Odia Story Abartaman (ଆବର୍ତ୍ତମାନ) by Padmalaya Padhy

ଆବର୍ତ୍ତମାନ

ଦୁଇ ବର୍ଷ ଧରି କୋମାରେ ରହିବା ପରେ ପରିଶେଷରେ ବୋଉର ଚେତା ଫେରିଥିଲା ଓ ଧୀରେଧୀରେ ଉଠି ବସିଥିଲା ସେ । ଏଇଟା ଚମତ୍କାର ଥିଲା କି ଭଗବାନଙ୍କ ଖେଳ ମୁଁ ଜାଣିନାହିଁ । କାଲି ପରି ଲାଗୁଛି ପରା । କିଛି ନାହିଁ ହଠାତ ବୋଉ ଛିଡ଼ା ହୋଇଥିଲା ତ ଦେଖିଲା ବେଳକୁ ଗଛ କାଟିଲା ଭଳି ତଳେ ପଡ଼ିଗଲା ତ ଗଲା ଆଉ ଚେତା ନାହିଁ । ହସ୍ପିଟାଲ ନେଇ ସବୁ ପରୀକ୍ଷା ନିରୀକ୍ଷା କଲାପରେ ଯେତେବେଳେ ଡାକ୍ତର କହିଲେ…

ଅଧିକ ପଢ଼ନ୍ତୁ
Odia Poem Nari Tuhi Bandaniya (ନାରୀ ତୁହି ବନ୍ଦନୀୟା) by Mamata Sau

ନାରୀ ତୁହି ବନ୍ଦନୀୟା

ନାରୀ ତୁହି ବନ୍ଦନୀୟା କେତେ ରୂପ ତୋହରି ସେନେହ ମମତାର ପ୍ରତୀକ ସାଜୁ ତୁହି ଭଗିନୀ ଦୁହିତା ବୋଲାଉ ପରା ସାଜୁ ପୁଣି ଘରଣୀ । ମାତୃ ରୂପେ ସନ୍ତାନର ସହୁ କେତେ ଅଳି ସ୍ତ୍ରୀ ସାଜି ସ୍ୱାମୀ ସାଥେ ଚାଲି ଥାଉ ପୁଣି । ଗର୍ଭର ଯନ୍ତ୍ରଣା ପୁଣି ନିନ୍ଦା ଅପବାଦ ଦୁଃଖ କଷ୍ଟ ସହି ଚାଲୁ ଜୀବନର ବାଟ । ତୋ’ ଲୁହ ଲୁଚାଉ ପରା ଦୁନିଆ ଆଗରେ ଛାତିରେ ପଥର ଲଦି ଓଠରେ ହସୁରେ । ଚିରବନ୍ଦନିୟା ତୁହି…

ଅଧିକ ପଢ଼ନ୍ତୁ
Odia Poem Dadan Danab (ଦାଦନ ଦାନବ) by Manas Ranjan Nayak

ଦାଦନ ଦାନବ

ଘର୍ଘର ନାଦରେ ଅଗ୍ରସର ପ୍ରଗତିର ନନ୍ଦିଘୋଷ ପତିତ ଉଦ୍ଧାର ପ୍ରାୟେ ମୋକ୍ଷପାଏ ଭୋକଶୋଷ ଭକତ ସାନ୍ନିଧ୍ୟରେ ଜଗା ବଡ଼ଦାଣ୍ଡେ ଧୂଳିଧୂସର ଭିଟାମାଟି ବଦଳରେ ଦାଦନର ଚାବୁକ୍ ପ୍ରହାର । ବିଜ୍ଞାନର ଆସ୍ଫର୍ଦ୍ଧାରେ ଫଳପ୍ରଦ ଚନ୍ଦ୍ରମା ବିଜୟ ଉଦର ଜ୍ୱାଳାରେ ମୁଣ୍ଡ ବିକେ, ମାନିନିଏ ପରାଜୟ ପରିବ୍ୟାପ୍ତ ସ୍ୱାଧୀନତାର ପରିଧି ଦେଶରୁ ବିଦେଶ ଲୁହ କୋହର ସଉଦାରେ ହାରେ ଜୀବନର ସନ୍ଦେଶ । ଜାତିସଂଘେ ଫୁଲମାଳ, କେତେ ଗଣତନ୍ତ୍ରର ଡିଣ୍ଡିମ ଗଣ୍ଡେ ଦାନା, ଖଣ୍ଡେ କନା ପାଇଁ ନିତି ସଂଘର୍ଷ ରକ୍ତୀମ…

ଅଧିକ ପଢ଼ନ୍ତୁ
Odia Poem Tu Gala Pare (ତୁ ଗଲାପରେ) by Ramakanta Das

ତୁ ଗଲାପରେ

ତୁ ଗଲାପରେ ବେରଙ୍ଗ ଲାଗେ ଏ ଜୀବନ ତୋ’ର ଅଭୁଲା ସ୍ମୃତି ସବୁ ପ୍ରତିମୁହୂର୍ତ୍ତରେ ମତେ ଦ୍ଵନ୍ଦରେ ପକାଇ ଅନେକ କଷ୍ଟ ଓ ଯନ୍ତ୍ରଣା ଦିଏ ଆଖି ଆଗେ ଖୁସି ଦେଖିଲେ ବି ମୁଁ ହସିପାରେ ନାହିଁ । ତୋ ବିନା ଭାରି ଏକା ଏକା ଲାଗେ ମୋ ହୃଦୟର କୋହ ସବୁ ବୁନ୍ଦା ବୁନ୍ଦା ହୋଇ ଝରିପଡ଼େ ଶୁଖିଲା ଓଠ ଉପରେ ମୋ ବୁନ୍ଦାବୁନ୍ଦା ଲୁହରେ ଭାଙ୍ଗିଯାଏ ତତେ ନେଇ ଦେଖିଥିବା ସ୍ୱପ୍ନ ସବୁ ॥ –…

ଅଧିକ ପଢ଼ନ୍ତୁ
Odia Poem Jibanara Chaupadi (ଜୀବନର ଚଉପଦୀ) by Sidheswar Tripathy

ଜୀବନର ଚଉପଦୀ

ବାଲି ଗୋଡ଼ି ଭାତ କାଦୁଅ ତର୍କାରୀ ଶଢ଼ାଇ ହାଣ୍ଡି କଡ଼େଇ ଗାଁ ଦାଣ୍ଡ ଧୂଳି କେତେ ବୋଳା ବୋଳି ସଞ୍ଜ ଆସୁଥାଏ ନଇଁ । ଚାଟଶାଳୀ ପାଠ କାନ୍ଧରେ ବସ୍ତାନି ଅବଧାନେ ବେତ ମାଡ଼ ବାପା ବୋଉ ଜେଜେ ସଭିଏଁ କୁହନ୍ତି ପାଠପଢ଼ ପାଠପଢ଼ । ପହିଲି ପୀରତି ମିଳନର ଗୀତି ବିରହ ଅଲିଭା ଦାଗ ଜୀବନ ଜଞ୍ଜାଳ ଛୋଟିଆ ସଂସାର କେତେ ରାଗ ଅନୁରାଗ । ବୟସର ଶେଷ କେତେ ଅବଶୋଷ କେତେ ମିଠା ଅନୁଭୂତି ଗାଁ ମଶାଣିରେ ଦେହ…

ଅଧିକ ପଢ଼ନ୍ତୁ