Niara Prema

ନିଆରା ପ୍ରେମ

୨୦୧୨ ମସିହା ଶୀତ ଦିନରେ କଲେଜରେ ପରୀକ୍ଷା ଚାଲୁଥାଏ । ଡିଷ୍ଟାନ୍ସ କୋର୍ସ ହେଇଥିବାରୁ କ୍ଲାସ ହୁଏନି, ତେଣୁ ବେଶୀ ସାଙ୍ଗସାଥି ବି ନଥାନ୍ତି । ସେଇଠି ତାଙ୍କ ସହ ପ୍ରଥମେ ଦେଖା ହେଇଥିଲା । ପରୀକ୍ଷା ଆଗରୁ ଦେଖା ହଉଥିଲା ଆଉ ଦିଜଣ ଦିଜଣଙ୍କୁ GOOD LUCK କହୁଥିଲୁ ଆଉ ପରୀକ୍ଷା ପରେ ଦେଖାରେ, “କେମିତି ହେଲା?” ବାସ ଏତିକି କଥାରୁ ଏତେ ଲମ୍ବା ଗପର ଆରମ୍ଭ । “Love at first sight” ବାକ୍ୟଟା ଯଦିଓ ସମ୍ପୂର୍ଣ ରୂପରେ ସେ…

ଅଧିକ ପଢ଼ନ୍ତୁ
Mun Sighra Pheribi

ମୁଁ ଶୀଘ୍ର ଫେରିବି

ଅମର ସେଇ ସମୟରେ ଡ୍ୟୁଟିରେ ଥିଲା । ଯେତେବେଳେ ତାକୁ ଜଣାପଡ଼ିଲା କି ସେ ବାପା ହେବାକୁ ଯାଉଛି । ପତ୍ନୀ ତନୁ ସହିତ କଥା ହଉହଉ ଅମରର ମନ ଖୁସିରେ ନାଚିଉଠିଲା । ସେ ଫୋନରେ ହିଁ ଢେର ସାରା ସତର୍କବାଣୀ ଶୁଣାଉଥିଲା, ଏମିତି କରିବନି, ସେମିତି କରିବନି, ଦେଖିକି ଚାଲିବ, ବାଥରୁମ ସମ୍ଭାଳି କି ଯିବ ! କାଶ୍ମୀରର ଅତିସମ୍ବେଦନଶୀଳ ଇଲାକାରେ ନିଯୁକ୍ତ ସି.ଆର.ପି.ଏଫ କମାଣ୍ଡୋ ମେଜର ଅମର ଯିଏ ପ୍ରତେକ ମୁହୁର୍ତ୍ତ ମୃତ୍ୟୁର ସାମ୍ନା କରେ । ଆଜି ନିଜ…

ଅଧିକ ପଢ଼ନ୍ତୁ
Startup

ଷ୍ଟାର୍ଟଅପ୍

ସେଦିନ ସନ୍ଧ୍ୟାରେ ରିଜୋର୍ଟ ଲେକ୍-ଭିଉରେ ସାଙ୍ଗମାନଙ୍କର ଗେଟଟୁଗେଦର ଥାଏ । ଭୁବନେଶ୍ୱରରୁ ଚିଲିକା ଗାଡ଼଼ି ଚଲେଇ ଆସିଛନ୍ତି । ଏତେ ଦିନକେ ଆଜି ମିଶିଛନ୍ତି ସବୁ ସାଙ୍ଗ । ଆଜି ନହେଲେ ଛୁଟିରେ ପ୍ଲାନ ହୁଏ ହେଲେ କେବେ ସେମାନେ ଭେଟି ପାରନ୍ତି ନାହିଁ । କେବେ କାହାକୁ ଛୁଟି ମିଳେନି ତ କେବେ କୋଉ ସମ୍ପର୍କୀୟଙ୍କ ବାହାଘର । ଯେତେ ଚେଷ୍ଟା କଲେ ବି ଏମିତି ସନ୍ଧ୍ୟାଟିଏ ନିଜ ପାଇଁ ସେମାନେ ଖୋଜି ପରି ନଥିଲେ । ଆଜି ଯା ହଉ ଆଜି ମିଳି…

ଅଧିକ ପଢ଼ନ୍ତୁ
Prakruta Dharma

ପ୍ରକୃତ ଧର୍ମ

ଓଃ କି ଖରା । ମାନିର ମୁଣ୍ଡ କ’ଣ ହେଇଯାଉଛି । ତାକୁ ଜଲଦି ଜଲଦି ଘରକୁ ଯିବାକୁ ପଡ଼ିବ । ଝିଅର ଖୁସି ପାଇଁ ଏ ଖରାଟାରେ ଡ୍ରେସ କିଣିବାକୁ ଆସିଲା । କାଲି ତା’ ଝିଅର ଜନ୍ମଦିନ । କାମ ଭିତରେ ସେ କେମିତି ଭୁଲିଗଲା ଏକଥା? ଆଜି ଯଦି ସେ ନ କିଣିଥାନ୍ତା ତେବେ ଜନ୍ମଦିନଟାରେ ତା’ ଗେହ୍ଲି ଝିଅ ଲିତୁନ୍ ପୁରୁଣା ଡ୍ରେସ ପିନ୍ଧିବାକୁ ବାଧ୍ୟ ହେଇଥାନ୍ତା । ମାଆ ହେଇ ସିଏ କ’ଣ ଏକଥା ସମ୍ଭାଳି ପାରିବ? ତା’…

ଅଧିକ ପଢ଼ନ୍ତୁ
Jibana Nai ra gote ghata

ଜୀବନ ନଈର ଗୋଟେ ଘାଟ

ଜୁଲାଇ ୪ ତାରିଖ, ରଥଯାତ୍ରା । କଥାରେ ନାହିଁ, ଷ୍ଟେସନ ପାଖ ଲୋକ ଟ୍ରେନ୍ ଫେଲ୍ । ପୁରୀ ଲୋକ ବୋଲି ଦିନରେ ରଥ ଉପରେ ଜଗନ୍ନାଥ ଦର୍ଶନ ୩/୪ ବର୍ଷ ହବ ବନ୍ଦ । ରାତି ୧୦ ହେଲେ ଘରୁ ବାହାରେ, ଆଉ ଫାଙ୍କାରେ ଦର୍ଶନ କରି ଆସେ । ଏଥର କିନ୍ତୁ ଠିକ୍ ବାହାରିଲା ବେଳକୁ ବର୍ଷା କାଚିଲା । ପାରାଦ୍ଵୀପ ଫେରନ୍ତା ବର୍ଷାରେ ଓଦା ହେବା କଷ୍ଟଟା ଦେହରୁ ଯାଇନଥିଲା । ଗାଲୁ ମାରି ରହିଗଲି । କିନ୍ତୁ ଶୋଇବାକୁ ଗଲାବେଳେ କାହିଁ…

ଅଧିକ ପଢ଼ନ୍ତୁ