
ଠିକ୍ ଓ ଭୁଲ
ଚତୁର୍ଥ ଶ୍ରେଣୀରେ ଶିକ୍ଷକ ପିଲାମାନଙ୍କୁ ପଢ଼ାଉଥିଲେ । ମିଶାଣ କରିବାର ଧାରା ସବୁ ବୁଝେଇ ସାରିଲା ପରେ, ଗୋଟିଏ ପିଲାକୁ ପଚାରିଲା, “ଅର୍ଣ୍ଣବ, ଯଦି ମୁଁ ତୁମକୁ ୨ଟି ଓ ୨ଟି ଆମ୍ବ ଦେବି, ତେବେ ତୁମ ପାଖରେ କେତୋଟି ଆମ୍ବ ରହିବ?” ଅର୍ଣ୍ଣବ କହିଲା, “ସାର୍ ୫ଟି ।” ଶିକ୍ଷକ ପୁଣିଥରେ କହିଲେ, ୨ଟି ଆମ୍ବ ଆଉ ୨ଟି ଆମ୍ବ ଦେଲେ କେତୋଟି ଆମ୍ବ ହେବ?” ଅର୍ଣ୍ଣବ ପୁଣିଥରେ କହିଲା, “ସାର୍ ୫ଟି ।” ଶିକ୍ଷକ…