ଅନେକ କଥା, କିନ୍ତୁ ଗଦ୍ୟ ଆକାରରେ… ପଢ଼ନ୍ତୁ କିଛି ବଛା ବଛା ଗଳ୍ପ ଶୁଭପଲ୍ଲବର ଓଡ଼ିଆ ୱେବ୍ ପୋର୍ଟାଲ୍‌ରେ… ପଢ଼ନ୍ତୁ, ସେୟାର କରି ଅନ୍ୟମାନଙ୍କୁ ପଢ଼ିବାର ସୁଯୋଗ ଦିଅନ୍ତୁ ।

Read more about the article ୨ଟଙ୍କାର ମୂଲ୍ୟ
Odia Story Story 2 tankara Mulya (୨ଟଙ୍କାର ମୂଲ୍ୟ) by Biswanath Kinkar Rout

୨ଟଙ୍କାର ମୂଲ୍ୟ

ମଉସା ଉଠିଲେ ୟୁନିଟ୍ ୬ ଛକରୁ । ଯିବେ ଏ.ଜି. ଛକ ପର୍ଯ୍ୟନ୍ତ । ୫ ଟଙ୍କାଟିଏ ବଢ଼େଇ ଦେଲେ ମହିଳା କଣ୍ଡକ୍ଟରକୁ । ସେ କହିଲେ, "ମଉସା ୮ ଟଙ୍କା ଦିଅ ।" "କାହିଁକି? ମୁଁ ତ ସବୁଦିନେ ୫…

Continue Reading୨ଟଙ୍କାର ମୂଲ୍ୟ
Read more about the article ଗୋଟିଏ ଦିନର ରାଜା
Odia Short story Gotie Dinara Raja (ଗୋଟିଏ ଦିନର ରାଜା) by Chinmaya Mahapatra

ଗୋଟିଏ ଦିନର ରାଜା

୧୦/୧୨ ବର୍ଷର ପିଲାଟିଏ, ଗୋଟେ ଛୋଟ ହୋଟେଲରେ କାମ କରେ । ତା'ର କ'ଣ ମନ ହେଲା ଯେ ସେ ଗୋଟେ ଦିନ ଛୁଟି ନେଲା... ସେଦିନ ସକାଳୁ ଦୋକାନରୁ ଗୋଟେ ୨ ଟଙ୍କିଆ ସାମ୍ପୁ କିଣି ଭଲକରି ଗାଧୋଇଲା ।…

Continue Readingଗୋଟିଏ ଦିନର ରାଜା
Read more about the article ଶାଶୁ ମାଆ
Odia Poem Sashu Maa (ଶାଶୁ ମାଆ) by Himanshu Bhusan Sahu

ଶାଶୁ ମାଆ

ବାସର ରାତିର ପରଠାରୁ ରାତ୍ରୀ ତା' ଶାଶୁକୁ ହାଡ଼େ ହାଡ଼େ ଚିହ୍ନିଦେଇଛି । ପ୍ରେମ ବିବାହରେ ଅସନ୍ତୁଷ୍ଟ ଶାଶୁ; ପୁତ୍ରବଧୂର ଭୋର ୪ଟାରେ ନ ଉଠି ଅଳସ ଭାଙ୍ଗି ୫ଟା ବେଳକୁ ଉଠିବା ଅସହ୍ୟ ବୋଲି କଥାରେ ନକହି ସକାଳେ ଗୁରୁଗୁରୁ…

Continue Readingଶାଶୁ ମାଆ
Read more about the article ମୋ ବାପା
Odia Story Mo Bapa (ମୋ ବାପା) by Rajesh Kumar Barik

ମୋ ବାପା

ମ୍ୟାଟ୍ରିକ୍ ରେଜାଲ୍ଟ ବାହାରିବାର ଥାଏ, ହାତରେ ମୋବାଇଲ୍‌ଟାକୁ ଧରି ଏକାକୀ ପୋଲ ଉପରେ ବସିଥାଏ ରାଜୁ । ମନରେ ଥାଏ ଅନେକ ବିତୃଷ୍ଣାର ସମ୍ଭାବନା... କାହିଁକି ନା ବାପା ଭାରି ରାଗି, ପରୀକ୍ଷାର ରେଜାଲ୍ଟ ଖରାପ ହେଲେ ବହୁତ ଗାଳି କରିବେ,…

Continue Readingମୋ ବାପା
Read more about the article ସାବିତ୍ରୀ ବ୍ରତ
Odia Story Sabitri Brata (ସାବିତ୍ରୀ ବ୍ରତ) by Rajesh Kumar Barik

ସାବିତ୍ରୀ ବ୍ରତ

ସକାଳୁ ସକାଳୁ ଭୁବନେଶ୍ୱରର ଏକ ନମ୍ୱର ମାର୍କେଟ୍‌ଟା ଖଚାଖଚ୍ ଭିଡ଼ରେ ଭରି ରହିଥାଏ । ଦୋକାନୀ ସବୁ ଜୋର୍‌ଜୋର୍‌ରେ ଚିଲାଇ ଚିଲାଇ ଡାକ ଛାଡ଼ୁଥାନ୍ତି, "ନେଇଯାଅ ଭାଇ ଆମ୍ୱ କିଲକୁ ୧୦୦ ନେଇଯାଅ ଭାଇ ତାଜା ତାଜା କାଶ୍ମିରୀ ଆମ୍ୱ... ପଣଷ…

Continue Readingସାବିତ୍ରୀ ବ୍ରତ