babamani-sunaharini-katha

ବାବାମଣୀ ଓ ସୁନାହରିଣୀ କଥା

“ଗପ ନୁହେଁ ନିଚ୍ଛକ ସତ”ର ଅଂଶ +୨ ପଢ଼ିବା ବେଳର କଥା, କଲେଜରୁ ଖଣ୍ଡେ ଖଣ୍ଡେ ଆଇଡ଼େଣ୍ଟିଟି କାର୍ଡ ମିଳିଥାଏ, ଆମେ ଭାବୁ ହାତରେ ସେଇ ପରିଚୟ ପତ୍ର ଖଣ୍ଡକ ଅଛିମାନେ ଆମେ ଚଉଦବ୍ରହ୍ମାଣ୍ଡ ଖେଦିଯିବୁ କେହି ଆମର କିଛି କରିପାରିବେ ନାହିଁ । ବସ ବାଲାଏ ରିହାତି ଦେବାକୁ ଏକ ରକମ ବାଧ୍ୟ, ଯଦି ନ ଦିଅନ୍ତି ତେବେ ଗଛ ଉହାଡ଼ରୁ ଟେକା ପଥର ଆସିବାରେ କିଛି ଅସୁବିଧା ନାହିଁ । ଯଦିଓ ରିହାତି ବିଷୟରେ…

ଅଧିକ ପଢ଼ନ୍ତୁ
gaon-jatra-katha

ଗାଁ ଯାତ୍ରା ଓ ବ୍ରହ୍ମାନନ୍ଦ ଉପାଖ୍ୟାନ

“ଗପ ନୁହେଁ ନିଚ୍ଛକ ସତ”ର ଅଂଶ ୬ଷ୍ଠ ପଢ଼ିଲା ବେଳର କଥା, ବୟସ ୧୧-୧୨ ବର୍ଷ। ନୂଆ ନୂଆ ଶିଖିଥିବା ବାଳୁଙ୍ଗାମୀର କୌଶଳ ପ୍ରଦର୍ଶନପାଇଁ ମନ ଭାରି ଉଚ୍ଛନ୍ନ। ସେଇଟା ନାଁ କମେଇବା ପାଇଁ ନୁହେଁ କି ପଦକ ପ୍ରାପ୍ତି ଆଶାରେ ନୁହେଁ । ସାଙ୍ଗ ମେଳରେ ନିଜ ବୀରତା (ବାହାଦୁରୀ) ଦେଖେଇବା ଉଦ୍ଦ୍ୟେଶରେ । ଆମ ଗାଁ ପାଖ ଗାଁରେ ମକରସଂକ୍ରାନ୍ତିକୁ ଯାତ୍ରା ହୁଏ । ସେଇ ଯାତ୍ରା ସମ୍ବନ୍ଧିତ କିଛି କଥା; ପ୍ରତିଦିନ ସାଇକଲରେ…

ଅଧିକ ପଢ଼ନ୍ତୁ
Balasore-re-bhogakhia

ବାଲେଶ୍ୱରରେ ଭୋଗଖିଆ

“ଗପ ନୁହେଁ ନିଚ୍ଛକ ସତ” ର ଅଂଶ ୧୯୯୯ ମସିହା ବାତ୍ୟା ପୁର୍ବବର୍ତ୍ତୀ ସମୟ, ମୁଁ ଖନ୍ତାପଡ଼ା ଖଳାବଜାରରେ (ଷ୍ଟେସନ ବଜାର) ରହୁଥାଏ । ସେଠିକା ବଜାର ଉପରେ ଆଖପାଖ ଗାଁ ଲୋକେ ନିର୍ଭର କରନ୍ତି । ସକାଳୁ ସକାଳୁ ବାଘାରେ ଯିବାପାଇଁ ଯେତେ ଗହଳି ହୁଏ ଯଦି ସେତିକି ଟିକଟ ଷ୍ଟେସନରେ ବିକ୍ରି ହୁଅନ୍ତା ବୋଧେ ଆୟ ଦୃଷ୍ଟିରୁ ଏକ ପ୍ରମୁଖ ଷ୍ଟେସନ ହୁଅନ୍ତା ଖନ୍ତାପଡ଼ା । ଲୋକାଲ ୨-୪ଟା ଛାଡ଼ିଲେ ସେପରି ପ୍ରମୁଖ ଟ୍ରେନ…

ଅଧିକ ପଢ଼ନ୍ତୁ
kamala-sadhi

କମଳା ଶାଢ଼ୀ

କାଲି ଶାଢ଼ୀଟେ ମିଲିଲା ମୋତେ ମୋ ବିବାହ ବାର୍ଷିକୀ ଉପଲକ୍ଷେ | ରାତି ବାରଟା ବେଳକୁ ଇଂରାଜୀ ଷ୍ଟାଇଲିରେ ମୋ ହାତକୁ ବଢ଼ାଇ ଦେଲେ ଏଇ ଶାଢ଼ୀ ଖଣ୍ଡିକ | ଚିକମିକ କାଗଜରେ ବନ୍ଧା ପ୍ୟାକେଟଟିକୁ ମୁଁ ଭାରି ଉଛନ୍ନ ହେଇ ଖୋଲି ପକେଇଲି | ତା ଭିତରେ ଥିଲା କମଳା ରଙ୍ଗରେ ସବୁଜ ଫୁଲ ପକା ହାଣ୍ଡଲୁମ ଶାଢ଼ୀ ଖଣ୍ଡିଏ | ଏଇ ରଙ୍ଗ ମୋତେ ଜମା ପସନ୍ଦ ନୁହେଁ, ସେଥିରେ ପୁଣି ଏ କି…

ଅଧିକ ପଢ଼ନ୍ତୁ
asaranti-katha

ଅସରନ୍ତି କଥା

ରାଧିକା, ଏହି ନାଁଟି ମୋ ଜେଜେବାପା ବ‌ହୁତ ଶ୍ରଦ୍ଧାରେ ରଖିଥିଲେ । ଆମ ଓଡ଼ିଆ ଘରେ ତ’ ପ୍ରାୟ ସମସ୍ତଙ୍କର ଅତି କମ୍‌ରେ ୩/୪ଟି ନାଁ ଥାଏ, କିନ୍ତୁ ମୋର କେବଳ ଏହି ଗୋଟିଏ ହିଁ ନାଁ ଥିଲା ଆଉ ସମସ୍ତେ ମୋତେ ଏହି ନାଁରେ ହିଁ ଜାଣିଥିଲେ । କେବେ କେବେ ସାଙ୍ଗମାନଙ୍କର ଅଧିକ ନାଁ ଦେଖି ମୋତେ ବି ମୋ ନିଜ ଉପରେ ଆଉ ମୋ ଘର ଲୋକଙ୍କ ଉପରେ ରାଗ ଲାଗେ ।…

ଅଧିକ ପଢ଼ନ୍ତୁ