ପ୍ରେମ ପ୍ରତାରଣା
ସୌମ୍ୟ ତୁମେ ସତରେ ଏମିତି ବଦଳି ଯିବ ମୁଁ ଭାବି ନଥିଲି ! ତୁମ ପ୍ରେମ ମୋ ପାଇଁ ପୂଜା ଥିଲା । ହୁଏତ ସୂର୍ଯ୍ୟ ଉଦୟ ହେବାକୁ ଭୁଲି ଯାଇପାରେ କିନ୍ତୁ ଏ ସ୍ନେହା ତୁମକୁ କେବେବି ଭୁଲି ପାରିବ ନାହିଁ । ତୁମେ ଜାଣିଛ ତୁମ ପାଇଁ ମୁଁ ମୋର ବାପାମାଆଙ୍କଠାରୁ ବି ସମ୍ପର୍କ ଛିନ୍ନ କରି ସାରିଛି, ତଥାପି ତୁମେ କହୁଛ ମୋତେ ଭୁଲିଯାଅ !! କାହିଁକି ସୌମ୍ୟ? ମୋର ଭୁଲ କ’ଣ?? ସେଦିନ ପ୍ରଥମ ଆନାଟୋମି କ୍ଲାସ୍ରେ,…

