଳ ହୋଇଗଲା ! ପ୍ରତି ସକାଳରେ ନିସ୍ପ୍ରଭ ସୂର୍ଯ୍ୟ ନିତି ଆସୁଥିଲା ହେଲେ ସୂର୍ଯ୍ୟର…

ଅଧିକ ପଢ଼ନ୍ତୁ
Odia Poem Smruti Tame (ସ୍ମୃତି ତୁମେ) by Jyotirmayee Ojha (ଜ୍ୟୋତିର୍ମୟୀ ଓଝା)

ସ୍ମୃତି ତୁମେ

ପାହାନ୍ତି ଆକାଶେ କୁଆଁତାରା ନୀଳ ସମୂଦ୍ରର ଉର୍ମିମାଳା ପୁନେଇଁ ଆକାଶ ଗୋଲଜହ୍ନ ଭସା ବାଦଲର ବର୍ଷା ଝରା… ଅନ୍ଧାର ରାତିରେ କୁନିତାରା ବର୍ଷାରେ ଧରଣୀ ଶଶାଗରା ମାଦକି ଆଖିରେ ସ୍ୱପ୍ନ ଭରା ଥାଉ ଯେ ଆନନ୍ଦ କୋହ ପରା… ନିର୍ଜନ କାନନେ ଭୟପୂର୍ଣ୍ଣ ମଧ୍ୟାହ୍ନ କାଳେ ଯେ ଦିବାସ୍ୱପ୍ନ ହୃଦୟ ହେଉ ବା ହେଉ ମନ ନିଇତି ଆସ ଯେ ରାତିଦିନ… ନିର୍ଜନତା ଦୃପ୍ତ କୋଳାହଳ ଶୋକବାଦ୍ୟ କି କି ବଂଶୀସ୍ୱର ଶୀତଳ ସମୀର, ମେଘ ମହ୍ଲାର…

ଅଧିକ ପଢ଼ନ୍ତୁ
Odia Story Aukha Katha (ଅକୁହା କଥା) by Rashmiranjan Nayak

ଅକୁହା କଥା

କେତେବେଳେ ଦେଖିଛନ୍ତି କି ସେ ହୃଦୟକୁ କେତବେଳେ ଶୁଣିବାକୁ ଚେଷ୍ଟା କରିଛନ୍ତି କି ସେ କ’ଣ କହିବାକୁ ଚାହୁଁଛି? ନା….. ସତ କହିଲି ନା??? ବାରମ୍ବାର ଅବିଶ୍ୱାସର ବହ୍ନିରେ ଜଳିବା ପରେ ଆଜି ଶେଷ ଅବସ୍ଥାରେ କୁଟାଖିଅକୁ ସହାରା କରି ଧୀରେ ଧୀରେ କମ୍ପୁଛି ଆଜି ସେ ହୃଦୟଟି । ଆଶା ଭରସା ଓ ବିଶ୍ୱାସକୁ ଭଲରେ ଦେଖିଲା ପରେ ବୁଝି ପାରିଛି ସେ ଦୁନିଆକୁ ଆଉ ଦୁନିଆର ଲୋକଙ୍କୁ । ବୁଝିପାରିଛି ଏ ସମାଜକୁ ଏବଂ…

ଅଧିକ ପଢ଼ନ୍ତୁ
Odia Story Pratidhwani Katha tume (ପ୍ରତିଧ୍ୱନି କହେ ତୁମେ) by Manas Ranjan Dash

ପ୍ରତିଧ୍ୱନି କହେ ତୁମେ

ମୁଁ ବ୍ୟୋମକେଶ, ବ୍ୟୋମକେଶ ରଥ । ବଣ୍ଡ, ଜେମ୍ସ ବଣ୍ଡ ଭଳିଆ ପଢ଼ିବେ । ଏଇଟା ମୁଁ ଲେଖୁଥିବା ପ୍ରଥମ ଲେଖା- ଗପ, ସତ ନା ଗପ ହେଲେ ବି ସତ, ସେଇଟା ପଢ଼ୁଥିବା ଲୋକ ଉପରେ ଛାଡ଼ିଲି, ମାନେ ତୁମ ଉପରେ । ଏତେ ବ୍ୟସ୍ତ ହୁଅନି, ମୁଁ ବ୍ୟୋମକେଶ ରଥ, ବକ୍ସି ନୁହେଁ ଯେ ପଢ଼ିସାରି ତୁମକୁ ଅନୁମାନ ଲଗେଇବାକୁ ହେବ ଅପରାଧୀ କିଏ ବା ହତ୍ୟା କିଏ କରିଛି… ସାଧାରଣ କଥାଟିଏ, ତୁମର…

ଅଧିକ ପଢ଼ନ୍ତୁ