Odia Festival Manabasa Gurubarara Mahatwa (ମାଣବସା ଗୁରୁବାରର ମହତ୍ତ୍ୱ) by Nilambar Mahananda

ମାଣବସା ଗୁରୁବାରର ମହତ୍ତ୍ୱ

ବଳରାମ ଦାସ କୃତ ମହାଲକ୍ଷ୍ମୀ ପୁରାଣ (ମାଣବସା ଗୁରୁବାର) ଏକ ବିଶେଷ ପୁରାଣ ଭାବରେ ଉତ୍କଳୀୟ ସଂସ୍କୃତି ପରମ୍ପରାକୁ ଆଧାର କରି ମଣିଷ ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦେଇଛି ଗୋଟିଏ ସୁସ୍ଥ ସୁନ୍ଦର ସମାଜ ଗଠନ ଦିଗରେ । ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ସମସ୍ତଙ୍କୁ ସମ ଦୃଷ୍ଟିରେ ଦେଖିବା ଓ ନାରୀ ପୁରୁଷ ଦୁଇଟି ଜାତି ଛଡ଼ା ଅନ୍ୟ ସବୁ ମଣିଷର ଭ୍ରମ ମାନସିକତା ମନ ଗଢ଼ା ବାର୍ତ୍ତା ଦେଉଥିବା କଥା କୁହା ଯାଇଛି । ଏଠାରେ…

ଅଧିକ ପଢ଼ନ୍ତୁ
Odia Story Asampurna (ଅସମ୍ପୂର୍ଣ୍ଣ) b Sarmistha Sahoo

ଅସମ୍ପୂର୍ଣ୍ଣ

ଖୁବ୍ ଖୁସି ହେଇଥିଲା ସେଦିନ ସ୍ୱାଗତ ଯୋଉ ଦିନ ସେ ମୀରାର ଫ୍ରେଣ୍ଡ ରିକ୍ୱେଷ୍ଟ, ଫେସବୁକ୍‌ରେ ପାଇ ଥିଲା । ତା’ ଗୋଡ଼ ଖୁସିରେ ତଳେ ଲାଗୁ ନ ଥାଏ । ଦୀର୍ଘ ୧୦ ବର୍ଷର ଅପେକ୍ଷା ପରେ ଆଜି ପ୍ରଥମ ଥର ସେ ମୀରା ସହିତ କଥା ହେଉଛି । ତା’ର ସେହି ପିଲା ଦିନର ସାଙ୍ଗ ଯାହା ସହିତ ସେ କେତେ ଲୁଚାଲୁଚି ଖେଳିଛି, କେତେ ରାଗ ରୁଷା ହେଇଛି, କେତେ ଥର ଛାତ ଉପରକୁ ଯାଇ ଦୌଡ଼ା…

ଅଧିକ ପଢ଼ନ୍ତୁ
Odia Poem Chandrama (ଚନ୍ଦ୍ରମା) by Sunanda Mohanty

ଚନ୍ଦ୍ରମା

ରାତି ସହଚରୀ ଦିନରେ ଅପସରି କୋଉଠି କେମିତି ରୁହ ଚାନ୍ଦିନୀ ରାତିର ପୁନେଇ ଜହ୍ନ ଗୋ ଅମାବାସ୍ୟାରେ କୁଆଡ଼େ ଯାଅ? ଚନ୍ଦ୍ରମା ହୀନା ରଜନୀ ଭଲଲାଗେନା ଦୂରେଇ କାହିଁକି ରୁହ? ମଣିଷ ଜନମ ଭାରି ହୀନିମାନ କେତେ ବା ଜାଣିବି କୁହ ସବୁଜାଣେ ବୋଲି କେମିତି କହିବି ଚନ୍ଦ୍ରମା ଦେଖିନିଅ ଆଖି ଲୁହ ତୁମ ସ୍ପର୍ଶରେ ବିଭୋର ଦୁନିଆଁଟାଯାକ ମୁଁ ନହେବି କେମିତି କୁହ ସୂର୍ଯ୍ୟଙ୍କପରି ସତ୍ୟ ତୁମେ ଗୋ ଚନ୍ଦ୍ରମା ରାତି ଆକାଶରେ ତାରାମେଳେ ରୁହ…

ଅଧିକ ପଢ଼ନ୍ତୁ
Odia Poem Atma Anweshana (ଆତ୍ମ ଅନ୍ୱେଷଣ) by Manas Ranjan Nayak

ଆତ୍ମ ଅନ୍ୱେଷଣ

ଖୋଜୁଛି ନିଜକୁ ନିଜ ପରିଚୟେ ସଗର୍ବେ ଉଠାଇ ମାଥ ଆଞ୍ଜୁଳେ ଆୟୁଷ ସରି ଆସିଲାଣି ଅସରା ଜୀବନ ପଥ ଭାଙ୍ଗୁଛି… ଗଢ଼ୁଛି ଅୟୁତ ଆୟୁଧ, ପ୍ରଗତି ନିଶୁଣୀ ଚଢ଼ି ହାରିବା ଜିତିବା ଖରା ଛାଇ ଖେଳ, ଚେତନାର ନଈବଢ଼ି। ପିଠିରେ ଖଜଣା ମନ୍ଦିରେ ମାଜଣା ଜିଇଁବାର ବୁଝାମଣା ଅସ୍ମିତା ବକିଛି ଐଶ୍ୱର୍ଯ୍ୟ କିଣିଛି ଔଜ୍ଜ୍ୱଲ୍ୟରେ ବାଟବଣା କିଛି ସ୍ମୃତି ମୋର ମହୁଠୁ ମଧୁର, କିଛି ଦହଗଞ୍ଜ ଅବଶୋଷ ହେତୁ ହେଲା ଦିନୁ ପାରିଧି କରୁଛି, କାମନାର ପରିତୋଷ ।…

ଅଧିକ ପଢ଼ନ୍ତୁ
Odia Poem Jibana (ଜୀବନ) by Disha Nayak

ଜୀବନ

ଏ ଜୀବନ ଏକ ମିଠା ଇତିହାସ ଅଧାଲେଖା ଗପ ବହି । ଏ ଜୀବନ କେବେ ଆଖି ଦୁଇ ଧାରୁ ବହୁଥିବା ଏକ ନଦୀ ଏ ଜୀବନ ଶୁଖିଲା ପତ୍ର ପରି ଅଦିନିଆ ବାଆରେ ପଡ଼ିଥାଏ ଝଡ଼ି… ଏ ଜୀବନ ଏକ ଦୀପ ଶିଖାଟିଏ ପରି ସ୍ନିଗ୍ଧ ସମୀର ଦିଏ ତାକୁ ଲିଭାଇ… – ଦିଶା ନାୟକ

ଅଧିକ ପଢ଼ନ୍ତୁ