Odia Story Manaba Dharma (ମାନବଧର୍ମ) by Sushama Parija

ମାନବଧର୍ମ

ଦିଲ୍ଲୀର ସୈଫି ହସ୍ପିଟାଲରେ ଦୀର୍ଘ ଦୁଇ ମାସ ପନ୍ଦର ଦିନ ହେଲା ନିଜର ସ୍ୱାମୀ ହରିବଂଶକୁ ଜଗି ବସିଛି ରତ୍ନା । ଘରେ ଛାଡ଼ି ଆସିଛି ତିନି ତିନିଟା ପିଲାଙ୍କୁ ପଡ଼ୋଶିନୀ ରୀମାର ହେପାଜତ୍‌ରେ । ଶାଶୁଘରେ ଶାଶୁ ଶଶୁର ତ ଅନେକ ଦିନ ଆଗରୁ ସ୍ୱର୍ଗବାସୀ ହୋଇ ସାରିଛନ୍ତି, ନିଜର ବୋଲି କହିବାକୁ ଆଉ କେହି ନାହାଁନ୍ତି । କୁଟୁମ୍ୱର ଯେଉଁମାନେ ବି ଅଛନ୍ତି, ହରିବଂଶର ଅଭାବୀ ସଂସାରକୁ ସାହାଯ୍ୟ କରିବାର ମନୋବୃତ୍ତି କାହାର ନାହିଁ । ବିହାରର ଗୋଟାଏ ଛୋଟ…

ଅଧିକ ପଢ଼ନ୍ତୁ
Odia Story Aukha Katha (ଅକୁହା କଥା) by Rashmiranjan Nayak

ଅକୁହା କଥା

କେତେବେଳେ ଦେଖିଛନ୍ତି କି ସେ ହୃଦୟକୁ କେତବେଳେ ଶୁଣିବାକୁ ଚେଷ୍ଟା କରିଛନ୍ତି କି ସେ କ’ଣ କହିବାକୁ ଚାହୁଁଛି? ନା….. ସତ କହିଲି ନା??? ବାରମ୍ବାର ଅବିଶ୍ୱାସର ବହ୍ନିରେ ଜଳିବା ପରେ ଆଜି ଶେଷ ଅବସ୍ଥାରେ କୁଟାଖିଅକୁ ସହାରା କରି ଧୀରେଧୀରେ କମ୍ପୁଛି ଆଜି ସେ ହୃଦୟଟି । ଆଶା ଭରସା ଓ ବିଶ୍ୱାସକୁ ଭଲରେ ଦେଖିଲା ପରେ ବୁଝି ପାରିଛି ସେ ଦୁନିଆକୁ ଆଉ ଦୁନିଆର ଲୋକଙ୍କୁ । ବୁଝିପାରିଛି ଏ ସମାଜକୁ ଏବଂ ପ୍ରତ୍ୟେକଟି ମୁହୂର୍ତ୍ତରେ ବଦଳୁଥିବା…

ଅଧିକ ପଢ଼ନ୍ତୁ
Odia Story Pratidhwani Katha tume (ପ୍ରତିଧ୍ୱନି କହେ ତୁମେ) by Manas Ranjan Dash

ପ୍ରତିଧ୍ୱନି କହେ ତୁମେ

ମୁଁ ବ୍ୟୋମକେଶ, ବ୍ୟୋମକେଶ ରଥ । ବଣ୍ଡ, ଜେମ୍ସ ବଣ୍ଡ ଭଳିଆ ପଢ଼ିବେ । ଏଇଟା ମୁଁ ଲେଖୁଥିବା ପ୍ରଥମ ଲେଖା- ଗପ, ସତ ନା ଗପ ହେଲେ ବି ସତ, ସେଇଟା ପଢ଼ୁଥିବା ଲୋକ ଉପରେ ଛାଡ଼ିଲି, ମାନେ ତୁମ ଉପରେ । ଏତେ ବ୍ୟସ୍ତ ହୁଅନି, ମୁଁ ବ୍ୟୋମକେଶ ରଥ, ବକ୍ସି ନୁହେଁ ଯେ ପଢ଼ିସାରି ତୁମକୁ ଅନୁମାନ ଲଗେଇବାକୁ ହେବ ଅପରାଧୀ କିଏ ବା ହତ୍ୟା କିଏ କରିଛି… ସାଧାରଣ କଥାଟିଏ, ତୁମର ମୋର ଜୀବନକୁ ନେଇ…

ଅଧିକ ପଢ଼ନ୍ତୁ
Rimjhim (ରିମ୍‌ଝିମ୍) Odia story by Chandrakanti Pradhan

ରିମ୍‌ଝିମ୍

କଡ଼ ଲେଉଟାଇଲା ରାତି, ତା’ ସାଙ୍ଗରେ ଜହ୍ନ ! ମିଞ୍ଜି ମିଞ୍ଜି ତାରା ଦି’ଟା ଆକାଶରେ ଛଟପଟ ହେଉଥାନ୍ତି । ଭିଡ଼ିମୋଡ଼ି ହୋଇ ପୁଣିଥରେ ସେ କମ୍ବଳକୁ ଟାଣିନେଇ ମୁହଁ ଘୋଡ଼ାଇ, ମାଆଙ୍କ କୋଳରେ ମୁହଁ ଗୁଞ୍ଜିଦେଲି । -“ଓଃ! ଶୀତ ରାତିର ଯୋଉ ନିଦ । ଏତେ ବଡ଼ ରାତି ଶୋଇ ଶୋଇ ବିରକ୍ତ ମୁଁ ହୋଇଯାଏ । ଶୀତ ରାତିର କ’ଣ ଆଦି ନାହିଁ କି ଅନ୍ତ ନାହିଁ?? ଅଛି । କିନ୍ତୁ ନିଦ ଭାଙ୍ଗିବ ସକାଳ ୮ଟାରେ ।” କୋରାପୁଟ ଆସିଲାବେଳେ ଦେଓମାଳିର…

ଅଧିକ ପଢ଼ନ୍ତୁ
Hunkar (ହୁଙ୍କାର) Odia Story by Saswt Routray

ହୁଙ୍କାର

ରାତି ୧୨ଟା । ଚାରିଆଡ଼େ ଉନ୍ମତ୍ତ ଝଡ଼ର ପୈଶାଚିକ ତାଣ୍ଡବ- ମନେ ହେଉଛି ପୃଥିବୀର ବକ୍ଷରେ ମାଡ଼ି ଆସୁଛି ଗୋଟେ ଅମଙ୍ଗଳର ଅପଛାୟା । ରହି ରହି ବିଜୁଳି ଝଲକାନିରେ ଚମକି ଉଠୁଛି ମୁଁ । ବଜ୍ର-ବିଦ୍ୟୁତରେ ମୋର ଡର ନାହିଁ, ମୁଁ ଶିହରିତ ହେଉଛି ମୋ ଅଦୃଷ୍ଟର କଥା ଭାବି । ହାତରେ ସମୟ ବେଶୀ ନାହିଁ, ସେଥିପାଇଁ ଯିବା ଆଗରୁ ସବୁ କିଛି ଖୋଲି କିରି କହି ଯିବି ଆପଣମାନଙ୍କୁ । ମୁଁ ଆଉ ପଳାଶ, ଆମେ ଥିଲୁ ପ୍ରାଣର ସାଙ୍ଗ,…

ଅଧିକ ପଢ଼ନ୍ତୁ