୭୮ଶ ସଂସ୍କରଣ
୨୦୨୫ ମସିହାର ସେପ୍ଟେମ୍ବର ମାସରେ ଶୁଭପଲ୍ଲବର ୭୮ଶ ସଂସ୍କରଣ ପ୍ରକାଶ ପାଇଥିଲା । ୪୦ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ୧୨ ଗୋଟି ଆଲେଖ୍ୟ ପ୍ରକାଶିତ ହୋଇଥିଲା ।
୭୭ଶ ସଂସ୍କରଣ
୨୦୨୫ ମସିହାର ଅଗଷ୍ଟ ମାସରେ ଶୁଭପଲ୍ଲବର ୭୭ଶ ସଂସ୍କରଣ ପ୍ରକାଶ ପାଇଥିଲା । ୩୨ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ୧୩ ଗୋଟି ଆଲେଖ୍ୟ ପ୍ରକାଶିତ ହୋଇଥିଲା ।
ଆହେ ଜଗନ୍ନାଥ
ଜଗତର ନାଥ ଆହେ ଜଗନ୍ନାଥ । ଭକତ ଜନର ତୁହି ପ୍ରାଣନାଥ ॥ ତୁ ଦୟା ସାଗର ତୁ ଭାବ ମନ୍ଦିର । କୃପା କର ଆହେ ହେ କରୁଣାକର ॥ ନୀଳାଚଳ ଧାମେ ବିରାଜି ମହନ୍ତ । ଜଗତର ଦାତା କାଳିଆ ସାଆନ୍ତ ॥ ଜଗତର ନାଥ ଆହେ ଜଗନ୍ନାଥ । ଭକତ ଜନର ତୁହି ପ୍ରାଣନାଥ ॥ ତୁ ପୁଣ୍ୟ ସମୀର ଜଗତର ବୀର । ପରମ ଉଦାର କାଳିଆ ଠାକୁର ॥ ଶରଣବତ୍ସଳ ହେ ରଙ୍କରତନ । ଜଗତବାସୀର ତୁ ମନମୋହନ ॥ ଜଗତର ନାଥ ଆହେ ଜଗନ୍ନାଥ ।…

