chapal-chori

ଚପଲ ଚୋରି

ମାନୁ ସକାଳୁ ସକାଳୁ ଅଗଣାରେ ହାଜର । ନୂଆ ନୀଳାମ୍ବରୀ ପାଟ ଶାଢ଼ୀ, ପାଦରେ ଅଳତା, ନଖପାଲିଶି, ଆଖିରେ କଜଳ, ମୁଣ୍ଡରେ ସିନ୍ଦୂର ନାଇ ଖୁବ୍ ସୁନ୍ଦର ଦିଶୁଛି । ତା’ ସାଙ୍ଗକୁ ଶାଶୁ ଦେଇଥିବା ନେଳି କାଚ ମୁଠାକ ଯେମିତି ପରିପୂର୍ଣ କରୁଥାଏ ତା’ର ରୂପ-ଲାବଣ୍ୟକୁ । ସାମନ୍ତରାଏ ଘରର ବଡ଼ ବୋହୁ ସେ ! ତା’ ତଳକୁ ଦୁଇ ଦିଅର ଆଉ ଜଣେ ବଡ଼ ନଣନ୍ଦ । କଟକ ତଳ ତେଲେଙ୍ଗା ବଜାର ମହାନ୍ତି…

ଅଧିକ ପଢ଼ନ୍ତୁ
gariba

ଗରିବ

ଦିନ ସାଢ଼େ ଏଗାରଟା । ସବୁଦିନ ଭଳି ଆଜି ବି ଏଇ ସମୟ ରେ ତା’ ବଜାଜ ସ୍କୁଟର ବାହାର କରିବାକୁ ଥାକରୁ ସ୍କୁଟର ଚାବି ବାହାର କଲା ବିପ୍ଲବ । ଦି’ଘେରା ବୁଲି ଗୋଟେ ସିଗାରେଟ ଟାଣି ଦେଇ ଆସିଲେ ପୁଣି ମନୋନିବେଶ କରିବ ତା’ର କବିତା ଲେଖିବା କାମରେ । କୀର୍ତ୍ତି ଆଜି କଲେଜ ଯାଇନି, ଛୁଟି ନେଇଛି, ଝିଅର ପଢ଼ାପଢ଼ି ଦେଖିବା ଲାଗି । ତା’ର ପରୀକ୍ଷା ଦୁଇ ଦିନ ପରେ ଆରମ୍ଭ…

ଅଧିକ ପଢ଼ନ୍ତୁ
ଗୋଟିଏ ରାତି

ଗୋଟିଏ ରାତି

ଆଦିତ୍ୟ ସେଦିନ ଅଫିସରୁ ଫେରି ମେସରେ ରୋଷେଇ ଆରମ୍ଭ କରୁଥିଲା । ସମୟ ପ୍ରାୟ ରାତି ଆଠଟା, ହଠାତ ମୋବାଇଲ ବାଜିଉଠିଲା । ଦେଖିଲାବେଳକୁ ଭିଣେଇ କଲ୍ କରୁଛନ୍ତି । ଆଦିତ୍ୟ ଭାବିଲା ଏବେ ସେ କାହିଁକି କଲ କଲେ ! କିଛି ସମୟ ପୂର୍ବରୁ ବାବା ଫୋନ କରିଥିଲେ, ମୋ ବଡ଼ଭଉଣୀର ଝିଅ ହେଲା ବୋଲି ଖବର ଦେବାପାଇଁ । ଭିଣେଇ ବି ବୋଧେ ସେଇଥିପାଇଁ କଲ୍ କରିଥିବେ, ଏପରି ଚିନ୍ତା କରି ଆଦି ଫୋନ…

ଅଧିକ ପଢ଼ନ୍ତୁ
chhaka-mundara-budhi-mausi

ଛକ ମୁଣ୍ଡର ବୁଢ଼ୀ ମାଉସୀ

ସକାଳ ହେଲେ ବାହାରିଯାଏ ସେ । ତା’ର ଟିକି ଦୁନିଆକୁ ନେଇ ସେ ଖୁସିଥାଏ । ଆଗାମୀ ଦିନର ସ୍ୱପ୍ନିଳ ପରିକଳ୍ପନା ମଧ୍ୟରେ ସେ କେବେ ନିଜକୁ ହଜାଇ ଦିଏନି । ଖାତିର ନଥାଏ ସମାଜର କଟାକ୍ଷକୁ । ଖାତିର ନଥାଏ ବର୍ଷା, ଖରା, ଶୀତ, ପାଣି-ପବନକୁ । ସବୁଦିନ ସେଇଠି ଥାଏ । ଅତି ନିର୍ଭୀକ ଭାବରେ, ଅତି ନିରବଚ୍ଛିନ୍ନ ଭାବରେ, ଅତି ଅଲୋଡ଼ା, ଅଖୋଜା ଭାବରେ ଆଉ ଅତି ନିଷ୍ଠୁର ଭାବରେ । ତାକୁ…

ଅଧିକ ପଢ଼ନ୍ତୁ
Bhabaku-Nikata

ଭାବକୁ ନିକଟ…

ତା’ ନାଆଁ କାଳିଆ । ତା’ର ପ୍ରକୃତ ଜାତି ଗୋତ୍ରର ପରିଚୟ କେହି ଜାଣନ୍ତିନି । ବୁଢ଼ା କେଉଟର ପିଲା ଛୁଆ ନଥିଲେ ଆଉ ଯୋଗକୁ ବୁଢ଼ୀ କେଉଟୁଣୀ ନଦୀ ପଠାରୁ ପାଇଥିଲା କାଳିଆକୁ । ନାଲି ପାଟ କନାରେ ଗୁଡ଼େଇ କିଏ ଛାଡ଼େଦେଇଥିଲା ତାକୁ ସେଇଠି । ଗାଁ’ଟାଯାକ କଥା ହେଲେ, “ପିଲାଟା କୋଉ ବଡ଼ଘରେ ଜନ୍ମ ହେଇଛି ନିଶ୍ଚିତ କିନ୍ତୁ ଏଡ଼େ ଅସୁନ୍ଦର ହେଇଛି ବୋଲି ବୋଧେ ଆପଣେଇ ନାହାନ୍ତି, ହେଲେ କେଉଟୁଣୀ ଭାଗ୍ୟରେ…

ଅଧିକ ପଢ଼ନ୍ତୁ