Odia Sonnet - Arta Partha (ସନେଟ… ଆର୍ତ୍ତ ପାର୍ଥ) by Madhumita Mishra

ସନେଟ… ଆର୍ତ୍ତ ପାର୍ଥ

ଅନ୍ଧାର ବଳୟୁ ଆଲୋକ ଆଡ଼କୁ ହାତ ଧରି ନେଇଯାଅ ହେ ଗୁରୁ ଜୀବନ ବଞ୍ଚିବା ଶିକ୍ଷାକୁ ଟିକିଏ ଶିଖେଇ ଦିଅ ବିଦ୍ୟା ଅଧ୍ୟୟନ ପର୍ଯ୍ୟାପ୍ତ ଲାଗେନା ଜୀବନ ମରଣ ଯୁଦ୍ଧେ ଧନ ଧର୍ମ କର୍ମ ଛନ୍ତି ଘେରି ପ୍ରାଣ ଆତ୍ମା ସେ ତୀରରେ ବିଦ୍ଧେ ମାତା ପିତା ମୋର ଦୁନିଆ ଦେଖେଇ ଶିଖେଇଲେ ନାନା କଥା ତଥାପି କେଜାଣି କେତେ କେତେ ପ୍ରଶ୍ନେ ଘୂରାଉଛି ଆଜି ମଥା ଯେତେ ଜାଣିଲେ ବି ଅଜଣା ଲାଗଇ ବଞ୍ଚିବାର ଏହି…

ଅଧିକ ପଢ଼ନ୍ତୁ
Machha-Aloo Besara (ମାଛ-ଆଳୁ ବେସର) prepared by Tapas Ranjan

ମାଛ-ଆଳୁ ବେସର

ବେସର ପ୍ରାୟ ଓଡ଼ିଆଙ୍କର ପ୍ରିୟ । ଅନେକ ସ୍ଥାନରେ ମାଛ ବେସର ଠାକୁରାଣୀଙ୍କ ପାଖରେ ଭୋଗ ଲାଗିବାର ନଜିର୍ ରହିଛି । ତେବେ ଆଜି ଆସନ୍ତୁ ପ୍ରସ୍ତୁତ କରିବା ମାଛ-ଆଳୁ ବେସର । ଅଳ୍ପ ସମୟରେ ଆଉ ଅଳ୍ପ ପରିଶ୍ରମରେ ପ୍ରସ୍ତୁତ କରିବା ଏହି ସୁଆଦିନ ଆଇଁଷିଆ ତରକାରୀଟି । ଆବଶ୍ୟକୀୟ ଉପାଦାନ ମାଛ ବେସର ଲୁଣ ହଳଦୀ ବାକି ମସଲା ପ୍ରସ୍ତୁତ ପ୍ରଣାଳୀ କଞ୍ଚା ମାଛକୁ ଲୁଣ, ହଳଦୀ, ବେସର ପକେଇ ଭଲ ଭାବରେ ଗୋଳେଇକି ୩୦ ମିନିଟ ଛାଡ଼ିଦିଅନ୍ତୁ । ଆଳୁକୁ…

ଅଧିକ ପଢ଼ନ୍ତୁ
Odia Poem Shakti Swarupini (ଶକ୍ତି ସ୍ୱରୂପିଣୀ) by Bhagyashree Sahoo

ଶକ୍ତି ସ୍ୱରୂପିଣୀ

ହଁ… ମୁଁ ନାରୀ… ହେଲେ ନୁହେଁ ମୁଁ ଅବଳା କି ଦୁର୍ବଳା ମୁଁ ଅଷ୍ଟଭୁଜା… ମହିଷାସୁର ମର୍ଦିନୀ, ମୁଁ ମହାଦୂର୍ଗା… ଦୁର୍ଗତିନାଶିନୀ । ହଁ… ମୁଁ ନାରୀ… ଦେଇପାର ତୁମେ ମୋତେ ଗୋଲାପର କୋମଳତା ଆଖ୍ୟା, ହେଲେ ଭୂଲିବ ନାହିଁ କଣ୍ଟାଧାରେ ମୁଁ କରିପାରେ ନିଜର ସୁରକ୍ଷା… । ଭାବିପାର ତୁମେ ମୋତେ ଚନ୍ଦ୍ରମାର ଶୀତଳତା, ହେଲେ ଭୁଲିବ ନାହିଁ ଭରିଅଛି ମୋ ମଧ୍ୟେ ରବିର ଉଷ୍ମତା…। ହଁ… ମୁଁ ନାରୀ… ହେଲେ ନୁହେଁ ବଗିଚାରେ ଉଡ଼ୁଥିବା ଏକ କ୍ଷୁଦ୍ର…

ଅଧିକ ପଢ଼ନ୍ତୁ