ଘରେ ବସି ବସି ଦୁନିଆ ବୁଲିବା ସେମାନଙ୍କର କାହାଣୀରେ, ଦୁନିଆ ଦେଖିବା ସେମାନଙ୍କର କ୍ୟାମେରାରେ, ପଢ଼ିବା ସେହି ଭ୍ରମଣକାରୀଙ୍କ ଭ୍ରମଣ କାହଣୀର ଅନୁଭୂତି ଆଉ ଜାଣିବା ନୂଆ ଜାଗା ବିଷୟରେ ।

Read more about the article ରୋହତାଙ୍ଗ ପାସ୍
Rohtangh Pass (ରୋହତାଙ୍ଗ ପାସ୍) - A Travel blog in Odia

ରୋହତାଙ୍ଗ ପାସ୍

ଗୋଟେ ସାଙ୍ଗର ବଡ଼ ଭାଈ ରୋହତାଙ୍ଗ ପାସ୍ ବୁଲିବାକୁ ଯାଇଥିଲେ । ଫେରିବା ପରେ ଆମ ଆଗରେ ବହୁତଗୁଡ଼ିଏ ରୋମାଞ୍ଚକର କାହାଣୀ ବଖାଣିଥିଲେ । ସେହି ଦିନଠାରୁ ଆମେ ୪ ଜଣ ସାଙ୍ଗ ଜଗିକି ବସିଥିଲୁ କେବେ ଆମକୁ କିଛି ଦିନ…

Continue Readingରୋହତାଙ୍ଗ ପାସ୍
Read more about the article ସୁଇଜରଲାଣ୍ଡ ଡାଏରୀ
ସୁଇଜରଲାଣ୍ଡ ଡାଏରୀ

ସୁଇଜରଲାଣ୍ଡ ଡାଏରୀ

ସୁଇଜରଲାଣ୍ଡରେ ୮ ମାସର ରହଣି ଭିତରେ ବହୁ ନୂଆ ନୂଆ ଦର୍ଶନୀୟ ସ୍ଥାନ ଦେଖିବାର ସୁଯୋଗ ମିଳିଥିଲା । ଛୁଟିଦିନ ମାନଙ୍କରେ ବିଶେଷ କାମ ନ ଥିଲେ ଆମେ ପରିବାର ସହ କୌଣସି ନା କୌଣସି ନୂଆ ଜାଗା ଦେଖିବାକୁ ଚାଲିଯାଉ…

Continue Readingସୁଇଜରଲାଣ୍ଡ ଡାଏରୀ
Read more about the article ମାର୍ଟିନି: ନୂଆ ସହର ନୂଆ ଅନୁଭୂତି
ମାର୍ଟିନ: ନୂଆ ସହର ନୂଆ ଅନୁଭୂତି

ମାର୍ଟିନି: ନୂଆ ସହର ନୂଆ ଅନୁଭୂତି

ପୁଣି ନୂଆ ଦେଶ, ନୂଆ ଲୋକ, ନୂଆ ପରିବେଶ- ଏମିତି ଭାବନା ମନରେ ଆସିଥିଲା ଯେବେ ସୁଇଜରଲାଣ୍ଡରେ ନୂଆ ଚାକିରି ମିଳିଥିଲା । ପୁଣି ଭାବିଲି ଏତେ ଜାଗା ତ ବୁଲି ସାରିଲିଣି, ଦେଖା ଯାଉ ନୂଆ ଜାଗାରେ କ'ଣ ଅଛି…

Continue Readingମାର୍ଟିନି: ନୂଆ ସହର ନୂଆ ଅନୁଭୂତି
Read more about the article ଇଉରୋପ ଯାତ୍ରା
ଇଉରୋପ ଯାତ୍ରା

ଇଉରୋପ ଯାତ୍ରା

ଆଷାଢ଼ ମାସ ଅତିକ୍ରାନ୍ତ ପ୍ରାୟ । ସମୟ ସକାଳ ନଅଟା । ଅସଳେ ବର୍ଷା ହୋଇ ଛାଡ଼ି ଯାଇଥାଏ । ଆକାଶରେ ବାଦଲ, ବାଦଲ ଫାଙ୍କରେ ସୂର୍ଯ୍ୟଙ୍କର ଲୁଚକାଳି ଖେଳ । ଝାପ୍ସା ଆଲୋକରେ ଗଛପତ୍ର ସବୁ ଝଲସୁଥାନ୍ତି । ଏହି…

Continue Readingଇଉରୋପ ଯାତ୍ରା
Read more about the article ଭାର୍ଗବୀ କୂଳର ସେହି ଗାଁ…
ଭାର୍ଗବୀ କୂଳର ସେହି ଗାଁ...

ଭାର୍ଗବୀ କୂଳର ସେହି ଗାଁ…

ନବେ ଦଶକର ଆରମ୍ଭର କଥା, ବୋଧହୁଏ ୬ଷ୍ଠ ଶ୍ରେଣୀରେ ପଢ଼ୁଥାଏ । ଚିତ୍ର ଆଙ୍କିବାରେ ଭୋକ ଶୋଷ ଭୁଲିବା ଭଳି ଗମ୍ଭୀର ନିଶାରେ ପଡ଼ିଥାଏ । ଯଦିଓ ପାଠପଢ଼ାରେ କମଜୋର୍ ନଥିଲି କିନ୍ତୁ ଚିତ୍ର ଆଙ୍କିବା ଓ ବହି ତଥା ପତ୍ରିକା…

Continue Readingଭାର୍ଗବୀ କୂଳର ସେହି ଗାଁ…