Odia Story Kanyadan (କନ୍ୟାଦାନ) by Srimani Priyadarsini Das

କନ୍ୟାଦାନ

“ଦାନ ବୋଲି ମୁଁ ଯାହା ଜାଣିଛି ୩ଟି ପ୍ରଧାନ ଅଟେ । ରକ୍ତ ଦାନ, ଚକ୍ଷୁ ଦାନ, କନ୍ୟା ଦାନ । ଆପଣଙ୍କର ଏହି କନ୍ୟାଦାନ ହିଁ ଆମ ପାଇ ସବୁକିଛି । ଯୌତୁକ କିଛି ଦରକାର ନାହିଁ । ଚିନ୍ତା କରିବା କିଛି ଦରକାର ନାହିଁ, ଆପଣଙ୍କ ଝିଅ ନିଶ୍ଚୟ ଖୁସି ରେ ରହିବ ।” ରୋଜାର ବାପାଙ୍କୁ ତା’ ଶ୍ୱଶୁର ଏସବୁ କହୁଥାନ୍ତି । କିଛି ଦିନ ପରେ ରୋଜାର ବିବାହ ହୋଇଯାଏ । ଦିନଗୁଡ଼ିକ ସବୁ ଖୁସିରେ କଟିଯାଉଥିଲା । ହେଲେ ସୁଖ ପରେ…

ଅଧିକ ପଢ଼ନ୍ତୁ
Odia Story Mrutyu Pthe Manabikata (ମୃତ୍ୟୁ ପଥେ ମାନବିକତା) by Satyabrata Sethi

ମୃତ୍ୟୁ ପଥେ ମାନବିକତା

ଯେତେବେଳେ ସନ୍ତାନଟେ ଜନ୍ମ ନିଏ ସେତେବେଳେ ବାପାମା’ଠାରୁ ଆରମ୍ଭ କରି ଆତ୍ମୀୟ ପରିଜନ ତଥା ସାହିପଡ଼ିଶା ଖୁସି ହୋଇଥାନ୍ତି । କୌଶଲ୍ୟା ଏବଂ ସୁବ୍ରତ ଉଭୟ ସ୍ୱାମୀସ୍ତ୍ରୀ ସେଥିରୁ ବାଦ୍ ପଡ଼ିଥାନ୍ତେ କେମିତି? କେତେ ଦିଅଁ ଦେବତା ମାନସିକ କରି ଆଜି ତାଙ୍କ କୋଳରେ ସନ୍ତାନଟିଏ ଭଗବାନ ଦେଇଛନ୍ତି । ଦୁଃଖର ଯବନିକା ପକାଇ ଖୁସିର ବାତାବରଣଟିଏ ତିଆରି କଲେ ଭଗବାନ । ମନର ସିଲଟରେ ନିଜର ଖୁସିର ମୁହୂର୍ତ୍ତକୁ ହାତରେ ଗାରେଇ କ’ଣ ସବୁ ଲେଖିଦେଉଥିଲା କୌଶଲ୍ୟା । ମାର୍ଗଶିର ମାସ…

ଅଧିକ ପଢ଼ନ୍ତୁ
Odia Story Mun Au Mo Prema (ମୁଁ ଆଉ ମୋ ପ୍ରେମ) by Rajesh Kumar Barik

ମୁଁ ଆଉ ମୋ ପ୍ରେମ

ନୂଆ ନୂଆ କଲେଜ୍ ଯିବା ଯେଉଁ ଖୁସି ତାହା କେଉଁ ପାର୍କ କି ହୋଟେଲ୍‌ରେ ମିଳେନା । ନୂଆ ସାଙ୍ଗ ଖୁଲମ୍‌ଖୁଲା ମସ୍ତି ତାହା ପୁଣି ଟିଚର କି ଘର ଲୋକଙ୍କ ଟେନସନ୍ ବିନା । ସତେ ଯେମିତି ମଣିଷ ଆଜାଦି ପାଇଗଲା । କିଛି ଦିନ ତ ବେସ୍ ଭଲ ଲାଗିଲା । ପରେ ଯେସାକୁ ତେସା ହୋଇଗଲା । କହିବାକୁ ଗଲେ ଅନର୍ସ ମିଳିବା ପରେ ସମସ୍ତେ ଯେମିତି ପର ହୋଇ ଯାଇଥିଲେ । ନିଜ ନିଜ ଅନର୍ସରେ ପଢ଼ାପଢ଼ି, କ୍ଲାସ ଓ…

ଅଧିକ ପଢ଼ନ୍ତୁ
Odia Story Nua Barsara Kishalaya (ନୂଆ ବର୍ଷର କିଶଳୟ) by Sarmistha Sahoo on New Year

ନୂଆ ବର୍ଷର କିଶଳୟ

କହୁ କହୁ ପୁଣି ଗୋଟିଏ ବର୍ଷ ବିତି ଯାଇଛି ଏହା ଭିତରେ । ବହୁତ କିଛି ବଦଳିବି ଯାଇଛି । ମୀରା ଏହା ଭିତରେ ହଜେଇ ଦେଇଛି ନିଜକୁ ନିଜର ସ୍ୱାମୀ ଓ ସୁନ୍ଦର ପିଲା ଦୁଇଟିର ମୋହମାୟା ଭରା ସଂସାର ଭିତରେ । ବାହାର ଦୁନିଆ ଖବର ଜାଣିବା, ଶୁଣିବା, ପଞ୍ଚାୟିତି କରିବା ଏ ସବୁଠାରୁ ବର୍ଷ ସାରା ନିଜକୁ ସବୁବେଳେ ଦୂରରେ ରଖିଛି । କାମବାଲୀ ଆସି କାମ ସହିତ ଆରମ୍ଭ କରି ଦେଉଚି ତା’ ଗପ ପସରା, “ଆଜି…

ଅଧିକ ପଢ଼ନ୍ତୁ
Odia Story Golap Phula (ଗୋଲାପ ଫୁଲ) by Soumashree Tripathy

ଗୋଲାପ ଫୁଲ

ଗୋଟେ ସପ୍ତାହେ ହେବ ସ୍ମିତାର ମନ ବହୁତ ଖୁସି । ହବନି ବି କ’ଣ ପାଇଁ ଯେ, ଆସନ୍ତା ରବିବାର ଦିନ ସ୍କୁଲର ଆଲୁମିନି ମିଟ୍ । ସବୁ ସାଙ୍ଗମାନଙ୍କ ବରାଦ, ଏଇଥର ସମସ୍ତେ ଯିଏ ଯୋଉଠି ଥାଉ ନା କାହିଁକି ସମୟ ବାହାରକରି ସମସ୍ତଙ୍କୁ ନିହାତି ଯିବାକୁ ପଡ଼ିବ, ପ୍ରତ୍ୟେକଥର ହାତଗଣତି ପିଲା ଯାଆନ୍ତି; ଆଉସବୁ କିଛି ନା କିଛି ବାହାନା କରି ଯାଆନ୍ତିନି । ହେଲେ ଏଥର ସମସ୍ତେ ଯିବାକୁ ବାଧ୍ୟ । ସାଙ୍ଗସାଥି ହେଲେ ସ୍ମିତାର ଜୀବନ, କିନ୍ତୁ…

ଅଧିକ ପଢ଼ନ୍ତୁ