Grisma Abakashante

ଗ୍ରୀଷ୍ମ ଅବକାଶାନ୍ତେ

କାଲି ସାକାଳୁ ସ୍କୁଲ ଖୋଲିବ ବୋଲି ସମସ୍ତଙ୍କର ବଡ଼ ଚିନ୍ତା । ଦେଢ଼ମାସର ଅଧିକ ଦିନ ଧରି ସ୍କୁଲ ଛୁଟି ରହିଥିଲା । ଏହି ସମୟରେ କିଏ କେତେ କ’ଣ ନ କରିଛନ୍ତି । ପିଲାମାନେ ସ୍କୁଲରେ ପଢ଼ାହେବା ଆଗରୁ ଟିଉସନ ଯାଇ ଅଧିକ ପାଠ ପଢ଼ିଦେଇଛନ୍ତି ତ’ କେହି କେହି ବର୍ଷକର ପାଠ ପଢ଼ା ବି ଶେଷ କରିଦେଇଛନ୍ତି । ଆଉ ଛୁଟି ଖୋଲିବା ଆଗରୁ ବି ରଜ ଆସେ । ରଜରେ ବି ଏଥର…

ଅଧିକ ପଢ଼ନ୍ତୁ
maa-pari-maa-tie

ମାଆ ପରି ମାଆଟିଏ

ସାଧୁ ବେହେରା ମେ ମାସର ଟାଣ ଖରାରେ ବି ଫୁଲ ଗଛ ଗୁଡ଼ିକର ଯତ୍ନ ନେବାରେ ବ୍ୟସ୍ତ ଥାଏ, ସବୁଦିନ ଭଳି । ମୁଖ୍ୟ ଅଧ୍ୟକ୍ଷ ମାଡାମଙ୍କ ପିଅନ ଆସି ଡାକ ଛାଡିଲା, “ସାଧୁ ତତେ ମାଡାମ ଡାକୁଛନ୍ତି, ସଅଳ ସଅଳ ଯା ।” ସଙ୍ଗେ ସଙ୍ଗେ ଶୁଣି, ପାଣି ପାଇପ୍‌ରେ ହାତଟା ଧୋଇ ସେ ଉଠି ପଡ଼ିଲା ଆଉ । ମାଡାମଙ୍କ ଅଫିସକୁ ରାସ୍ତା ତାକୁ ଯୋଜନ ଯୋଜନ ଦୂର ଭଳି ଲାଗୁଥିଲା । ସେ…

ଅଧିକ ପଢ଼ନ୍ତୁ