andhabiswasara-naksa

ଅନ୍ଧବିଶ୍ୱାସର ନ‌କ୍ସା

ଗିନାଚାମଚ ରାଜସ୍ଥାନୀ ହେଲେବି ଶାଶୁକୁ ସବୁ ଓଡ଼ିଆ ଚାଲିଚଳଣୀ ଓ ଆଦବକାଇଦା ଜଣା । ବଡ଼ବୋହୂ ବେଳକୁ ସିନା ଭୁଲିଗଲାବୋଲି ଦିନଗଡ଼ି ଅସମୟରେ ପିଲାଟି ପେଟରେ ଚାଲିଗଲା, ହେଲେ ଏଥର ସାନବେଳକୁ ରାତିଅଧରେ ପିଲା ବୁଲୁନି ବୋଲି ଶୁଣିଦେଲାରୁ ଗିନାଚାମଚ ପେଟଉପରେ ଥୋଇ ଚଟାପଟ ଆରମ୍ଭ କରିଦେଲା ଋଣୁଝୁଣୁ ଶବ୍ଦ । ପିଲାଟି ବୁଲିଲା ବି ରାତିରେ, ଆଉ ତହିଁଆରଦିନ ମୁଁ ଅଲ୍ଟ୍ରାସାଉଣ୍ଡ ରିପୋର୍ଟରେ ବି ସବୁ ଠିକ୍ ଠାକ୍ । କାଠିମାଳି ହଳଦିଆକାଆଁଳ ହଉ କି…

ଅଧିକ ପଢ଼ନ୍ତୁ
nistabdhatara-swara

ନିସ୍ତବ୍ଧତାର ସ୍ୱର

ଏକ ଭାଇ ଡାକିଥିଲେ – ଆ ପ୍ରଭା, ଯିବା ଦେଖିବୁ, କାହାର ଯାତ୍ରା ବାହାରିଛି ! ସେ ଜାଣି ନ ଥିଲେ, କାହାର ଯାତ୍ରା ବାହାରିଛି । କେମିତି ଜାଣିଥାନ୍ତେ? ଆଠ–ନଅ ବର୍ଷର ଝିଅ ଥିଲେ ସେ, ସ୍କୁଲରେ ନୂଆନୂଆ ଇଂରାଜୀ ଶିଖୁଥିଲେ । ଭାଇ ସିନା ଜି.କେ. ପଢୁଥିଲେ ଯେ କାହାର ଯାତ୍ରା ବାହାରିଛି ସେ ଜାଣିଛନ୍ତି ! ଭାଇଙ୍କ ହାତ ଧରି  ଗହଳି ଭିତରେ ପଶିଥିଲେ ସେ । ଗୋଟିଏ ଖୋଲା ଶଗଡ ଗାଡ଼ିକୁ…

ଅଧିକ ପଢ଼ନ୍ତୁ
asaranti-katha

ଅସରନ୍ତି କଥା

ରାଧିକା, ଏହି ନାଁଟି ମୋ ଜେଜେବାପା ବ‌ହୁତ ଶ୍ରଦ୍ଧାରେ ରଖିଥିଲେ । ଆମ ଓଡ଼ିଆ ଘରେ ତ’ ପ୍ରାୟ ସମସ୍ତଙ୍କର ଅତି କମ୍‌ରେ ୩/୪ଟି ନାଁ ଥାଏ, କିନ୍ତୁ ମୋର କେବଳ ଏହି ଗୋଟିଏ ହିଁ ନାଁ ଥିଲା ଆଉ ସମସ୍ତେ ମୋତେ ଏହି ନାଁରେ ହିଁ ଜାଣିଥିଲେ । କେବେ କେବେ ସାଙ୍ଗମାନଙ୍କର ଅଧିକ ନାଁ ଦେଖି ମୋତେ ବି ମୋ ନିଜ ଉପରେ ଆଉ ମୋ ଘର ଲୋକଙ୍କ ଉପରେ ରାଗ ଲାଗେ ।…

ଅଧିକ ପଢ଼ନ୍ତୁ