ବୋଉ
‘ବୋଉ’ ତୁ କେମିତି ଛଡ଼େଇ ନେଉ ମୋ’ଠାରୁ ମୋର ସବୁ ଦୁଃଖ କଷ୍ଟକୁ ପ୍ରତିବଦଳରେ ତୋର ସବୁ ସୁଖ ଶାନ୍ତିକୁ ମୋ ଉପରେ ଅଜାଡ଼ି ଦେଉ ତୋ’ ଜୀବନରେ ପ୍ରତିଟି ମୁହୂର୍ତ୍ତ ଜାଳିଦେଉ ତିଳ ତିଳ କରି ମୋ ଓଠରେ ଚେନାଏ ହସ ଦେଖିବାକୁ ଅଭାବ, ଅସୁବିଧା, ଦୁଃଖ, ଯନ୍ତ୍ରଣା ଦଶମାସ, ଦଶଦିନ ଗର୍ଭରେ ଧରଣ କଲାପରେ ବି… ପୁଣି ହସି ହସି ସହିଯାଉଛୁ ସବୁକୁ । ଦୁନିଆରେ ସବୁ ହସ ଖୁସିକୁ ବାନ୍ଧି ରଖୁ କେବଳ…