Odia Story Dana (ଦାନ) by Abinash Mahakul

ଦାନ

ଘର ପାଖରେ ଥିବା ସାଇ ମନ୍ଦିରକୁ ପ୍ରତି ଗୁରୁବାର ଯିବା ମହାନ୍ତି ବାବୁଙ୍କର ନିତିଦିନିଆ ଅଭ୍ୟାସରେ ପରିଣତ ହେଇସାରିଥିଲା । ସେଦିନ ଗୁରୁପୂର୍ଣ୍ଣମୀରେ ସାଇମନ୍ଦିରରେ ସକାଳୁ ସକାଳୁ ଜନଗହଳି ହୋଇ ସାରିଥାଏ । ଅଫିସ ଯିବା ପୂର୍ବରୁ ମହାନ୍ତି ବାବୁ ସକାଳୁ ଗାଧେଇ ତରତରରେ ସାଇ ମନ୍ଦିରକୁ ଯାଉଥାନ୍ତି । ମନ୍ଦିରର ପାହାଚ ଚଢ଼ୁ ଚଢ଼ୁ ଜଣେ ବୃଦ୍ଧ ଭିକାରୀ ମହାନ୍ତି ବାବୁଙ୍କୁ କାକୁତି ମିନତୀ ହୋଇ ଭିକ୍ଷା ଆଶା କରୁଥିଲା । ମହାନ୍ତି ବାବୁ ଭିକାରୀଟିକୁ…

ଅଧିକ ପଢ଼ନ୍ତୁ
Odia Story Aradhana (ଆରାଧନା) by Nirupama Gouda

ଆରାଧନା

ଆଜି ପବିତ୍ର ମହାଷ୍ଟମୀ । ସବୁଦିନ ପରି ଆଜି ମଧ୍ୟ ସୁନୟନା ମା’ଙ୍କର ପୂଜା ପାଇଁ ତାଙ୍କ ସାହି ମନ୍ଦିରକୁ ସକାଳୁ ସକଳୁ ବାହାରି ପଡ଼ିଲା । ପବିତ୍ର ମହାଷ୍ଟମୀରେ ମା’ଙ୍କର ଦର୍ଶନ କରିବା ପାଇଁ ତା’ ମନ ବ୍ୟାକୁଳ ହୋଇଉଠୁଥିଲା । ମନରେ ତା’ର ଭରିରହିଥିଲା ଉତ୍ସାହ ଓ ଉଦ୍ଦୀପନା । ଖୁସିରେ ଆତ୍ମହରା ହେଇ ଉଠୁଥିଲା ସୁନୟନା । ଠିକ ସେଇ ସମୟରେ ସେ ଲକ୍ଷ୍ୟ କଲା ତାଙ୍କ ସାହିର କେତେ ଜଣ ବଦମାସ…

ଅଧିକ ପଢ଼ନ୍ତୁ
Sambalpuri Poem Gachhte Lagami muin (ଗଛ୍‌ଟେ ଲଗାମିଁ ମୁଇଁ) by Satyanarayan Padhan

ଗଛ୍‌ଟେ ଲଗାମିଁ ମୁଇଁ

ଝାପୁର୍ ଝୁପୁର୍ ହେଇ ଡାହି ପଖିରା ଲମ୍ବିଛେ କେତ୍ ନି କେତେ, ଫଲ୍ ଫୁଲ୍ ନାଇଁ ଦେଇଥାଉ ପଛେ ଛାଇଁ ଟିକେ ଦେସି ସତେ !! କାଠ୍ ଦେସି ଗଛ୍ ଜଲାବାକେ ଚୁଲ୍ ହି ବନାଁବାକେ ଛାଟ୍ ପଟା, ପଲଙ୍କ୍ କବାଟି ବନ୍ ସି ଯେନଥିରୁ ଚକ୍ କରେ ଫୁଲ୍ ଫୁଟା । ଶୀତଲ୍ ଛାଇଁ ଦେସି ଚାଲତି ଲୋକ୍ କେ ଥକାନ୍ ମେଁଟାବେ ଯାନିଁ, ଗଛ୍ ନାଇଁହେଲେ ନାଇଁ ଝରେ ଫେର୍ ବୁଁଦେ ବର୍ଷାର୍ ପାନିଁ…

ଅଧିକ ପଢ଼ନ୍ତୁ
Odia Poem Samaya (ସମୟ) by Rudranarayan Panigrahi

ସମୟ

ଦୁନିଆରେ ଏକା ଏଇ ସମୟ ଅଟେ ସବୁଠୁ ନିର୍ଦ୍ଦୟ ପଲକେ ପଲକେ ବର୍ତ୍ତମାନଟା ଯେ ନେଇ ନେଇଯାଏ ବିଦାୟ । ଭାବନା କଳ୍ପନା ଭବିଷ୍ୟତ ସବୁ କେବେ ହୋଇଯାଏ ଅତୀତ ସମୟ ରୂପକ ତରଣୀରେ କେହି ମାରି ପାରନ୍ତିନି କାତ । ହସିବା ଖେଳିବା ବୁଲିବା ଭିତରେ ଶେଷ ହୋଇଯାଏ ଶୈଶବ ଆଜି ଏକାନ୍ତରେ ଭାବୁଥାଏ ବସି କାଳେ ମୋ ଅତୀତ ଫେରିବ । ଗଢ଼ି ତୋଳନ୍ତି ମୁଁ ନିଜକୁ ପୁଣି ମଣିଷରେ ଗୋଟେ ମଣିଷ ହେଲେ…

ଅଧିକ ପଢ଼ନ୍ତୁ
Mo Priyara Chakuli (ମୋ ପ୍ରିୟର ଚକୁଳି) by Arshi Upasana Kar

ମୋ ପ୍ରିୟର ଚକୁଳି

ଉଦୁଉଦିଆ ଖରା ସମୟଟାରେ ବସ୍‌ର ଠେଲାପେଲା ଭିତରେ ମୁଁ ଠିଆ ହେଇଥାଏ । ଗାଡ଼ି ଯିବ କଟକରୁ ନୟାଗଡ଼ । ସବୁ ସିଟ୍ ଫୁଲ୍, ବସିବାକୁ ବି ଜାଗାଟିଏ ନଥାଏ । ଠିଆ ହେଇ ହେଇ ମୁଁ ବିରକ୍ତ ହେଇଯାଇଥିଲି, ସେଥିପାଇଁ ବ୍ୟାଗ୍‌ରୁ ଫୋନ୍ କାଢ଼ି ଗୀତ ଶୁଣୁଥାଏ । ଆଉ ତା’ ଭିତରେ ଟୁଇଟର, ଫେସବୁକ୍, ଇନଷ୍ଟା, ହ୍ୱାଆଟ୍ସାପ୍ ଆଡ଼େ ମଧ୍ୟ ଘେରାଏ ବୁଲି ଆସିଲିଣି । ଆଉ ବସ୍ ଭିତର ଅବସ୍ଥା ତ ନ…

ଅଧିକ ପଢ଼ନ୍ତୁ