
ବାଙ୍ଗାଳୁରୁ ସପ୍ତାହନ୍ତ ଭ୍ରମଣ: ଲେପାକ୍ଷୀ ମନ୍ଦିର
ବମ୍ବେରୁ ବାଙ୍ଗାଳୁରୁ ବଦଳି ପରେ କିଛି ସମୟ ଲାଗିଗଲା ସବୁକିଛି ବ୍ୟବସ୍ଥିତ ହେବାପାଇଁ । ବହୁବର୍ଷ ତଳେ ବାଙ୍ଗାଳୁରୁ ଆସିଥିଲି କୌଣସି ଏକ ଟ୍ରେନିଂ ପାଇଁ । ସେତେବେଳର ବେଙ୍ଗାଳୁରୁ ଏହା ଭିତରେ ବହୁତ ବଦଳି ଗଲାଣି । ସକାଳୁ ସକାଳୁ ପାଖ ମନ୍ଦିରରୁ ଶୁଭଲକ୍ଷ୍ମୀଙ୍କ ବିଷ୍ଣୁ ସହସ୍ରନାମ, ରାସ୍ତା କଡ଼ର ଫୁଲ ବିପ୍ପଣୀ କିମ୍ବା ଦକ୍ଷିଣ ଭାରତୀୟ କଫିର ମହାକକୁ ମୁଁ ମନେ ମନେ ଖୋଜୁଥାଏ । ଗଲା ଡିସେମ୍ବର ୨୪ ତାରିଖ ରବିବାର ତଥା ପତ୍ନୀଙ୍କ ଜନ୍ମଦିନ ଥାଏ । ପତ୍ନୀ,…