Odia Story Pabitra Bandhan (ପବିତ୍ର ବନ୍ଧନ) by Himanshu Bhushan Sahoo

ପବିତ୍ର ବନ୍ଧନ

୦୧ ବାପା କିଛି ଗୁରୁତ୍ୱପୂର୍ଣ୍ଣ କାମରେ ହଠାତ ଦୋକାନ ଛାଡ଼ି ଯିବାରୁ ପନ୍ଦର ବର୍ଷର ଶୁଭମ୍ ଘଡ଼ିଏ ପାଇଁ ଦୋକାନ ସମ୍ଭାଳିବାକୁ ବସିପଡ଼ିଲା । ରାତି ପହିଲେ ରାକ୍ଷୀପୂର୍ଣ୍ଣିମା, ରାକ୍ଷୀତକ ବିକ୍ରି ନ ହେଲେ ପୁଣି ଆର ବର୍ଷକୁ ରହିଯିବ । ତଥାପି ରାତି ଆଠଟା ଭିତରେ ଅନେକ ବିକ୍ରି ସରିଥାଏ । ସେତେବେଳକୁ ଦୁଇଜଣ ବାର କି ତେର ବର୍ଷର ଝିଅ ପହଞ୍ଚିଲେ, ଯାଆଁଳା ବୋଧେ । ଗରାଖ ନ ଥିବାରୁ ଶୁଭମ୍ ଟିକେ ଘୁମେଇ ପଡ଼ିଥାଏ, ସେ ଦୁଇଜଣଙ୍କ ପାଟି…

ଅଧିକ ପଢ଼ନ୍ତୁ
Odia Poem Eklapanara Kabita (ଏକ୍ଲାପଣର କବିତା) by Jyotiprakash Mohapatra

ଏକ୍ଲାପଣର କବିତା

ମୈତ୍ରେ ହୋ ! କୋଉଠି ରହୁଛ ଆଜିକାଲି ଶୁଣିଲଣି ନା ତମ ବନ୍ଧୁଙ୍କ ହାଲୋ ଟ୍ୟୁନ୍ କିମିତି ଶୁଣିବ ତମେ ଫୋନ ତ ଲଗାଇ ନ ଥିବ ବର୍ଷ ବର୍ଷ ଧରି । ମେଁ ଜିନ୍ଦେଗୀ କା ସାଥ୍‌ ନିଭାତା ଚଲା ଗୟା ହର ଫିକ୍ର କୋ ଧୂଏଁ ମେଁ ଉଡ଼ାତା ଚଲା ଗୟା ଆଜିକାଲି ଶୁଭୁଛି ଇଚ୍ଛା ହେଲେ ସେ ଫୋନ ଉଠୋଉଚି ଇଚ୍ଛା ହେଲେ ଫୋନ କାଟି ଦେଉଚି । ହ୍ୱାଟ୍‌ସଆପ୍‌ ବି ତ କରି ନଥିବ କୋଉ…

ଅଧିକ ପଢ଼ନ୍ତୁ
ଅର୍ଘ୍ୟଥାଳି (Arghyathali) - ଜି. କ୍ରିଷ୍ଣା ରେଡ୍ଡୀଙ୍କ ରଚନାରୁ

ଅର୍ଘ୍ୟଥାଳି

ଚାଲନ୍ତୁ ପରଖି ନେବା ଗୋଟାପଣେ ତଉଲି, ମୁଖଶାଳାର ତେଜୋବନ୍ତ ଚିତ୍ରଣସବୁକୁ, ଚରିତ୍ରସବୁକୁ, ପୁଣିଥରେ ସଜିଲ କରିବା ଆମ ଆଶା, ବିଶ୍ୱାସର, ସମସ୍ତ ନିର୍ବାପିତ ଚଉହଦି ବିଶ୍ଵ କଲ୍ୟାଣ ମନ୍ତ୍ର ବହି । ସ୍ଵାଧିନତାର ଏ ଅମୃତବେଳାରେ ନେବା ପୁଣି ଏକ ବଜ୍ର ଶପଥ, ଶଠତାର ଜତୁଗୃହେ ଏକାବାଗେ ପଣବନ୍ଦୀ ଲଭୁଥିବା, ଆମର ଯେତେସବୁ ପୌରୁଷତ୍ଵକୁ ନୂଆ ଏକ ସଞ୍ଜିବନୀ ଛୁଆଁରେ ପଲ୍ଲବିତ କରି, ଚାଲ ରଚିଦେବା ଏଥର ଭିନ୍ନ ଏକ ସକାଳ ଗୁନ୍ଥିଦେଇ ତ୍ୟାଗ ସମର୍ପଣର ଅର୍ଘ୍ୟଥାଳି । –…

ଅଧିକ ପଢ଼ନ୍ତୁ
Rakhira Sajna by Swati Swagatika Lenka

ରାକ୍ଷୀର ସଂଜ୍ଞା

ସମୟ ରାତି ନ’ଟା ପନ୍ଦର ପାଖାପାଖି ହେବ । ଅଫିସରୁ ଛୁଟି ନେଇ ଆଭା ଘରକୁ ଯିବ ବୋଲି ଟ୍ରେନ୍‌ରେ ତରବର ହେଇ ଚଢ଼ିଲା । ଯିବନି ବି କେମିତି, ରାକ୍ଷୀ ପୁନେଇଁ ପରା ଗୋଟେ ଦିନ ପରେ । ନିଜ ସିଟ୍‌ରେ ବସି ବ୍ୟାଗପତ୍ର ରଖିଦେଇ ଘରକୁ ଫୋନ୍ କରି ଜଣେଇଦେଲା । ଆଉ ସେ ଆସୁଛି ବୋଲି ଭାଇକୁ ନ ଜଣେଇବାକୁ ବି ମାଆଙ୍କୁ କହି ଫୋନ୍ କାଟିଦେଲା । ତା’ପରେ ଭାଇ ପାଇଁ ଯେଉଁ ସୁନ୍ଦର ରାକ୍ଷୀଟେ ଆଣିଥିଲା ତାକୁ…

ଅଧିକ ପଢ଼ନ୍ତୁ
Rakhi by Amrita Dash

ରାକ୍ଷୀ

“ଆଲୋ ହେ ପୋଡ଼ାମୁହିଁ ତୋର ସେ ଭିକାରୀ ଭାଇକୁ କହିଦେବୁ ଟିଭି, ପ୍ରିଜ୍ ନ ଦେବା ଯାଏଁ ତୁ ତୋ ବାପଘର ଦୁଆର ମାଡ଼ି ପାରିବୁନି କି ସେ ବି ଏ ଘର ଦୁଆରକୁ ଉଠି ପାରିବ ନାହିଁ । କହିଲା କ’ଣ ନା ଆଜି ରାକ୍ଷୀପୂର୍ଣ୍ଣିମା…..! ଉଁ ସତେ ଯେମିତି ଭାଇ ପାଟଶାଢ଼ୀ ନହେଲେ ସୁନାଚୁଡ଼ି ନହେଲେ ବିଡ଼ାବିଡ଼ା ଟଙ୍କା ଦେଇଦେବ ! ରଖ୍ ବେ ତୋ ରାକ୍ଷୀ । ମୋ ଝିଅମାନେ ଆସିବେ…. ସକେଇ ନହେଇ ଯାଆ ଭଲରେ ରନ୍ଧାବଢ଼ା…

ଅଧିକ ପଢ଼ନ୍ତୁ